July 1, 2025

Odia Express

Leading Odia News Portal of Odisha

କଣ ହେବ ଯଦି ଟ୍ରେନ ଚାଳକ ଟ୍ରେନ ଚାଲିବ ବେଳେ ଶୋଇପଡ଼ିଲା? ଏବେ ଜାଣିରଖନ୍ତୁ..

କଣ ଆପଣ ମାନେ କେବେ ଭାବିଛନ୍ତି ଯଦି ବହୁତ ଜୋରରେ ଯାଉଥିବା ଟ୍ରେନ ଚାଳକ ଶୋଇଗଲା କିମ୍ବା କୌଣସି କାରଣ ବଶତଃ ଚାଳକ ବେହୋସ ହୋଇଯାଏ? ତେବେ ଏହା ହେବା ଦ୍ୱାରା କଣ ଦୁର୍ଘଟଣା ହୋଇଯିବ? କଣ ଏହାର କିଛି ଉପାୟ ଅଛି ଯାହା ସାହାଯ୍ୟ ରେ ଲୋକମାନେ ଦୁର୍ଘଟଣାରୁ ବଞ୍ଚିପାରିବେ। ହଁ ଏକ ଏମିତି ଉପାୟ ଅଛି ଯାହା ଆମକୁ ସାହାଯ୍ୟ କରିପାରିବ।ପ୍ରତି ଟ୍ରେନର ଇଞ୍ଜିନ ରେ ଏକ ଏମିତି ବଟନ ଥାଏ ଯାହାକି ନିରନ୍ତର ଭାବେ ଡ୍ରାଇଭର କୁ ଦବେଇବାକୁ ହୋଇଥାଏ। ଏହା ଏଥିପାଇଁ କି ଡ୍ରାଇଭର ଶୋଇନାହିଁ ବୋଲି। ଏହି ବଟନ ର ନାମ ଭିସିଡି ବା ଡେଡ଼ ମ୍ୟାନ ସୁଇଚ ମଧ୍ୟ କହିଥାଉ। ଏହା ଏକ ଏମିତି ବଟନ ହୋଇଥାଏ ଯାହାକୁ ପ୍ରତି ୧୫ ରୁ ୨୦ ସେକେଣ୍ଡ ରେ ଲୋକ ପାଇଲଟ କୁ ନିଶ୍ଚିତ ଭାବେ ଦବାଇବାକୁ ହୋଇଥାଏ।

ଯଦି ଏହି ଭିସିଡି ନିରନ୍ତର ଭାବେ ଦବାଯାଏ ନାହିଁ ତେବେ ଟ୍ରେନର ଇଞ୍ଜିନ ଆପେ ଆପେ ବନ୍ଦ ହୋଇଯାଇଥାଏ। ଯଦି କୌଣସି କାରଣରୁ ଡ୍ରାଇଭର ବେହୋସ ହୋଇଯାଏ କିମ୍ବା ତାକୁ ହାର୍ଟ ଆଟାକ ଆସେ ଆଉ ଯଦି ସେ ସେହି ସୁଇଚ ଉପରେ ପଡ଼ିଯାଏ ତେବେ କଣ ଟ୍ରେନ ସେହି ଗତିରେ ଚାଲିବ? ତେବେ ଏହାର ଅର୍ଥ ହେଉଛି ନା ଲଗାତାର ଭାବେ ଏହା ଦବେଇ ରହିବେ ଟ୍ରେନର ବନ୍ଦ ହୋଇଯିବ ଏବଂ ରହିଯିବ। ଯଦି ଆମେ ଏମିତି କହିବା କି ସବୁ ସିକୁରୀଟି ସିଷ୍ଟମ ଫେଲ ହୋଇଯାଏ ତେବେ ଯଦି ଟ୍ରେନ ନ ରହିଲା ତେବେ ଏହାର ଉତ୍ତର ହେଉଛି ହଁ ହେଲେ ଏହା ହେବ ବହୁତ ଦୁର୍ଲଭ ଅଟେ।

ଆମେରିକାରେ ଗୋଟେ ଏଭଳି ଘଟଣା ହୋଇଥିଲା ଯାହା ୨୦୦୧ ମସିହା ରେ ହୋଇଥିଲା ଯାହା CSX 8888 ନାମରେ ପ୍ରସିଦ୍ଧ ଅଟେ। ୨୦୧୦ ରେ ଏହା ଉପରେ ଫିଲ୍ମ ଅନଷ୍ଟପେବୁଲ ରିଲିଜ ହୋଇଥିଲା। ଏହି ଘଟଣା ରେ ଚାଳକ ଏହା ପାଇଲା ଯେ ଏହି ଟ୍ରେନ ବହୁତ କମ ଗତିରେ ଅଛି ହେଲେ ଏହାକୁ ଅଟକାଇ ହେବ ନାହିଁ। ତେବେ ସେ ଏହି କମି କୁ ଠିକ କରିବା ପାଇଁ ଚାଲୁଥିବା ଟ୍ରେନ ର ତଳକୁ ଯିବାକୁ ଚାହିଁଲେ ହେଲେ ସେ ଆଘାତ ପ୍ରାପ୍ତ ହୋଇ ତଳେ ଗଳି ପଡିଲେ। ଏୟାର ବ୍ରେକ ର ସିଷ୍ଟମ ଯୋଗ ହେଲା ନାହିଁ ଏବଂ ଇଞ୍ଜିନର ସମ୍ପର୍କ ବ୍ରେକ ସହିତ ଭାଙ୍ଗିଗଲା। ଭିଜିଲେନ୍ସ କଣ୍ଟ୍ରାକ୍ଟ ସିଷ୍ଟମ ବନ୍ଦ ହୋଇଯାଇଥିଲା ଏବଂ ବିନା କିଛି କଣ୍ଟ୍ରୋଲ ରେ ଏହି ଟ୍ରେନ ୧୦୫ କିମି ରେ ଚାଲୁଥିଲା।

ତାପରେ ଯାଇ ଦୁଇ ଇଞ୍ଜିନିୟର ଜେମ୍ସ ନଲଟନ ଏବଂ ଟେରି ଫାରିସନ କପିଲିଙ୍ଗ ମାଧ୍ୟମରେ ଟ୍ରେନ ର ପଛ ଡବାରେ ଡାଇନାମିକ ବ୍ରେକସ ଲଗାଇଲେ ଏବଂ ଟ୍ରେନ କୁ ଅଟକାଇଦେଲେ। ଏଥିପାଇଁ ଭିସିଡି (VCD) ଫେଲ ହବାର ଚାନ୍ସ ନା ସହିତ ସମାନ ଅଟେ।

Leave a Reply

Your email address will not be published. Required fields are marked *