July 14, 2025

Odia Express

Leading Odia News Portal of Odisha

ମୟୁର ପକ୍ଷୀ ବାବଦରେ କିଛି କଥା ଯାହା କେହି ବୋଧହୁଏ ଜାଣି ନଥିବ – ଏବେ ଜାଣିରଖନ୍ତୁ…

ମୟୁର ପକ୍ଷୀର ଆମ ଶାସ୍ତ୍ର ତଥା ଅନ୍ୟ ମାନଙ୍କରେ ଅଲଗା ହି ସ୍ଥାନ ଅଛି। ମୟୁର ପକ୍ଷୀ କୁ ଭଗବାନ ଶ୍ରୀକୃଷ୍ଣ ଙ୍କର ମୁକୁଟ ରେ ସ୍ଥାନ ମିଳିଛି। ଭଗବାନ ଇନ୍ଦ୍ରଦେଵ ବି ମୟୁର ପକ୍ଷୀର ସିଂହାସନ ରେ ବସୁଥିଲେ। ଆଗ କାଳ ରେ ମୁନି ଋଷି ମାନେ ଲେଖିବା ପାଇଁ ବି ମୟୁର ପକ୍ଷୀ ର ହି ବ୍ୟବହାର କରୁ ଥିଲେ। ତେଣୁ ଶାସ୍ତ୍ର ରେ ମୟୁର ପକ୍ଷୀର ବିଶେଷ ସ୍ଥାନ ଅଛି। ତ ଚାଲନ୍ତୁ ଆଜି ମୁ ଆପଣଙ୍କୁ ଏହାର କିଛି ଚମତକାରୀ ଫାଇଦା କହିବାକୁ ଯାଉଛି।

୧: ଯେଉଁ ବ୍ୟକ୍ତି ତା ଘରେ ଦୁଇଟି ମୟୁର ପକ୍ଷୀ ରଖିଥାଏ ସେହି ବ୍ୟକ୍ତି ଘରେ କେବେ ବି ଝଗଡା ହେଇ ନଥାଏ। ଏହି ଦୁଇଟି ପକ୍ଷୀ ପାଇଁ ତାଙ୍କ ଘରେ କେହି କେବେ ଅଲଗା ହୁଅନ୍ତି ନାହିଁ।

୨: ଯେଉଁ ବ୍ୟକ୍ତି ସର୍ବଦା ତା ପାଖରେ ମୟୁର ପକ୍ଷୀ ରଖି ଥାଏ ସେହି ବ୍ୟକ୍ତିର କିଛି ଅସୁବିଧା ହେଇ ନଥାଏ ଆଉ ସେ ସର୍ବଦା ହି କେଉଁ ବଡ ଦୁର୍ଘଟଣା ରୁ ବଂଚି ଯାଇଥାଏ।

୩: ଯେଉଁ ବ୍ୟକ୍ତି ନିଜ ଘରେ ମୟୁର ପକ୍ଷୀ ରଖେ ତା ଘରେ ନକାରାତ୍ମକ ଶକ୍ତି ସରି ଯାଇଥାଏ ଆଉ ସକାରାତ୍ମକ ଶକ୍ତି ଭରି ଯାଇଥାଏ।

୪: ଯଦି ଆପଣଙ୍କ ପିଲା ପାଠ ପଢୁନାହିଁ ତ ତା ପକେଟ ରେ ଏକ ମୟୁର ପକ୍ଷୀ ରଖି ଦିଅନ୍ତୁ, ଏହାଦ୍ୱାରା ସେ ବୁଦ୍ଧିମାନ ହେଇଯିବ ଆଉ ପଢିବାକୁ ଆରମ୍ଭ କରିବ।

୫: ମୟୁର ପକ୍ଷୀ ନିଜ ଡାଈରୀ ରେ ରଖିବା ଦ୍ୱାରା ରାହୁ ଦୋଷ ବି ପ୍ରଭାବିତ ହେଇ ନଥାଏ।

୬: ମୟୁର ର ପ୍ରିୟ ଆହାର ସାପ ହେଇଥାଏ ତେଣୁ ସାପ ମୟୁର କୁ ଡରିଥାଏ। ଏଥିପାଇଁ ସାପ ଏପରି ଜାଗା କୁ ଯିବାକୟ ଦରେ ଯେଉଁଠି କି ମୟୁର ପକ୍ଷୀ ଦେଖାଯାଏ। ତେଣୁ ଆପଣ ଯଦି ସାପ କୁ ଡରନ୍ତି ତ ଆପଣ ବି ଏକ ମୟୁର ପକ୍ଷୀ ନିଜ ପାଖରେ ରଖନ୍ତୁ।

୭: ମୟୁର ପକ୍ଷୀ କୁ ନିଜ ମସ୍ତକ ରେ ଧାରଣ କରିବା ଦ୍ୱାରା ଆମକୁ ମୋକ୍ଷ ପ୍ରାପ୍ତ ହୁଏ।

୮: ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି ତ ଆପଣ ଘର ର ମୁଖ୍ୟ କବାଟ ରେ ମୟୁର ପକ୍ଷୀ ଲଗାନ୍ତୁ ଆଉ ତା ତଳେ ଗଣେଶ ବ୍ଯଗଵାନ ଙ୍କର ଫୋଟୋ ଲଗାନ୍ତୁ। ଏହାଦ୍ୱାରା ଘର ର ବାସ୍ତୁ ଦୋଷ ଦିର ହେଇ ଯିବ।

୯: ଯଦି ଆପଣଙ୍କ ଜୀବନ ରେ ଅଚାନକ ବିପତ୍ତି ଆସିଯାଏ ତ ଆପଣ ଘର ର ଅଗ୍ନି କୋଣ ରେ ମୟୁର ର ଦୁଇଟି ପକ୍ଷୀ ଲଗାନ୍ତୁ। ଏହାଦ୍ୱାରା ଘର ର ବିପତ୍ତି ଦୂର ହେଇଯାଏ।

୧୦: ନିଜର ବିବାହ ଆଲବମ ରେ ଦୁଇଟି ମୟୁର ପକ୍ଷୀ ଲୁଚେଇକି ରଖିବା ଦ୍ୱାରା ପତି ଆଉ ପତ୍ନୀ ଙ୍କ ଭିତରେ ଝଗଡା ବନ୍ଦ ହେଇଯାଏ।

Leave a Reply

Your email address will not be published. Required fields are marked *