July 1, 2025

Odia Express

Leading Odia News Portal of Odisha

ଥରେ ବ୍ୟବହାର କରନ୍ତୁ ଏହି ଉପାୟ ତାପରେ ଲୋକମାନେ ଆପଣଂକୁ ଦେଖିକି ରହିଯିବେ- ଦାଗ,ସ୍ପଟ କମିଯିବ..

ଆଜିର ଏହି ଉପାୟ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିଜ ଚେହେରା କୁ ଅଧିକ ଗ୍ଲୋ କରିବାକୁ ଚାହୁଁଛନ୍ତି ଏବଂ ଏହା ବି ପ୍ରାକୃତିକ ଜିନିଷ ବ୍ୟବହାର କରି। ତେବେ ଏହା ଜାଣିବା ପାଇଁ ଏହି ଆର୍ଟିକିଲ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ଏହି ଉପାୟ ପାଇଁ ଆମକୁ ଏକ ନାଲି ଟମାଟୋ ଆବଶ୍ୟକ ଏବଂ ସେହି ଟମାଟୋ ଯେପରି ଫ୍ରେଶ ହୋଇଥିବ ଏହା ସହିତ ଆମକୁ ହଳଦୀ ପାଉଡର ଦରକାର।

ପ୍ରଥମେ ଆମେ ଟମାଟୋ କୁ କାଟିଦେବା ଏବଂ ଆମକୁ କେବଳ ଏକ ଭାଗର ଦରକାର ହେବ। ତାହା ପରେ ତା ଭିତରେ ଥିବା ଜିନିଷକୁ ଆମେ ଘଷି କରି ବାହାର କରିବା ଏବଂ ସେ ଏକ ପେଷ୍ଟ ବନିଯିବ। ଏହା ପରେ ଏହାକୁ ଆଉ ଏକ ପାତ୍ରରେ ରଖିବା ଏବଂ ତା ସହିତ ଆମେ ସେହି ଟମାଟୋ ଭିତରେ ଲୁଣ କିଛି ପରିମାଣରେ ପକେଇବା ଯାହାବି ବହୁତ ଅଳ୍ପ ପରିମାଣରେ ତାପରେ ଆମକୁ ହଳଦୀ ପାଉଡର ପକେଇବା ଆବଶ୍ୟକ ଅଟେ। ତାହାପରେ ଆମେ ଏହାକୁ ଭଲ ଭାବରେ ମିଶେଇ ଦେବା ।

ଆମେ ଏଥିରେ ଲୁଣ ଏଥିପାଇଁ ପକେଇଲେ କାରଣ ଏହା ଦ୍ଵାରା ଆମେ ମୁଂହରେ ଥିବା ଡେଡ଼ ସେଲ ସବୁକୁ ବାହାର କରିବା ପାଇଁ ବହୁତ ସହାୟକ ହେବ। ଏହାପରେ ଆମେ ଏଥିରେ କିଛି ପରିମାଣରେ ଆଲୋଭେରା ଜେଲ ପକେଇବା ,ଏହି ଆଲୋଭେରା ଆମ ଚର୍ମ ପାଇଁ ବହୁତ ଫାଇଦା ମାନ ଅଟେ,ସ୍କିନ କୁ ଗୋରା କରିବା ପାଇଁ ଏହା ବହୁତ ସହାୟକ ହୋଇଥାଏ। ତାହାପରେ ଆମେ ଚତୁର୍ଥ ରେ ପକେଇବା ବେସନ ର ପାଉଡର। ତେବେ ଏହା ପରେ ଆମେ ଏହାକୁ ଭଲ ଭାବରେ ମିଶେଇ ଦେବା ଆବଶ୍ୟକ ଏବଂ ଏକ ପେଷ୍ଟ ବନେଇଦେବା ଆବଶ୍ୟକ ଅଟେ।

ଏଥିରେ ଆମେ ଯାହାବି ବ୍ୟବହାର ପାଇଁ କହୁଛୁ ତାହା ପ୍ରାକୃତିକ ଅଟେ। ହଳଦୀ ପାଉଡର ଏଥିପାଇଁ ବ୍ୟବହାର କଲେ କି ଏହା ଦ୍ଵାରା ଆମ ମୁଂହର ଚମକ ବଢିବ ଏବଂ ବେସନ ଏଥିପାଇଁ ବ୍ୟବହାର କଲେ ଯେ ଏହାଦ୍ବାରା ତେଲ ଭାଗ ଶରୀରରେ କମ ହେବ। ତେବେ ଏହା ପରେ ଆସନ୍ତୁ ଏହାକୁ ଲାଗେଇବାର ପ୍ରକ୍ରିୟା ଜାଣିବା।

ଲାଗେଇବାର ପ୍ରକ୍ରିୟା:- ଏହାକୁ ଅଳ୍ପ ଅଳ୍ପ କରି ନେଇ ନିଜ ଚେହେରାରେ ଲଗେଇବା ଆବଶ୍ୟକ ଅଟେ ଏବଂ ଏହା ମନେ ରଖନ୍ତୁ ଯେ ଏହାକୁ ଲାଗେଇବାପରେ ୧୦ ରୁ ୧୫ ମିନିଟ ରଖିବାକୁ ହେବ। ଏହାର ବ୍ୟବହାର କେବଳ ସପ୍ତାହ କୁ ଥରେ କରିବା ଦରକାର ଅଟେ।
ବନ୍ଧୁଗଣ ଏହା କରିବା ଦ୍ୱାରା ଆଗ ଅପେକ୍ଷା ନିଜ ଚେହରା ରେ ଅଧିକ ଚମକ ଆସିବ।

ବନ୍ଧୁଗଣ ଯଦି ଏହି ଉପାୟ ଟି ଆପଣଂକୁ ପସନ୍ଦ ଆସିଛି ତେବେ ଏହାକି ବ୍ୟବହାର କରିପାରିବେ ଏବଂ ଆମକୁ ନିଜର ମତାମତ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *