ମଜାଦାର ଓଡ଼ିଆ ଜୋକ୍ସ – ମହିଳା ବାଇକରେ ବସିବା ପରେ ସ୍ଵାମୀଙ୍କ ଜଙ୍ଘରେ ହାତ କାହିଁକି ରଖେ ଜାଣିଛ କି? କାରଣ, ସ୍ଵାମୀଙ୍କ ପକେଟରେ..

ଚାପ ସମସ୍ତଙ୍କ ଜୀବନରେ କିଛି ନା କିଛି ଏହି ପ୍ରକାରରେ ଘର କିରିଛି ଯେ ବାହାରିବା ମୁସ୍କିଲ ଅଟେ। ବସଙ୍କର ବ୍ୟବହାର ଠାରୁ ଆରମ୍ଭ କରି ଘରର ପରିବେଶ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ପ୍ରତ୍ୟେକେ ଚିନ୍ତିତ ଅଟନ୍ତି । ଯଦିଓ, ଏକଥା ସମସ୍ତଙ୍କୁ ଜଣା ଅଟେ ଯେ ଚିନ୍ତା ଦ୍ଵାରା କିଛି ସମସ୍ୟାର ସମାଧାନ ହୋଇପାରେ ନାହିଁ । ଏହାସତ୍ବେ ମଧ୍ୟ ପ୍ରତ୍ଯେକ ଚାପ ରେ ବଞ୍ଚୁଛନ୍ତି। କିନ୍ତୁ , ଏହି ବ୍ୟସ୍ତ ଜୀବନରେ ଯଦି କିଛି ଜିନିଷ ଅଛି ଯାହା କିଛି ମୂହୁର୍ତ୍ତକର ହେଉ ପଛେ ଶାନ୍ତି ଦେଇଥାଏ ତ ତାହା ଅଟେ ହାସକଥା। ଆଜିକାଲି ଆମେ ସମସ୍ତେ ସୋସିଆଲ ମିଡିଆ ଯେପରିକି ଫେସବୁକ ହ୍ଵାଟସଆପରେ ଜୋକ୍ସ ପଢୁ ଏବଂ ପରସ୍ପରକୁ ସେୟାର କରିଥାଉ। ଏହା ଆମକୁ କିଛି ସମୟ ପାଇଁ ସମସ୍ତ ଟେନସନକୁ ଭୁଲେଇ ଖୁସି ପ୍ରଦାନ କରିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଜୋକ୍ସ ନେଇ ଆସିଛୁ ।
ମୋର ସାଙ୍ଗ ନିଜର Exଗାର୍ଲଫ୍ରେଣ୍ଡର ବିବାହରେ ଏତେ ଜବରଦସ୍ତ ନାଗିନ ଡ୍ୟାନ୍ସ କଲା ଯେ ଝିଅର ବାପାକୁ କହିବାକୁ ପଡିଲା …. । ଏବେ ବାହାଘର ହେବାକୁ ଦେବୁ ନା ନାଗମଣି ନେଇକି ମାଣନିବୁ…ଏସବୁ ଅଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜୋକ୍ସର ତାଲିକା
1- ହାଲୁକା ହାଲୁକା ବର୍ଷା ହେଉଛି…. । କିଛି ଭଲ ଖାଇବାର ମନ ହେଉଛି… । ପତନୀଙ୍କୁ କହିଲି- ଯାହା ସବୁଠାରୁ ଭଲ ହୁଏ, ତାହା ବନାଅ…। ତାପରେ????? ତାପରେ କଣ, ମୁହଁ ବନେଇ ବସିଗଲା… ॥
2- ସମୟ କେବେ ଏକ ଭଳି ରହେ ନାହିଁ, ବଦଳେ ନିଶ୍ଚିତ। କାଲି ପର୍ଯ୍ୟନ୍ତ ମାସକୁ 1ଜିବି ଡାଟା ଯଥେଷ୍ଟ ଥିଲା…। ଏବଂ ଏବେ ଦିନର 1 ଜିବି ମଧ୍ୟ କମ ଲାଗୁଛି ।
3- ଶାଳି- ଯଦି ମୁଁ ତୁମର ଗାଲକୁ ଚୁମା ଦେବି ତ ତୁମେ କଣ କରିବ? ଭିଣୋଇ- ନିର୍ମଳ ବାବାଙ୍କ ପାଖକୁ ଯିବି । ଶାଳି- କାହିଁକି?। ଭିଣୋଇ- ନିର୍ମଳ ବାବାଙ୍କୁ ଜଣେଇବାକୁ, କୃପା ଆସିବା ଆରମ୍ଭ ହେଇଗଲା ।
