May 28, 2025

Odia Express

Leading Odia News Portal of Odisha

ଆଧାର କାର୍ଡ ଦ୍ବାରା ଏକ ମହିଳା ଓ ତା ପୁଅ ହୋଇଗଲେ କୋଟିପତି,ଯେବେ ସତ ସାମ୍ନା କୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ…

ସାଙ୍ଗମାନେ ଏହି ଦୁନିଆରେ ପଇସା କାହାକୁ ପସନ୍ଦ ନୁହେଁ। ସମସ୍ତେ ଚାହାନ୍ତି କୋଟି ପତି ଓ ଆରବ ପତି ହେବାପାଇଁ। ଏହିପରି ସମସ୍ତେ ହୋଇପାରିନଥାନ୍ତି ଓ ଗରିବ ରେ ହିଁ ଜୀବନ ବିତାଇ ଥାନ୍ତି। ଆଜି ଆମେ ଆପଣଙ୍କୁ ଏକ ଏପରି ମାମଲା ବିଷୟରେ କହିବୁ ଯାହା ଆପଣ ଆଗରୁ କେବେ ଶୁଣିନଥିବେ। ଯେଉଁଠି ଏକ ମହିଳା ଆଧାରକାର୍ଡ ମାଧ୍ୟମରେ ଲକ୍ଷ ପତି ହୋଇଗଲା।ଏହି ଘଟଣା ଛତିଶଗଡ଼ ର ଜାହାଙ୍ଗିର ଜିଲ୍ଲାର ଅଟେ।ଯେଉଁଠି ରହିବା ବାଲ ଦୁଲାରନ ବାଇ ପାଖରେ କିଛି ବି ଧନ ନଥିଲା କିନ୍ତୁ ତାର ହେବେ ରାସନ କର୍ଡ଼ କଟିଥିଲା

ଜଣାପଡିଲା କି ତାର ଓ ତା ପୁଅ ର ଆଧାର କାର୍ଡ ରେ ଜାତି ଓ ସ୍ୱାମୀ ନାମ କୁ ଚେଞ୍ଚ କରି ଲକ୍ଷ ଲକ୍ଷ ଟଙ୍କାର ଜମି ବିକାଯାଇଛି। ସେ ଯାହାପରେ ଜଣାଇଛି କି ସେ ଏକ ଗରିବ ଲୋକ ଅଟେ କେହି ଜଣେ ଏହିଭଳି ଜାତି ଓ ସ୍ଵାମୀ ନାମ ବଦଳାଇ ଏପରି କରିଛି।ଯାଞ୍ଚ ପରେ ଜଣାପଡିଲା କି ବର୍ଷା ୨୦୧୬-୧୭ ରେ ଏକ ଲୋକ ଦ୍ବାରା ଏହି ମହିଳାଙ୍କ ପତି ଙ୍କ ନାମ ବଦଳାଇ ଏହି ବ୍ୟକ୍ତି ଜମି ବିକ୍ରି କରିଛନ୍ତି। ଏହିପରି ଦୁଲାରନ ବାଇ ଓ ତା ପୁଅ ର ଭୁଲ ଆଧାର ରେ ଅନେକ ଜମି ବିକାଯାଇଛି।ଯାହା ୨୦ ଲକ୍ଷ ଟଙ୍କା ରୁ ଅଧିକ ହେବ।

ଏହା ଦ୍ବାରା ଏହି ମହିଳା ଗରିବ ହେଇ ମଧ୍ୟ ତାକୁ କୌଣସି ସରକାରୀ ସୁବିଧା ମିଳୁନଥିଲା।ଏହା ପରେ ସରକାରୀ ଅଧିକାରୀ ରାଜୀବ ତିହାରି କୁ ଏହି ଦୋଷ ପାଇଁ ତା ଚାକିରୀ ରୁ ବହିଷ୍କାର କରାଜିଛି ଓ ତାକୁ କୋଟି କୁ ପଠାଯାଇଛି।ଏହାର ସଠିକ ତଥ୍ୟ ଅଫିସର ମାନେ ମିଡିଆରେ ଦେଇନାହାଁନ୍ତି। ଏହି ଦୋଷ ପାଇଁ ଏହି ମହିଳାଙ୍କୁ ଏବେ ଖାଇବାକୁ ବି ମିଳୁପାରିନାହିଁ।ଏହିପରି ମିଛ ଆଧାରକାର୍ଡ ରେ ଏହି ମହିଳା ଗରିବ ହୋଇ ବି ଲକ୍ଷ ପତି ହୋଇଥିଲା।ଏବେ ଆପଣଙ୍କ ମତ କଣ କମେଣ୍ଟ ରେ ଲେଖନ୍ତୁ ଓ ଏହି ଲେଖାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *