July 1, 2025

Odia Express

Leading Odia News Portal of Odisha

ସବୁଜ ଲଙ୍କା ଖାଉଥିବା ଲୋକ ଏହି ଆର୍ଟିକିଲ କୁ ନିଶ୍ଚିତ ପଢନ୍ତୁ ଏବଂ ଶରୀରରେ କଣ କଣ ଫାଇଦା ହୁଏ ଜାଣନ୍ତୁ…

ବନ୍ଧୁଗଣ ଜୀବନରେ ସୁସ୍ଥ ରହିବା ପାଇଁ ଏହା ଜରୁରୀ ଯେ ଆପଣ କଣ ଖାଉଛନ୍ତି ଏବଂ କଣ ପିଉଛନ୍ତି। ଯେଉଁମାନେ ଠିକ ସମୟରେ ସବୁ ଜିନିଷ ଖାଇଥାନ୍ତି ସେମାନେ ଏହା ଭାବିଥାନ୍ତି ଯେ ସେ ଯେଉଁ ଜିନିଷ ଖାଆନ୍ତୁ ସେ ତେଲ ଜିନିଷ ନହେଉ ଏବଂ ରାଗ ନହେଉ। ହେଲେ ପ୍ରାୟ ସମସ୍ତେ ରାଗ ଖାଇବା ଶରୀର ପାଇଁ ଖରାପ ହୋଇନଥାଏ। ଆଜି ଆମେ ଆପଣଂକୁ ଏହି ଆର୍ଟିକିଲ ମାଧ୍ୟମରେ ସବୁଜ ଲଙ୍କା ଖାଇବାର ଫାଇଦା କହିବୁ। ତେବେ ଡେରି ନ କରି ଆସନ୍ତୁ ଜାଣିବା ଏହା କଣ ପାଇଁ ଲାଭ ଦାୟକ ହୋଇଥାଏ ଏବଂ ଏହାକୁ କେମିତି ଖାଇବା ଆବଶ୍ୟକ ଅଟେ। ହେଲେ ଯଦି ଆପଣ ସବୁଜ ଲଙ୍କା ଛଡା ନାଲି ଲଙ୍କାର ସେବନ କରୁଛନ୍ତି ତେବେ ସେ ଶରୀର ପାଇଁ ଅସୁବିଧା ସୃଷ୍ଟି କରିପାରେ ଏବଂ ଏହା ଛଡା ଯଦି ଆପଣ ମସଲା ଜିନିଷ ଖାଉଛନ୍ତି ତେବେ ଏହା ମଧ୍ୟ ଶରୀର ପାଇଁ ଭଲ ନୁହେଁ।

ଯଦି ଆପଣ ଦିନରେ ଗୋଟେ ସବୁଜ ଲଙ୍କାର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଆଖିର ଚମକ ବଢିଥାଏ। ଏମିତି ଛୁଆ ଯାହାର ଆଖିର ପାୱାର କମ ଅଛି ତାକୁ ପ୍ରଦିଦିନ ଗୋଟେ ସବୁଜ ଲଙ୍କା ଖାଇବା ଆବଶ୍ୟକ ଅଟେ। ଯଦି ଆପଣ ଚଷମା ଲଗାଉଛନ୍ତି ତେବେ ୩ ରୁ ୪ ମାସ ପଯ୍ୟନ୍ତ ଏହାକୁ ଖାଆନ୍ତୁ। ସବୁଜ ଲଙ୍କା ଆମ ଆଖି ପାଇଁ ବହୁତ ଲାଭଦାୟକ ଅଟେ।

ଏହି ସବୁଜ ଲଙ୍କା କମ ବିପି ଥିବା ଲୋକଙ୍କ ପାଇଁ ମଧ୍ୟ ବହୁତ ଫାଇଦାମାନ ଅଟେ। ପ୍ରଥମ କଥା ତ ସବୁଜ ଲଙ୍କା ରେ ଆଇରନ ବହୁତ ଅଧିକ ମାତ୍ରାରେ ଥାଏ ଯାହା ଆମ ଶରୀରରେ ରକ୍ତର କମି କୁ ପୁରା କରିଥାଏ। ଦ୍ଵିତୀୟ ରେ ବ୍ଲଡ଼ ସରକୁଳେଶନ କୁ ଉନ୍ନତ ମାନର କରିଥାଏ।

ଏହି ସବୁଜ ଲଙ୍କା ଆମକୁ କ୍ୟାନ୍ସର ଭଳି ଭୟାନକ ରୋଗରୁ ମଧ୍ୟ ରକ୍ଷା କରିଥାଏ କାରଣ ଏହି ସବୁଜ ଲଙ୍କା ଆଣ୍ଟି କ୍ୟାନ୍ସରସ ଅଟେ। ଆମ ଶରୀରରେ କ୍ୟାନ୍ସର ସେଲ କୁ ନଷ୍ଟ କରିବାରେ ସହାୟକ ହୋଇଥାଏ।

ସବୁଜ ଲଙ୍କା ଆମ ହୃଦୟ ପାଇଁ ବହୁତ ଭଲ ଅଟେ କାରଣ ଏହା ଆମ ଶରୀରରେ ରକ୍ତକୁ ପିତଲା କରିଥାଏ ଏବଂ ଏସିଡିଟି କୁ ନଷ୍ଟ କରାଇ କୋଳେଷ୍ଟ୍ରଲର ଲେଭଲ କୁ କମ କରିଥାଏ । ଏହା ସହିତ ଆମ ହୃଦୟ କୁ ବହୁତ ସୁସ୍ଥ ରଖିଥାଏ।

ହୃଦ ସ୍ପନ୍ଦନ ରୋଗ ରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ସବୁଜ ଲଙ୍କାର ସେବନ ନିଶ୍ଚିତ କରନ୍ତୁ କାରଣ ଆଜିକାଲି ସାଇଲେଣ୍ଟ ଆଟାକ ର ସମସ୍ୟା ବହୁତ ବଢିଯାଇଛି। ତେବେ ଆପଣ ସବୁଦିନ ସବୁଜ ଲଙ୍କା ଖାଆନ୍ତୁ ଯାହାଫଳରେ ହୃଦ ସ୍ପନ୍ଦନ ରୁ ବଂଚିପାରିବେ।

Leave a Reply

Your email address will not be published. Required fields are marked *