4- ପତ୍ନୀ ସ୍ଵାମୀଙ୍କୁ ପଚାରିଲା ଯଦି ମୁଁ ନରହିବି ତୁମେ କଣ କରିବ? ସ୍ଵାମୀ- ଯଦି ତୁମେ କିଛି ହୋଇଗଲା ତ ମୁଁ ପାଗଳ ହୋଇଯିବି । ପତ୍ନୀ- ଦ୍ଵିତୀୟ ବିବାହ ତ କରିବା ନାହିଁ? ସ୍ଵାମୀ- ପାଗଳର କଣ ଭରସା, କିଛି ବି କରିପାରେ ।
5- ଜେଲ କୁ ହାୱାଲତ କାହିଁକି କୁହନ୍ତି? ବଣ୍ଟି- ଜେଲ କୁ ହିନ୍ଦୀରେ ହାୱାଲାଟ କାହିଁକି କୁହନ୍ତି? ଗପ୍ପୁ- କାରଣ ଜେଲରେ ଖାଇବାକୁ କେବଳ ହାୱା ଏବଂ ଲାତ ହିଁ ମିଳେ ।
6- କଣ କ୍ଷୀର ପିଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ? ମୋନୁ- ମା କୁହେ ଯେ ମଇଁଷି କ୍ଷୀର ପିଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ । ଶୋନୁ- ମା ମୂର୍ଖ ବନାଉଛି । ଯଦି ଏପରି ହୁଅନ୍ତା ତ ମଇଁଷିର ଛୁଆ ବୈଜ୍ଞାନିକ ହୋଇନଥାନ୍ତା କି?
7- ଯେବେ ହଜିଗଲା ଗପ୍ପୁର ଘଡି । ଗପ୍ପୁ- ମୋର ଘଣ୍ଟା ହଜିଯାଇଛି, କଣ ତୁମେ କେଉଁଠାରେ ଦେଖିଛ କି? ପପ୍ପୁ- ନାହିଁ, ଚାଲୁଥିଲା ନା ବନ୍ଦ ଥିଲା? ଗପ୍ପୁ- ଚାଲୁଥିଲା । ପପ୍ପୁ- ତେବେ ନିଶ୍ଚିତ କେଉଁଠାକୁ ଚାଲି ଯାଇଥିବ ।
8- ଅଙ୍ଗୁରୀ ଭାଉଜ- ଲଡ୍ଡୁ ର ଭାଇ ମୋର ନୂଆ ନୂଆ ବ୍ୟାଙ୍କ ଖାତା ଖୋଲେଇଛନ୍ତି । ବିଭୁତି- ଆରେ ୱାଃ ଭାଉଜ! କେଉଁ ବ୍ୟାଙ୍କରେ? ଅଙ୍ଗୁରୀ – ଏକ କିସ ବ୍ୟାଙ୍କରେ । ବିଭୁତି ବେହୋଶ ହେଉ ହେଉ ବଞ୍ଚିଗଲା ଏବଂ କହିଲା- ଆରେ ଭାଉଜ ଆହା ଏକ କିସ ନୁହେଁ AxisBank ଅଟେ … ।
9- ଶାଶୁ- ଭଗବାନ ତୁମକୁ ଦୁଇ ଦୁଇଟା ଆଖି ଦେଇଛନ୍ତି, ଚାଉଳରେ ଦୁଇ ଚାରିଟା ଗୋଡି ବାହାର କରିପାରୁନୁ । ବୋହୁ- ବହୁତ ଫନି , ଭଗବାନ ତୁମକୁ 32 ଦାନ୍ତ ଦେଇଛନ୍ତି, 2-4 ଗୋଡି ଚୋବେଇ ପାରିବ ନାହିଁ?
10- ମହିଳା ବାଇକରେ ବସିବା ପରେ ସ୍ଵାମୀଙ୍କ ଜଙ୍ଘରେ ହାତ କାହିଁକି ରଖେ ଜାଣିଛ କି? କାରଣ, ସ୍ଵାମୀଙ୍କ ପକେଟରେ ଗୁଟୁଖା, ଖଇନି ଏବଂ ଚୂନ ଡବା ରାସ୍ତାରେ ପଡିନଯିବ… ପ୍ରେମ ତ ପ୍ରେମ ହୋଇଥାଏ ।