June 29, 2025

Odia Express

Leading Odia News Portal of Odisha

ଯଦି ଆପଣ ଉଚ୍ଚତା ୩ ରୁ ୫ ଇଞ୍ଚ ବଢେଇବାକୁ ଚାହୁଁଛନ୍ତି ତେବେ ଶୋଇବାର ଅଧଘଣ୍ଟା ପୂର୍ବରୁ ,ଏହାକୁ କ୍ଷୀରରେ ମିଶେଇ ପିଅନ୍ତୁ…

ସାଙ୍ଗ ମାନେ କଣ ଆପଣ ବି ନିଜ ଛୋଟ ଉଚ୍ଚତା ପାଇଁ ଚିନ୍ତିତ ଅଛନ୍ତି କି ଓ ନିଜ ଉଚ୍ଚତା ବଢାଇବାକୁ ଚାହୁଁଛନ୍ତି କି।ଏପରି ଏକ ଜିନିଷ ଯାହା ପିଇବା ଦ୍ବାରା ଆପଣଙ୍କ ଉଚ୍ଚତା ବଢିବ। ଉଚ୍ଚତା ବଢିଲେ ଆମ କଂଫିଡେନ୍ସ ବି ବଢିଥାଏ।ସମସ୍ତେ ଚାହାନ୍ତି ଲୋକ ତାଙ୍କ ପ୍ରଶଂସା କରନ୍ତୁ।ଆସନ୍ତୁ ଜାଣିବା ଆପଣଙ୍କୁ କଣ କରିବାକୁ ପଡିବ।ଏହା ଦ୍ବାରା ଆପଣଙ୍କୁ କୌଣସି ଅଶୁବିଧା ହେବନାହିଁ କାରଣ ଏହାକୁ ମୁଁ ନିଜେ ବି ଉପଯୋଗ କରିଛି ଓ କରୁଛି ମଧ୍ୟ। ଏହି ଜିନିଷ ର ନାମ ଅଟେ ଅସ୍ୱଗନ୍ଧା ଏହା ଆପଣଙ୍କୁ କୌଣସି ମେଡ଼ିସିନ ଷ୍ଟୋର ରେ ମିଳିଯିବ।ଏହା ମଧ୍ୟରେ କିଛି ଏପରି ପୋଷାକ ତତ୍ତ୍ୱ ମିଳିଥାଏ ଯାହା ଆମର ଗ୍ରୋଥ ହରମୋନ କୁ ବଢ଼ାଇଥାଏ। ଏବେ ଆସନ୍ତୁ ଜାଣିବା ଏହାକୁ ପିଇବା କିପରି।

ଏହାକୁ ରାତ୍ରିରେ ଖାଇବା ପରେ ୨ ଘଣ୍ଟା ପରେ ଓ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ଅଧ ଚାମଚ କ୍ଷୀରରେ ମିଶାଇ ପିଅନ୍ତୁ। ଯଦି କୌଣସି ଲୋକଙ୍କ ଓଜନ ଅଧିକ ଅଛି ତ ଏହାକୁ ପିଅନ୍ତୁ ନାହିଁ। କାରଣ ଏହା ଉଚ୍ଚତା ସହିତ ଆମ ଓଜନ ବି ବଢାଇଦେଇଥାଏ। ଏହା ସହିତ ଯେଉଁ ଲୋକମାନଙ୍କ ବିପି ଲୋ ହୋଇଥାଏ ସେ ମାନେ ବି ଏହାକୁ ପିଅନ୍ତୁ ନାହିଁ କାରଣ ଏହା ତାଙ୍କ ବିପି କୁ ଆହୁରି କମ କରିଦେଇଥାଏ।

ଯଦି ଆପଣଙ୍କୁ କୌଣସି ଅଶୁବିଧା ଅଛି ବିନା ଡାକ୍ତର ଙ୍କ ପରାମର୍ଶ ରେ ଏହାକୁ ପିଇବେ ନାହିଁ।ଏହାକୁ ପିଇବା ସହିତଆପଣଙ୍କୁ ପ୍ରତି ଦିନ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ।ଏହା ସହିତ ତାଡାସନ ବି କରିପାରିବେ।ସକାଳୁ କିଛି ସମୟ ଖରାରେ ବସିବା ଆବଶ୍ୟକ କାରଣ ଖରାରେ ଭିଟାମିନ ଡ଼ି ଥାଏ ଯାହା ଆମ ଉଚ୍ଚତା ବଢାଇବାରେ ବହୁତ ସାହାଯ୍ୟ କରିଥାଏ।

ଆଜିକାଲି ର ପିଲା ଙ୍କ ଉଚ୍ଚତା କମ ଏଥିପାଇଁ ଆମେ ପିଲାଙ୍କୁ ଛୋଟ ବେଳୁ ଖରାରେ ଛାଡିନଥାଉ।ଆପଣଙ୍କୁ ସକାଳ ଖରାରେ ବସିବା ଆବଶ୍ୟକ। ଏହା ସହିତ ଆପଣ ଭଲ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଓ ୮-୧୨ ଘଣ୍ଟା ଭଲରେ ଶୋଇବା ଆବଶ୍ୟକ। ଯଦି ଆପଣ ଠିକ ସେ ନ ଶୋଇବେ ତ ଆପଣଙ୍କ ଉଚ୍ଚତା ଉପରେ ଏହା ର ପ୍ରଭାବ ପଡିଥାଏ।

ଆପଣଙ୍କୁ ଆମେ କହିଥିବା ଏହି ସବୁ କଥା ର ଧ୍ୟାନ ରଖନ୍ତୁ ଦେଖିବେ ଆପଙ୍କର ଉଚ୍ଚତା ନିଶ୍ଚିତ ବଢିବ। ଯଦି ଆପଣଙ୍କୁ ଏହି ଲେଖା ପସନ୍ଦ ଆସିଛି ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *