July 13, 2025

Odia Express

Leading Odia News Portal of Odisha

କିଛି ସବୁଠୁ ବିଚକ୍ଷଣ ସାଧାରଣ ଜ୍ଞାନ ର ପ୍ରଶ୍ନ ଆଉ ଉତ୍ତର- କୁହନ୍ତୁ କେଉଁ ଗୋଟିଏ ଶବ୍ଦର ନାମରେ ଗ୍ରାମ,ଫଳ,ଗଛ ଓ ଶାମ୍ପୁ ର ନାମ ରହିଛି – ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ…

ଆମ ଜୀବନ ରେ ସାଧାରଣ ଜ୍ଞାନ ର ଅନେକ ମହତ୍ତ୍ୱ ରହି ଥାଏ। ଏହା ଆମକୁ ଦୁନିଆ ବାବଦରେ ତଥା ଦୁନିଆ ବାହାରେ କଣ ହେଉଛି ଆଉ କଣ କଣ ହେବାକୁ ଯାଉଛି ତାହା ବାବଦରେ ଖବର ପ୍ରଦାନ କରିଥାଏ। ଆଜି ଆମେ ଆପଣଙ୍କ ପାଖକୁ ଏପରି ହି କିଛି ସାଧାରଣ ଜ୍ଞାନ ସହ ଜଡିତ ପ୍ରଶ୍ନ ଆଉ ତାର ଉତ୍ତର ଆଣିକି ଆସିଛୁ। ତ ଚାଲନ୍ତୁ ଜାଣିବା କିଛି।

୧:ଏପରି କେଉଁ ଜିନିଷ ଅଛି ଯାହାକୁ କି ଆମେ ଖାଉ ମାତ୍ର ଦେଖି ପାରୁନା:

ଉତ୍ତର : ରାଣ

୨: ଛୋଟ ଭାରତ କେଉଁ ଦେଶ କୁ କୁହାଯାଏ?

ଉତ୍ତର : ଫିଜି ଦେଶ କୁ

୩: କେଉଁ ପ୍ରାଣୀ ଯାହାର ରକ୍ତ ନୀଳ ହେଇଥାଏ?

ଉତ୍ତର : ଅକ୍ଟୋପସ

୪: କେଉଁ ଦେଶ ରେ ଗୋଟେ ବି ପିଲା ର ଜନ୍ମ ହେଇ ନଥାଏ?

ଉତ୍ତର : ଭାଟିକାନ ସିଟି

୫: ଭାରତ ର ସବୁଠାରୁ ମହଙ୍ଗା ଫିଲ୍ମ?

ଉତ୍ତର : ବାହୁବଳୀ ୨

୬: ଦୁନିଆ ର ସବୁଠାରୁ ଦ୍ରୁତ ଜିନିଷ କଣ ଅଟେ?

ଉତ୍ତର : ଆଲୋକ

୭: ଏପରି ଏକ ଜୀଵ ଯିଏ କି ନିଜର ସମସ୍ତ କାମ ନିଜର ହାତ ବଦଳରେ ନିଜର ନାକ ଦ୍ୱାରା କରିଥାଏ?

ଉତ୍ତର : ହାତୀ

୮: ଏପରି ଏକ ମା ଯାହାର ନିଜର ରଙ୍ଗ କଳା ମାତ୍ର ତାର ଛୁଆ ମାନଙ୍କର ରଙ୍ଗ ନୀଳ ହେଇ ଥାଏ।

ଉତ୍ତର : ରେଲ ଗାଡି

୯: ଏମିତି ଏକ ଦେଶ ର ନାମ କୁହ ଯାହାର ପତାକା ଉଲ୍ଟା ହେଉ କି ସିଧା ହେଉ ତାହା ସମାନ ହି ନଜର ଆସି ଥାଏ।

ଉତ୍ତର : ଜାପାନ ଦେଶର

୧୦: ମୋଗଲ ସମ୍ରାଟ ଆକବର ଙ୍କର ପତ୍ନୀ ଙ୍କର ନାମ କଣ ଥିଲା?

ଉତ୍ତର : ଜୋଧା ବାୟୀ,

୧୧: ଏପରି ଏକ ଜିନିଷ ର ନାମ କୁହ ଯାହା କି ପାଣି ପିଇବା ମାତ୍ରେ ହି ମରି ଯାଇ ଥାଏ।

ଉତ୍ତର : ଶୋଷ

୧୨: ଏପରି ଏକ ଜିନିଷ ଯାହାକୁ କି ଆମେ ବିନା ଛୁଇଁ ବି ଅଟକାଇ ପାରିବା।

ଉତ୍ତର : ନିଶ୍ୱାସ ଆଉ ପ୍ରଶ୍ୱାସ।

୧୩: ଦୂର ବୀକ୍ଷଣ ଯନ୍ତ୍ର ର ଆବିଷ୍କାର କେଉଁ ଲୋକ କରି ଥିଲେ।

ଉତ୍ତର : ଗାଳିଲିଓ କରି ଥିଲେ।

୧୪: ଏପରି ଏକ ଦେଶ ଯାହା କି ଆମ ଦୁନିଆ ରେ ତିଷ୍ଠି ଥାଏ ମାତ୍ର ସେହି ଦେଶ ରେ ଗୋଟେ ବି ନିଉଜ ଚ୍ୟାନେଲ ନାହିଁ?

ଉତ୍ତର : ଗ୍ରୀସ

୧୫: ଏପରି ଏକ ଜିନିଷ ର ନାମ କୁହ ଯାହା କି ସମାନ ଶବ୍ଦ ହେଇ ଥିବ ମାତ୍ର ତାହା ଏକ ଗ୍ରାମ ର ନାମ ହେଇ ଥିବ, ଏକ ଗଛ ର ନାମ ହେଇ ଥିବ,ଏକ ଫଳ ର ନାମ ହେଇ ଥିବ ଆଉ ଏକ ଶାମ୍ପୁ ର ନାମ ହେଇ ଥିବ।

: ଉତ୍ତର ହେଉଛି ଅଁଳା – ଅଁଳା ହେଉଛି ଗୋଟିଏ ଗ୍ରାମର ନାମ ,ଗୋଟିଏ ଗଛର ନମନ ଅଁଳା ,ଗୋଟିଏ ଫଳ ର ନାମ ଅଁଳା ଓ ସାମ୍ପୁର ନାମ ମଧ୍ୟ ଅଁଳା ଅଛି

Leave a Reply

Your email address will not be published. Required fields are marked *