August 29, 2025

Odia Express

Leading Odia News Portal of Odisha

ଭୁଲରେ ମଧ୍ୟ ଦହି ସହିତ ଖାଅନ୍ତୁ ନାହିଁ ଏହି ଜିନିଷ ନଚେତ ପରେ ପସତେଇବେ…

ଦହି କ୍ଷୀର ରୁ ତିଆରି ହୋଇଥାଏ। ଏହା ଏକ ଥଣ୍ଡା ଜିନିଷ ଅଟେ। ସାଥିରେ ଏହା ଖଟା ଲାଗେ କାରଣ ଏଥିରେ ଅମ୍ଳ ଅଂଶ ରହିଥାଏ।
ଦହି ଖାଇବା ଆମ ଶରୀର ପାଇଁ ବହୁତ ଭଲ ଅଟେ। ଦହି ଖାଇବାର ଅନେକ ଫାଇଦା ମଧ୍ୟ ରହିଛି।ଦହି କୁ ଆମେ ନୁଜ ସ୍ୱାଦ ପାଇଁ ଅନେକ ଜିନିଷ ମଧ୍ୟରେ ମିଶେଇ ଖାଉ। ଦହି ଖାଇବା ପୂର୍ବରୁ ଅନେକ ଜିନିଷ ଆମେ ଜଣତା ଅଜଣତ ରେ ଖାଇ ଦେଇଥାଉ। କିନ୍ତୁ ଦହି ଯଦି ଭିନ୍ନ ଭିନ ଖାଦ୍ୟ ସହ ଆମେ ଖାଇବା ତେବେ ଏହାର ସାଇଦିଫେକଟ ମଧ୍ୟ ଦେଖିବାକୁ ମିଳେ। ତେବେ ଆଜି ଆମେ କହିବୁ ଦହି କୁ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକ ସହିତ ଖାଇବା ଉଚିତ ନୁହେଁ। ନଚେତ ଦେହରେ ଆଲର୍ଜି ଭଳି ଆହୁରି ମାରାତ୍ମକ ରୋଗ ଲକ୍ଷଣ ଦେଖା ଯିବାର ସମ୍ଭାବନା ମଧ୍ୟ ଥାଇପାରେ।ତେବେ ଆସନ୍ତୁ ସେହି ସବୁ ବିଷୟରେ ଆଜି ଆମେ ଜାଣିବା। ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।

ଦହି ସହିତ ଘିଅ କେବେ ମଧ୍ୟ ଖାଇବା ଉଚିତ ନୁହେଁ। ଦହି ସହିତ ଲହୁଣୀ ମିକ୍ସ କରି ଖାଇବା ଦ୍ୱାରା ଏହା ବିଷାକ୍ତ ହୋଇଯାଏ। ଆୟୁର୍ବେଦିକ ରେ ମଧ୍ୟ ଏହାକୁ ବାରଣ କରାଯାଇଛି। ଦହି ରେ ଅମ୍ଳ ଥିବା ବେଳେ ଘିଅ ରେ ରହିଥାଏ ପ୍ରଚୁର ମାତ୍ରା ରେ ରେ ଫ୍ୟାଟ। ଏହି ଦୁଇଟି ମିଶି ପେଟ ରେ ବିଷ ହୋଇଯାନ୍ତି। ପେଟ ସମସ୍ୟା ବଢିଯାଏ।ଦହି ସହିତ ଅନେକ ଲୋକ ବାଇଗଣ ଖାଇ ଥାନ୍ତି । ଏହା ଅଧିକ ଖାଇବା ଦ୍ୱାରା ଆମ ଶରୀର ରେ ଫୁଡ଼ ପୋଇଜନ ଗ୍ୟାସ ଆଦି ହେବାର ସମ୍ଭାବନା ରହିଛି।

ଦହି ସହ ଆମ୍ବ ଖାଇବେ ଯଦି ଏହା ଆପଣଙ୍କୁ ମହଙ୍ଗା ପଡ଼ି ପାରେ। ଆମ୍ବ ରେ ଅଲଗା ଏସିଡ୍ ରହୁଥିବା ବେଳେ ଦହି ରେ ଅଲଗା ଏସିଡ୍ ରହିଛି ଏହା କୁ ଏକା ସାଙ୍ଗେ ଖାଇବା ଦ୍ୱାରା ଆପଣଙ୍କ ଶରୀର ମଧ୍ୟରେ ଏହା ବିଷ ହୋଇଯାଏ। ପୋଲିଓ, ଫାଇଲେରିଆ ହେବାର ସମ୍ଭାବନା ମଧ୍ୟ ବଢିଯାଏ।

ଦହି ସହ ମୁଗ ଡାଲି ଏବଂ ଶାଗ ମଧ୍ୟ ଖାଇବା ଉଚିତ ନୁହେଁ। ଦହିରେ ଲାକଟିକ୍ ଏସିଡ୍ ଥିବା ବେଳେ। ଶାଗ ରେ ସେଲ୍ୟୁଲୋଜ ଥାଏ। ଏହା ଉଭୟ ଉଭୟଙ୍କ ବିପରୀତ ଅଟନ୍ତି। ତେବେ ଏହି ଦ୍ୱୟ କୁ ଯଦି ଏକା ସାଙ୍ଗରେ ଖାଇବେ ତେବେ ଆପଣଙ୍କ ପେଟ ସମସ୍ୟା ଦେଖା ଯାଇ ପାରେ।

ଦହି ସହିତ ଚିକେନ୍ କିମ୍ବା ମାଛ, ଦହି ସହିତ ଚିକେନ୍ କିମ୍ବା ମାଛ ଖାଇବା ଦ୍ୱାରା ଆପଣଙ୍କ ଶରୀର ରେ ଇଂଫେକସନ ହୋଇପାରେ। ଚର୍ମ ଆଲର୍ଜି ଇତ୍ୟାଦି ମଧ୍ୟ ଦେଖାଯାଏ।

ତେଣୁ ଏହି ଜିନିଷ ସବୁ ଏକାଠି କରି ଖାଇଲେ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାର ସମ୍ଭାବନା ରହିଛି।ଏଣୁ ଏଗୁଡିକ କେବେ ମଧ୍ୟ ଏକା ସାଙ୍ଗରେ ଖାଇବା ର ଭୁଲ କେବେହେଲେ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *