September 4, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ଜୋକ୍ସ: ପାକିସ୍ଥାନରେ ଇତିହାସର କ୍ଳାସ ଚାଲିଥିଲା, ଶିକ୍ଷକ- ପିଲାମାନେ, କଣ ତୁମକୁ ଜଣା ଅଛି ଯେ ଆମର ପୂର୍ବଜ ମାଙ୍କଡ ଥିଲେ,ତାପରେ ଜଣେ ଛାତ୍ର ଯାହା ଉତ୍ତର ଦେଲେ ହସି ହସି ଗଡିବେ ଆପଣ..

ମନୁଷ୍ୟ ସାରା ଦିନ ଅଫିସ କିମ୍ବା ଘରର କାମରେ ଲାଗିରହିଥାଏ। ସାରା ଦିନ ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଯେବେ ଅଳ୍ପ ସମୟ ମିଳିଥାଏ ତ ସେ ନିଜର ପରିବାର ସହିତ ହସିଖେଳି ବିତାଇବାକୁ ଚାହେଁ । କିନ୍ତୁ ପରିବାର ସହିତ ସେ ଖୁସି ସେତେବେଳେ ରହିପାରିବ ଯେବେ ସେ ମନରୁ ଖୁସି ହେବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି ଚୁଟୁକୀରେ ଦୂର କରିଦେବ। ଏହି ଜୋକ୍ସ ପଢିକି ଆପଣଙ୍କ ମନ ପ୍ରସନ୍ନତାରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେବେ ବିଳମ୍ବ କେଉଁ କଥା ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

ଦିନେ ସାନ୍ତାକୁ ଫାଶୀ ଲାଗିବାର ଥିଲା । ଜେଲର ପଚାରିଲେ, “କୌଣସି ଶେଷ ଇଚ୍ଛା”?। ସାନ୍ତା- ମୋତେ ଫାଶୀ ଦେବା ସମୟରେ ମୋର ପାଦ ଉପରକୁ ଏବଂ ମୁଣ୍ଡ ତଳକୁ ରଖିବ ।

ମଣିଷ ନିଜ ଘରେ କେବଳ ଦୁଇଟି କାରଣରୁ ଖୁସି ହୋଇଥାଏ? ଯେବେ ପତ୍ନୀ “ନୂଆ” ଥିବ କିମ୍ବା ପତ୍ନୀ “ନଥିବ” ।

ମହେଶ ରମେଶକୁ- ଆଚ୍ଛା ଏହା କୁହ । ପତ୍ନୀଙ୍କ ଦ୍ରୁଷ୍ଟିରେ ସ୍ଵାମୀ କେଉଁ ପର୍ଯ୍ୟନ୍ତ ପରମେଶ୍ଵର ରହିଥାଏ? ରମେଶ- ଗଭୀର ନିଶ୍ଵାସ ନେବା ସହିତ,। ଯେ ପର୍ଯ୍ୟନ୍ତ ତାକୁ ଅନ୍ୟ ପୂଜାରିଣୀଙ୍କର ବିଷୟରେ ଜଣା ନଥାଏ।

ଦେଶର ଯୁବକ ମାନଙ୍କ ନିମନ୍ତେ ଏକ ସନ୍ଦେଶ! ଯଦି ତୁମେ ଦେଶ ବଦଳେଇବାକୁ ଚାହୁଁଚ ତ ଏବେ ବଦଳେଇ ଦିଅ କାରଣ ଯଦି ବିବାହ ହୋଇଯିବ ତ ତୁମେ ଦେଶ କଣ, ଟିଭିର ଚାନେଲ ମଧ୍ୟ ବଦଳେଇ ପାରିବ ନାହିଁ ।

ପୁଅ ମାନଙ୍କୁ ଗୋଟିଏ ବାଇକ ଉପରେ ଚଢି ଯାଉଥିବା ଦେଖି ପୋଲିସ ଅଟକେଇଲେ । ପୋଲିସ- ତିନି ଜଣ ଆରୋହୀ ଅପରାଧ ଅଟେ ଏବଂ ତୁମେ ଚାରିଜଣ ବସିଛ??? ଏହା ଶୁଣିବା ମାତ୍ରେ ହିଁ ଚାରିଜଣ ପଛକୁ ଦେଖିବାକୁ ଲାଗିଲେ ଏବଂ ଏକା ସହିତ କହିଲେ- ଶଳା ପାଞ୍ଚ ନମ୍ବର କେଉଁଠି ପଡିଗଲା, ଯାହାର ପାର୍ଟି ଦେବାର ଥିଲା?

ଜଣେ ଆଣ୍ଟି କୋକ ପିଉଥିଲେ! ସେଥିରେ ଗୋଟିଏ ପୋକ ପଡିଗଲା… । ଆଣ୍ଟି ତାକୁ ବାହାରକଲେ ତ ପୋକ କହିଲା, ମାଆ । ଆଣ୍ଟି- ତୁମେ ମୋତେ ମାଆ କାହିଁକି କହିଲ? ପୋକ କହିଲା- ମୁଁ ତୋର କୋକରୁ ବାହାରିଛି, ମାଆ!

