July 1, 2025

Odia Express

Leading Odia News Portal of Odisha

ପଢନ୍ତୁ ଆଜିର ମଜାଦାର ୧୦ ଟି ଓଡ଼ିଆ ହସକଥା – ପୁଅ – ମତେ ୧୮ ବର୍ଷ ଆଉ ତମକୁ ? ଝିଅ – ମତେ ମଧ୍ୟ -୧୮ ବର୍ଷ | ପୁଅ – ତେବେ ଲାଜ କାହିଁକି ଚାଲ ଏବେ ? ଝିଅ- ଆରେ କୁଆଡେ ? ପୁଅ ଯାହା ଉତର ଦେଲେ ଶୁଣିଲେ ହସିବେ ଆପଣ…

କେହି ଜଣେ ସତ କହିଛନ୍ତି ଯେ ‘laughteristhebestmedicine’। ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ହୋଇନଥାଏ। ଯେଉଁ ଲୋକମାନେ ଚିନ୍ତିତ କିମ୍ବା ରୋଗରେ ପଡିଛନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ କୌଣସି ଔଷଧ ଭଳି କାମ କରିଥାଏ। ଏହା ତାଙ୍କ ନିମନ୍ତେ ଏକ ଷ୍ଟ୍ରେସ ବର୍ଷ୍ଟର ଭଳି କାମ କରେ । କିଛି ଲୋକ ତ ଏହି ଜୋକ୍ସରେ ନିଜର ନିକଟତମ କିମ୍ବା ଫ୍ରେଣ୍ଡସ ମାନଙ୍କୁ ମଧ୍ୟ ଟ୍ୟାଗ କରିଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ, ଆଦି ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଜୋକ୍ସକୁ ପଢି ଆପଣ ମଧ୍ୟ ନିଜର ହସ ରୋକୀ ପାରିବେ ନାହିଁ। ତେବେ ବିଳମ୍ବ ନକରି ଆରମ୍ଭ କରିବା ଆମର ଏହି ହସି ହସେଇବାର ପ୍ରକ୍ରିୟା ।

ସ୍କୁଲକୁ 3ପ୍ରକାର ଛୁଆ ଆସନ୍ତି । 1-ପଢିବା ବାଲା । 2-ଗୁମସୁମ ବାଲା । 3-ଯେଉଁମାନେ ରାଣ ଖାଇ ଆସନ୍ତି ଯେ ନା ତ ନିଜେ ପଢିବେ ନା କାହାକୁ ପଢିବାକୁ ଦେବେ!

ଯେବେ ଗାର୍ଲଫ୍ରେଣ୍ଡ ଅଶାନ୍ତ ଥିବ ତ ତାହାର ଆଧାର କାର୍ଡର ଫଟୋକୁ ମଧ୍ୟ nicepic କହିବା ଉଚିତ ।

ଥଣ୍ଡା ଥଣ୍ଡା ପାଣିରେ ଗାଧୋଇବା ଉଚିତ ଏବଂ ଯିଏ ଆମକୁ ଈର୍ଷା କରିବେ ସେମାନଙ୍କୁ ଆହୁରି ଚିଡେଇବା ଉଚିତ

ଜେଜେ(ନାତି କୁ)- ତୋର ଶିକ୍ଷକ ଆସୁଛନ୍ତି, ଯାଇକି ଲୁଚି ଯା। ନାତି- ପ୍ରଥମେ ତୁମେ ଲୁଚି ଯାଅ, ଆପଣଙ୍କ ମୃତ୍ୟୁ ହେଇଛି କହି ମୁଁ ଦୁଇ ସପ୍ତାହର ଛୁଟି ନେଇଛି ।

ଚମତ୍କାର ଦିନ ଥିଲା ସେତେବେଳେ ମଧ୍ୟ । ମାଡାମ ମୁର୍ଗା ଆମକୁ କରୁଥିଲେ ଏବଂ ପରୀକ୍ଷାରେ ଅଣ୍ଡା ନିଜେ ଦେଉଥିଲେ ।

ଗାର୍ଲଫ୍ରେଣ୍ଡ ମୁଣ୍ଡରେ ବହୁତ ବିନ୍ଧା ହେଉଥିଲା, ଏହାଦେଖି ବୟଫ୍ରେଣ୍ଡ ତାର କପାଳକୁ କିସ କଲା ଏବଂ କହିଲା “ଡାର୍ଲିଂ ଏବେ ଠିକ ହୋଇଯିବ” ! ନିକଟରେ ଜଣେ ତାଉ ବସି ଶୁଣୁଥିଲେ ସେ କହିଲେ” ପୁଅ କୋଷ୍ଠକାଠିନ୍ୟ ର ଚିକିତ୍ସା ମଧ୍ୟ କରୁଛ କି?

ହୁଏତ ନିଜ ଘରେ ଆଳୁ, କାଳର ଏବଂ ଲାଉ ରୋଷେଇ ହେଉଥିବ କିନ୍ତୁ, ବାହାଘରରେ ଖାଦ୍ୟର ନିନ୍ଦା ତ ଏପରି କରୁଥିବେ ଯେପରିକି ପ୍ରତିଦିନ ଘରେ ଆସି ସଂଜୀବ କପୁର ରୋଷେଇ କରୁଥିବେ ।

ପୁଅ – ମତେ ୧୮ ବର୍ଷ ଆଉ ତମକୁ ? ଝିଅ – ମତେ ମଧ୍ୟ -୧୮ ବର୍ଷ | ପୁଅ – ତେବେ ଲାଜ କାହିଁକି ଚାଲ ଏବେ ? ଝିଅ- ଆରେ କୁଆଡେ ? ପୁଅ – ଆମେ ଏବେ ଭୋଟ ଦେବା ପାଇଁ ସକ୍ଷମ ଚାଲ ଏବେ ଭୋଟ ଦେବା

Leave a Reply

Your email address will not be published. Required fields are marked *