January 15, 2026

Odia Express

Leading Odia News Portal of Odisha

ଭାରତୀୟ ଟ୍ରେନ ବାବଦରେ କିଛି ରୋଚକ ତଥ୍ୟ – ଜାଣନ୍ତୁ କେତେ ତାଙ୍କ ଦରମା ପାଇଥାନ୍ତି ଟ୍ରେନ ଡ୍ରାଇଭର..

ଆଜି ଆମେ ଆପଣଙ୍କ ଟ୍ରେନ ବାବଦରେ କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ଆପଣ କହିବେ କି ଆରେ ବା ଏହା କିପରି ସମ୍ଭବ। ଏହି ସମସ୍ତ ରୋଚକ ତଥ୍ୟ ମାନଙ୍କ ଭିତରେ ଅଛି ଟ୍ରେନ ଡ୍ରାଇଭର ର ଦରମା, ଟ୍ରେନ ସବୁଠୁ ଧୀମା କେଉଁଟା ଚାଲେ। ଆମ ଦେଶ ର ସବୁଠାରୁ ଛୋଟ ଷ୍ଟେସନ କେଉଁଟା, ସବୁଠୁ କମ ବାଟ ଯାଉଥିବା ଟ୍ରେନ କେଉଁଟା ଅଟେ। ଏପରି ଅନେକ। ତ ବନ୍ଧୁଗଣ ଯଦି ଆପଣ ବି ଏହି ସମସ୍ତ ଜିନିଷ ତଥା ପ୍ରଶ୍ନ ର ଉତ୍ତର ଜାଣିବାକୁ ଇଛା ପ୍ରକାଶ କରୁ ଛନ୍ତି ତ ଆଜିର ଲିଖନୀ ଖାସ ଆପଣଙ୍କ ପାଇଁ ଅଟେ। ତ ଆପଣ ଲେଖା ଶେଷ ଯାଏ ପଢନ୍ତୁ। ତ ଚାଲନ୍ତୁ ଜାଣିବା ଏହା ବାବଦରେ।

ଭାରତୀୟ ରେଲୱେ ଦୁନିଆ ର ଚତୁର୍ଥ ସବୁଠାରୁ ବଡ଼ ରେଲୱେ ନେଟୱାର୍କ ଅଟେ। ଏଥିରେ ପ୍ରତିଦିନ ପ୍ରାୟ ୨ କୋଟି ରୁ ଅଧିକ ଲୋକ ଯାତ୍ରା କରନ୍ତି। ଏହି ସଂଖ୍ୟା ୟୁରୋପ ର ବହୁତ ସାରା ଦେଶ ର ସଂପୂର୍ଣ ଜନସଂଖ୍ୟା ରୁ ଅଧିକା ଅଟେ। ଆଜି ଆମେ ଆପଣଙ୍କ ଏହି ରେଲୱେ ନେଟୱାର୍କ ର କିଛି ଏପରି ରୋଚକ ତଥ୍ୟ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ନୁହଁ କାହାକୁ ବି ଆଶ୍ଚର୍ଯ୍ୟ ଚକକିତ କରିଦେବ। ତ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା।

୧: ଉଛତ୍ତମ ରେଲୱେ ପୁଲ ନିର୍ମାଣ: ଭରତୀୟ ସରକାର ଜାମ୍ମୁ କାଶ୍ମୀର ର ଚେନାଵ ନଦୀ ଉପରେ ଦୁନିଆ ର ସବୁଠାରୁ ଉଚ୍ଚ ରେଲୱେ ପୁଲ ନିର୍ମାଣ କରୁଛି ଯାହା କି କୁତବ ମିନାର ଠାରୁ ଉଚ୍ଚ ଆଉ ଆଇଫିଲ ଟାୱାର ଠାରୁ ବି ଲମ୍ବା ହେବ। ଖବର ମୁତାବିକ ଏହି ପୁଲ କୁ ଜୁନ ୨୦୨୦ ଯାଏ ବନିକି ପୁରା ହେଇଯିବାର ଥିଲା। ମାତ୍ର ପରେ ଏହାର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୦ କୁ ଶିଫ୍ଟ କରିଦିଆ ଗଲା। ଏହାର ପୁରା ବଜେଟ ରହିଛି ୧୨୦୦ କୋଟି ଟଙ୍କା।

୨: ଭାରତୀୟ ଟ୍ରେନ ଡ୍ରାଇଭର ର ଦରମା କେତେ:  ଭାରତୀୟ ଟ୍ରେନ ଡ୍ରାଇଭର ଙ୍କର ଦରମା କେଉଁ ସଫ୍ଟୱେର ଇଂଜିନିଆର ଠାରୁ ବି ଅଧିକ ହେଇଥାଏ। ଏମାନଙ୍କୁ ପ୍ରତି ମାସ ଲକ୍ଷାଧିକ ଟଙ୍କା ମିଳେ। ଆଜ୍ଞା ହଁ ଏମାନଙ୍କର ପ୍ରତି ମାସ ର ଦରମା ଏକ ଲକ୍ଷ ଟଙ୍କା ହେଇଥାଏ।

୩: ଭାରତୀୟ ରେଲୱେ ୱେବସାଇଟ ର ଲୋକପ୍ରିୟତା:  ଭାରତୀୟ ୱେବସାଇଟ ରେ ପ୍ରାୟ ୧ ମିନିଟ ରେ ହି ୧୨ ଲକ୍ଷ ହିଟ ହେଇଥାଏ। ଅର୍ଥାତ ଆଇଆରସିଟିସି ର ୱେବସାଇଟ ରେ ପ୍ରତି ମିନିଟ ରେ ପ୍ରାୟ ୧୨ ଲକ୍ଷ ଲୋକ ଭିଜିଟ କରନ୍ତି। ଅର୍ଥାତ ଏହା ଦୁନିଆ ର ସବୁଠାରୁ ଅଧିକ ଭିଜିଟ ପାଉଥିବା ୱେବସାଇଟ ଅଟେ। ଏହାକୁ ଗୁଗୁଲ ର ମାଲିକ ଟ୍ୱିଟର ରେ ଟ୍ୱିଟ କରିକି କହିଥିଲେ।

Leave a Reply

Your email address will not be published. Required fields are marked *