ଝିଅ ନୂଆ ପୋଷାକ ସିଲେଇ କରିବା ପାଇଁ ଦର୍ଜି ପାଖକୁ ଗଲା। ଝିଅ- ମୋର ମାପ ନେଇଯାଅ ପୋଷାକ ସିଲେଇ କରିବାର ଅଛି। ଦର୍ଜି- ବେକ କେତେ ରଖିବୀ? ଝିଅ- ଏତିକି ରଖ ଯେ ପୁଅ ମାଙ୍କର ଦ୍ରୁଷ୍ଟି ହଟିବ ନାହିଁ । ଦର୍ଜି- କମର କେତେ ରଖିବୀ? ଝିଅ- ଏତିକି ଟାଇଟ ଯେ ଏକଦମ ସୁନ୍ଦର ଦେଖଯିବି । ଦର୍ଜି- ସୁଟ ସିଲେଇ କରିବାକୁ ଆସିଛ ନା ମୋର ପରୀକ୍ଷା ନେବାକୁ!

ପାକିସ୍ତାନରେ ଶିକ୍ଷକ ଛାତ୍ର କୁ- ତୁମକୁ ଜଣା ଅଛି ଯେ ଆମର ପୂର୍ବଜ ମାଙ୍କଡ ଥିଲେ । ଛାତ୍ର- ଆପଣଙ୍କର ଥିବେ ଆମର ତ ଭାରତୀୟ ଥିଲେ ଥିଲେ ।କାରଣ ଭାରତ ସବୁବେଳେ ପାକିସ୍ତାନ ବାପା ବୋଲି କୁହାଯାଏ

ବିଂଶ ଶତାବ୍ଦୀର ଝିଅମାନେ ଯଦି ତୁମେ ମିଳିଯିବ ତ ସମାଜ ଛାଡି ଦେବୁ ଆମେ । ଏକବିଂଶ ଶତାବ୍ଦୀର ଝିଅମାନେ । ଯଦି ତୁମେ ମିଳିଯିବ , ତ ପୁରୁଣା କୁ ଛାଡିଦେବୁ ଆମେ….

ପତ୍ନୀ- ଝରକାରେ ପରଦା ଲଗେଇଦିଅ, ନୂଆ ପଡୋଶୀ ମୋତେ ବାରମ୍ବାର ଦେଖିବାର ଚେଷ୍ଟା କରୁଛି । ସ୍ଵାମୀ- ଥରେ ଭଲରେ ଦେଖିବାକୁ ଦିଅ, ସେ ନିଜେ ହିଁ ପରଦା ଲଗେଇଦେବ ।

ସାଙ୍ଗ- ଭାଇ ମୋର ଏବଂ ମୋର GFଙ୍କର ବାହାଘର ହେଉଛି । ଦ୍ଵିତୀୟ ସାଙ୍ଗ- ଆରେ ୱାଃ! କେବେ? ସାଙ୍ଗ- ମୋର 20ଜୁନ ଏବଂ ତାହାର 6ଜୁଲାଇରେ ।

ଜଣେ ଗଉଁଲି ଯୁବକ ପାର୍କରେ ଗଛ ପଛରେ ନିଜର ଗାର୍ଲଫ୍ରେଣ୍ଡକୁ କିସ କରୁଥିଲା । ଜଣେ ବୁଢା ଲୋକ ପାଖ ଦେଇ ଯାଉଥିଲା ଏବଂ କହିଲା – ପୁଅ , କଣ ଏହା ଆମର ସଂସ୍କୃତି ଅଟେ? ପୁଅ- ନାହିଁ ଅଙ୍କଲ, ଏ ତ ମାଲହୋତ୍ରା ଅଙ୍କଲଙ୍କର ସଂଗୀତା ଅଟେ । ଆପଣ ଅନ୍ୟ ଗଛ ପଛକୁ ଯାଇ ଖୋଜନ୍ତୁ ।

ଜଣା ନାହିଁ କିପରି ସେ ମୋତେ ଛାଡିଦେଲା, ସେ ତ ଚୋରଣୀ କାହାର 5ଟଙ୍କା ବି ଛାଡେନି!

ଶିକ୍ଷକ- ଆଜି ସ୍କୁଲ ବିଳମ୍ବରେ ଆସିବାର ତୁମେ କଣ ବାହାନା ଭାବିଛ? ଛାତ୍ର- ସରି ସାର! ଆଜି ମୁଁ ଏତେ ଦ୍ରୁତ ଗତିରେ ଦଉଡିକି ଆସିଛି ଯେ ବାହାନା ଚିନ୍ତାକରିବାର ସୁଯୋଗ ମିଳିନି ।

Leave a Reply

Your email address will not be published. Required fields are marked *