August 29, 2025

Odia Express

Leading Odia News Portal of Odisha

ଗୀତା ରେ ଲେଖାହୋଇଥିବା ୧୦ ଟି ଭୟାନକ କଥା ଏବେ କଳିଯୁଗ ରେ ସତ ହେଉଛି…

ନମସ୍କାର ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସାଙ୍ଗ ମାନେ ଗୀତା ରେ କୁହା ହୋଇଥିବେ ଏହି ୧୦ ଟି ଭୟାନାକ କଥା ଏବେ ସତ ହେଉଛି।ଆସନ୍ତୁ ଜାଣିବା କଣ ଅଟେ ସେହି ୧୦ ଟି ଭୟାନକ କଥା।ପ୍ରଥମ କଥା କଳିଯୁଗ ରେ ଧର୍ମ,ସ୍ଵଛତା,ଶକ୍ତି,ସ୍ୱଭାବ, ବ୍ୟବହାର,ଓ ଆୟୁଷ ଦିନକୁ ଦିନ କମିବାରେ ଲାଗିବ।

ଦ୍ୱିତୀୟ କଥା କଳିଯୁଗ ରେ ସେହି ବ୍ୟକ୍ତି ଅଧିକ ଜ୍ଞାନୀ ମାନା ଯିବ ଯାହା ପାଖରେ ଅଧିକ ଧନ ଥିବା।ନ୍ୟାୟ ଓ କାନୁନ କେବଳ ଶକ୍ତି ର ଆଧାରରେ ହେବ।

ତୃତୀୟ କଥା କଳିଯୁଗ ରେ ନାରୀ ଓ ପୁରୁଷ ବିବାହ ପୂର୍ବରୁ ନିଜ ରୁଚି ଦ୍ବାରା ରହିବେ।ବ୍ରାହ୍ମଣ ଙ୍କୁ ସନମାନ ଦିଆ ଜୀବନୀ ସେ କେବଳ ନାମ ମାତ୍ର ହୋଇ ରହିବେ।

ଚତୁର୍ଥ କଥା କଳିଯୁଗ ରେ ଲାଞ୍ଚ ଦେଇଥିବା ବ୍ୟକ୍ତି ହିଁ ନ୍ୟାୟ ପାଇବେ ଯେଉଁମାନେ ଧନ ଦେବେନି ସେ ନ୍ୟାୟ ପାଇ ପାରିବେ ନାହିଁ।ଲୋଭି ଓ ସ୍ୱର୍ଥ ପର ବ୍ୟକ୍ତି କଳିଯୁଗରେ ବିଦ୍ୱାନ ମାନା ଯିବେ।

ପଞ୍ଚମ କଥା କଳିଯୁଗ ରେ ଲୋକ ଅନେକ ଚିନ୍ତା ରେ ଘେରି ରହିବେ।ମଣିଷ ମାନଙ୍କ ବୟସ କମିଯାଇ କେବଳ ୭୦-୮୦ ବର୍ଷ ରହିଯିବ।

ଷଷ୍ଠ କଥା କଳିଯୁଗ ରେ ଲୋକ ଦୂର ଅଞ୍ଚଳକୁ ବୁଲିବାକୁ ଯିବେ କିନ୍ତୁ ନିଜ ମାତା ପିତା ଙ୍କୁ ଅନାଦାର କରିବେ।ମୁଣ୍ଡରେ ଅଧିକ ଛୁଟି ସୁନ୍ଦର ଲାଗିବ।ଓ ଲୋକ ଖାଇବା ପାଇଁ ଅନେକ ପାପ କର୍ମ କରିବାରେ ଲାଗିବେ।

ସପ୍ତମ କଥା କଳିଯୁଗ ରେ ବର୍ଷ ହେବ ନାହିଁ ସବୁ ସ୍ଥାନରେ ମରୁଡି ଦେଖା ଯିବ।ପାଗ ସବୁବେଳେ ଉଲଟା ହେବ ଖରା ସମୟରେ ବର୍ଷ ଓ ବର୍ଷ ସମୟରେ ଖରା ହେବ ଏହି ପରି ପାଣି ପାଗ ଠିକ ରହିବନି।

ଅଷ୍ଟମ କଥା କଳିଯୁଗ ରେ ଯେଉଁ ବ୍ୟକ୍ତି ପାଖରେ ଧନ ନଥିବ ଲୋକ ତାକୁ ଅଧର୍ମୀ , ଓ ମୂର୍ଖ ବୋଲି ଭାବିବେ ଓ ତାର ଅନାଦାର କରିବେ।ବିବାହ ର ନାମରେ କେବଳ ବୁଝାମଣା ହେବ ।

ନବମ କଥା ଲୋକ କେବଳ ଅନ୍ୟ ସମ୍ନା ରେ ଦେଖାଇବ ପାଇଁ ଧର୍ମ କରିବେ । କଳିଯୁଗ ରେ ଦେଖେଇବା ଅଧିକ ହେବ ଓ ଦୃଷ୍ଟ ଲୋକ ବି ଅଧିକ ହେବେ।ଲୋକ ଶକ୍ତି ହାସଲ କରିବା ପାଇଁ କାହାକୁବି ମାରିବାକୁ ପଛେଇବେ ନାହିଁ।

ଦଶମ କଥା କଳିଯୁଗ ରେ ଏପରି ସମୟ ଆସିବ ଯେବେ ଲୋକ ପାହାଡ଼ ରେ ରହିବେ ଓ କଞ୍ଚା ମାଂସ ,ଗଛ ର ପତ୍ର ଆଦି ଖାଇବାକୁ ବାଧ୍ୟ ହେବେ।ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ଲେଖି ଥିବା ଏହି ସବୁ କଥା ସତ ହେଉଥିବା ଦେଖିବାକୁ ମିଳୁଛି।ହିନ୍ଦୁ ଧର୍ମ ମହାନ ଅଟେ।ଆମକୁ ଗର୍ବ ଅଟେ କି ଭଗବାନ ଶ୍ରୀ କୃଷ୍ଣ ଏହାର ଭବିଷ୍ୟତ ବାଣୀ ପୂର୍ବରୁ କରିଛନ୍ତି।ଏହା ପରେ ବି ଲୋକ ମାନେ ଏହି କଥା ବୁଝିପାରୁ ନାହାଁନ୍ତି।ଯଦି ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଛି ଏହାକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *