July 1, 2025

Odia Express

Leading Odia News Portal of Odisha

ଗଙ୍ଗା ଜଳ ଭଳି ପବିତ୍ର ଅଟନ୍ତି ଏହି ୪ଟି ନାମର ଝିଅ ମାନେ – ଦେଖନ୍ତୁ ଅପଣଂକ କିମ୍ବା ଆପଣଙ୍କ ପ୍ରିୟଜନ ଙ୍କ ନାମ ସାମିଲ ଅଛି କି….

ଆଜି ଏଠି ଜ୍ୟୋତିଶାସ୍ତ୍ରର ବହୁତ ଅଦ୍ଭୂତ ଜ୍ଞାନ ବିଷୟରେ କୁହାଯାଇଛି ଯେଉଁଟା ହେଲା ଗଙ୍ଗା ଜଳ ଭଳିଆ ପବିତ୍ର ଆଉ ସଫା ଅଟନ୍ତି ଏ ପାଞ୍ଚଟି ନାମ ଧାରି ଝିଅ, ସାଙ୍ଗମାନେ ଏମିତି ତ ଏ ଦୁନିଆରେ କୌଣସି ଝିଅ କୁ ବୁଝିବା ସାମାନ୍ୟ ନୁହଁ କାରଣ ଗୋଟେ ଝିଅର ମୁଣ୍ଡରେ କେତେବେଳେ କଣ ଚାଲେ ଏଇଟା କେହି କହିପାରିବେ ନାହିଁ,ଅଜ୍ଞା ହଁ ସେଥିପାଇଁ ଝିଅଙ୍କୁ ପଜଲ ମଧ୍ୟ କୁହାଯାଏ ଯାହାର ରହସ୍ୟ ଉଜାଗର କରିବା ବାସ୍ତବରେ ବହୁତ କଷ୍ଟ ଅଟେ। ଆପଣମାନେ ଏଇଟା ତ ଜାଣିଥିବେ କଥାରେ ଅଛି ଭଗବାନ ଯେତେବେଳେ ଝିଅଙ୍କୁ ବୁଝି ପାରନ୍ତିନି ତା ମଣିଷ କେଉଁଠି ବୁଝିବେ। ସାଧାରଣତଃ ଝିଅ ପିଲା ମାନଙ୍କର ବ୍ୟବହାର ଏତେ ଅଲଗା ଥାଏ କି ସେ କେତେବେଳେ କେଉଁ କଥାରେ କଣ ପ୍ରତିକ୍ରିୟା ଦେବେ ସେଇଟା କେହି କହିପାରିବେ ନାହିଁ ହେଲେବି ଏ ଦୁନିଆରେ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ପନି ଭଳିଆ ସ୍ଵଛ ଏବଂ ନିର୍ମଳ ଅଟନ୍ତି ଆଉ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଆଉ ସେଠି ଆହୁରି କେତେକ ଝିଅ ଅଛନ୍ତି ବହୁତ ଚଲାକ ଅଟନ୍ତି ଆଉ ଭରସା ଯୋଗ୍ୟ ଅଟନ୍ତି ନାହିଁ।

ଆଜି ଆମେ ଏ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ପବିତ୍ର ଅଟନ୍ତି ଯେଉଁମାନଙ୍କ ନାଁ ଏଇ ସବୁ ଅକ୍ଷର ରୁ ଆରମ୍ଭ ହୋଇଥାଏ ସେ ବହୁତ ପବିତ୍ର ଜଣା ଯାନ୍ତି।ଚାଲ ଆଜି ସେମାନଙ୍କ ବିଷୟରେ ବିସ୍ତାର ରେ କହିବାକୁ ଯାଉଛି।

ସବୁଠାରୁ ପ୍ରଥମେ ଆସିବ B ନାମକ ଝିଅ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି ନିଜ ସାଥି ପ୍ରତି ବହୁତ ବିଶ୍ୱାସୀ ଅଟନ୍ତି,ଆଉ କୌଣସି ବି ଅସୁବିଧା ଘଡିରେ ନିଜ ସାଥୀର ହାତ ଛାଡ଼ନ୍ତି ନାହିଁ। ଏହି ନାମଧରି ଝିଅ ଯଉଁମାନେ କି ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।

