June 25, 2025

Odia Express

Leading Odia News Portal of Odisha

ହଜାର ହଜାର ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣ ଙ୍କର ସମୁଦ୍ର ଭିତରେ ମିଳିଲା ଏପରି ମନ୍ଦିର – ଆପଣ ଏବେ ଦେଖି ନିୟନ୍ତୁ…

ହଜାର ହଜାର ବର୍ଷ ପରେ ରହସ୍ୟ ଖୋଲିଲା। ପାଣି ତଳେ ମିଳିଲା ହସଜିଯାଇଥିବା ସହର। ଅର୍ଜୁନ ମହାଭାରତ ରେ କହିଥିଲେ କି ଦ୍ୱାରକା କେବଳ ଏକ ନାମ ଥିଲା। କେବଳ ଏକ ସ୍ମୃତି ଯାହା କି ସମୁଦ୍ର ରେ ଆଖି ସାମ୍ନା ରେ ଲୀନ ହେଇଯାଇଥିଲା।ଭାରତରେ ସବୁ ଲୋକ କୃଷ୍ଣ ଭାଗବାନଙ୍କୁ ଦ୍ଵାରିକାଧିଶ ଭାବେ ଜାଣନ୍ତି। ଭଗବାନ ଦ୍ଵାରିକାର ନରେଶ ଥିଲେ ଯାହା ପାଇଁ କି ତାଙ୍କର ନାମ ଦ୍ଵାରିକାଧିଶ ଅଟେ। ଆଜି ଆମେ ଆପଣଙ୍କୁ ଭଗବାନ କୃଷ୍ଣ ଙ୍କର ଏକ ଏପରି ପ୍ରମାଣ ଦେବାକୁ ଯାଉଛୁ ଯାହା ଆପଣ ଜାଣିବା ପରେ କେବଳ ଭଗବାନ ଙ୍କ ଉପରେ ବିଶ୍ୱାସ ରଖିବେନି ବରଂ ଆପଣ ତାଙ୍କୁ ଦେଖି ବି ପାରିବେ। ଭାରତ ର ପଶ୍ଚିମ ତଟ ରେ ଦ୍ଵାରିକା ଏକ ସହର ଯାହା କି ଧାର୍ମିକ କ୍ଷେତ୍ର ରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି। ଚାଲନ୍ତୁ ଆମେ ଆଜି ଆପଣଙ୍କୁ ଦ୍ଵାରିକା ଇତିହାସ ବାବଦରେ କହିବୁ।

ଦ୍ଵାରିକା ମନ୍ଦିର ର ଆକର୍ଷଣୀୟ ସ୍ଥାପତ୍ତ୍ୟ ଦୁନିଆ ସାରା ବହୁତ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରେ। ଇତିହାସ ରେ ଏହି ସହର ରେ ସୁନ୍ଦର ଉଦ୍ୟାନ, ଜଳପ୍ରପାତ ଆଉ ଅନ୍ୟ ବହୁତ ଜିନିଷ ଥିବାର ଉଲ୍ଲେଖ କରା ଯାଇଛି। ମାତ୍ର କୁହାଯାଏ କି ଭଗବାନ ଶ୍ରୀକୃଷ୍ଣଙ୍କର ନିଖୋଜ ହେବା ସହିତ ଏହି ଦ୍ଵାରିକା ବି ଜଳମଗ୍ନ ହେଇ ଯାଇଥିଲା। ଦ୍ଵାରିକା ସହର ମହାଭାରତ କାଳ ରୁ ହି ନିଜର ଏହି ଐତିହାସିକ ସ୍ଥଳୀ ପାଇଁ ବୈଜ୍ଞାନିକ ମାନଙ୍କ ସମେତ ଇତିହାସ କାର ତଥା ପ୍ରତ୍ନତତ୍ତ୍ୱବିତ ମାନଙ୍କ ପାଇଁ ଆକର୍ଷଣ ର ସ୍ଥଳୀ ବନି ରହିଛି।

କୃଷ୍ନ ଭଗବାନ ନିଜର ମାମୁ କଂସ ଙ୍କୁ ମାରି ନିଜର ଜେଜେ ଙ୍କୁ ମଥୁରା ର ସିଂହାସନ ରେ ବସେଇ ଥିଲେ। ତାପରେ ମଥୁରା ଉପରେ ଜରାସନ୍ଧ ମଗଧ ର ରାଜା ଆଉ ତାର ସାଙ୍ଗ କାଳଯବନ ପୁରା ୧୭ ଥର ଆକ୍ରମଣ କରି ଥିଲା। ତା ପରେ ଭଗବାନ ଯାଦବ ମାନଙ୍କ ସହ କଥାବାର୍ତ୍ତା କରି ଦ୍ଵାରିକା କୁ ନିଜର ରାଜଧାନୀ କଲେ। ଭଗବାନ ଦ୍ୱାରକା ଛାଡି ସାରିଥିଲେ ଆଉ ସୌରାଷ୍ଟ୍ର ପାଖରେ ଯାଇ ବସି ଯାଇଥିଲେ। ତଟୀୟ ସ୍ଥାନରେ ସେ ସହର ବନେଇବା ପାଇଁ ବିଶ୍ୱକର୍ମା ଆଉ ସମୁଦ୍ର ଦେବତା ଙ୍କର ସାହାଯ୍ୟ ମାଗିଲେ। ସେମାନେ ଖୁସି ହୋଇ ଭଗବାନ ଙ୍କର ସାହାଯ୍ୟ କଲେ। କୁହାଯାଏ କି ବୁଶ୍ୱକର୍ମା ଗୋଟେ ସୁନା ରୁ ଗୋଟେ ସହର ବନେଇଲେ।

ଦ୍ୱାରକା ରୁ ତା ପରେ ଭଗବାନ ଶ୍ରୀକୃଷ୍ଣ ଛାଡିକି ଚାଲିଗଲେ ଆଉ ଅଧିକତ୍ତର ଯାଦବ ମାନେ ନିଜ ନିଜ ଭିତରେ ଲଢେଇ କରି ଲୁପ୍ତ ହେଇଗଲେ। ତା ପରେ ଦ୍ୱାରକା ଜଳମଗ୍ନ ହେଉଗଲା।

ଦ୍ୱାରକା ର ସେହି ଭାଗ କୁ ୧୯୮୩ ରୁ ୧୯୯୦ ଭିତରେ ଖୋଜି ଦିଆଗଲା। ଅଧା ମାଇଲ ରୁ ବି ଅଧିକ ଲମ୍ବା ଭାଗ ଖୋଜଗଲା। ଡକ୍ଟର ଏସଆର ରାଓ ଙ୍କର ମାର୍ଗଦର୍ଶନ ରେ ଏହା ଖୋଜଗଲା।

Leave a Reply

Your email address will not be published. Required fields are marked *