ଦ୍ଵିତୀୟରେ ଆସିବ N ନାମକ ଝିଅ ଏମାନେ ବହୁତ ତେଜସ୍ୱି ଅଟନ୍ତି,ନିଜ ପରିବାର ଆଉ ନିଜ ସାଥି ର ବହୁତ ଧ୍ୟାନ ରଖନ୍ତି ଏମିତି କିଛି କରନ୍ତିନି କି ଯାହାଦ୍ୱାରା ନିଜ ପରିବାର ମାନସଂମ୍ମାନ ତଳେ ପଡୁକି ନିଜ ସାଥି କୁ କଷ୍ଟ ହଉ। ଏହି ନାମଧରି ଝିଅ ଯଉଁମାନେ କି ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।

ତିନି ନମ୍ବର ରେ ଆସିବେ P ନାମକ ଝିଅ ଏମାନେ ବହୁତ ଶାନ୍ତ ଅଟନ୍ତି ଆଉ ନିଜ ସମ୍ପର୍କ କୁ ବାନ୍ଧି ରଖିବା ଭଲ ଭାବରେ ଜାଣିଛନ୍ତି।ଏହି ନାମ ଧାରି ଝିଅ ସମସ୍ତଙ୍କ ଭାବନା ର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି ସେ ଯେମିତି ହଉ ତାଙ୍କଠୁ ଛୋଟ କିମ୍ବା ବଡ ହେଉ କିନ୍ତୁ ଏମାନେ କେବେ କାହାକୁ ଦୁଃଖ କିମ୍ବା କଷ୍ଟ ଦିଅନ୍ତି ନାହିଁ ଆଉ ସମସ୍ତଙ୍କ ସହ ପ୍ରେମର ସହ କଥା ହୁଅନ୍ତି। ଏହି ନାମଧରି ଝିଅ ଯଉଁମାନେ କି ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।

ଚତୁର୍ଥ ରେ ଆସିବେ V ନାମକ ଝିଅ ଏ ମାନେ ବହୁତ ଲାଜକୁଳି ଅଟନ୍ତି ତଥାପି ନିଜ ପରିବାର ର ମାନ ମର୍ଯ୍ୟାଦା ପ୍ରତି ବହୁତ ଯତ୍ନଶୀଳ ଅଟନ୍ତି,ନିଜଠାରୁ ବଡମାନଙ୍କୁ ସମ୍ମାନ ଓ ନିଜଠାରୁ ସନମାନଙ୍କୁ ସ୍ନେହ ଦେଇଥାନ୍ତି,ମାନେ ଆମେ କହିବାକୁ ଜୀବାତ ଏମାନେ ସବୁ ପ୍ରୟାସ କରନ୍ତି ନିଜ ପରିବାର କୁ ଖୁସିରେ ରଖିବା ପାଇଁ। ଏହି ନାମଧରି ଝିଅ ଯଉଁମାନେ କି ଗଙ୍ଗାଠାରୁ ବି ପବିତ୍ର ଅଟନ୍ତି।।ସଭା ଶେଷରେ ଆସିବେ ।

S ନାମକ ଝିଅ – ଏମିତ ବହୁତ ସବୁଠୁ ଅଧିକ  ଝିଅ ଅଛନ୍ତି ଯାହାଙ୍କ ନାମ ଈରେ ଆରମ୍ଭ। ଏମାନଙ୍କ ସ୍ଵଭାଵ ବହୁତ ଭଲ ଅଟେ କେବେ କାହାକୁ ଅସମ୍ମାନୀତ କିମ୍ବା କେବେ କାହାର ହତାଦର କରନ୍ତି ନାହିଁ। ଏମିତିକି ନିଜସାଥିକୁ ଖୁସି ଦେବାପାଇଁ କିଛି ବି କରନ୍ତି।ଏ ପାଞ୍ଚଟି ନାମଧରି ଝିଅ ଯଉଁମାନେ କି ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।

Leave a Reply

Your email address will not be published. Required fields are marked *