January 26, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଶରୀର ର ଏହି ଜାଗା ରେ ଏପରି ଚିହ୍ନ ଅଛି, ଏହାର ଅର୍ଥ ଆପଣଙ୍କର ପୁନର୍ଜନ୍ମ ହେଇଛି…

ଆମେ ସାଧାରଣ ଭାବେ ଜାଣିଥାଉ କି ଆମେ ଥରେ ହି ବଂଚି ଥାଉ। ମାତ୍ର ଆମ ଶରୀର ରୁ ଯେତେବେଳେ ଆତ୍ମା ଛାଡି ଯାଏ ତ ଆମର ମୃତ୍ୟୁ ହେଇ ଯାଏ। ବହୁତ ଲୋକଙ୍କ ଅନୁସାରେ ଯଦି ଜଣେ ମନୁଷ୍ୟ ର ମୃତ୍ୟୁ ହୁଏ ତ ସେ ହୁଏତ ଗୋଟେ ପିମ୍ପୁଡି ଅଥବା ଗଛ ଭାବେ ଜନ୍ମ ନେଇଥାଏ। ଆଉ କିଛି ଲୋକ ଭାବନ୍ତି କି ଆମେ କେବଳ ମନୁଷ୍ୟ ଭାବେ ହି ଜନ୍ମ ନେଇ ପାରିବା। ମାତ୍ର ଏହାର କିଛି ପ୍ରମାଣ ନାହିଁ। ଆଜି ଆମେ ଆପଣଙ୍କ ଏପରି କିଛି କାରଣ ବାବଦରେ କହିବୁ ଯାହାଦ୍ୱାରା କି ଆପଣ ଜାଣିପାରିବେ କି ଆପଣଙ୍କର ପୁନର୍ଜନ୍ମ ହେଇଛି କି ନାହିଁ। ତ ଆସନ୍ତୁ ଜାଣିବା।

୫: ସ୍ବପ୍ନ: ଆମେ ସାଧାରଣ ଭାବେ ଏମିତି ବ୍ୟକ୍ତି କୁ ହି ସ୍ବପ୍ନ ରେ ଦେଖିଥାଉ ଯାହାଙ୍କୁ ଆମେ କେବେ ନା କେବେ ଭେଟିଛୁ। ମାତ୍ର ଯଦି ଆମେ ଆମ ସ୍ବପ୍ନ ରେ ଏପରି ଲୋକଙ୍କୁ ଦେଖୁଛୁ ଯାହାକୁ କି ଆମେ କେବେ ବି ଭେଟି ନାହୁଁ, ତ ହୁଏତ ଏହା ଆମ ପୂର୍ବ ଜନ୍ମ ର ଲୋକଙ୍କର ଭାବନା ହେଇପାରେ। ଏହା ଆମେ ଆମ ନିଜକୁ ପଚାରିବା ଦରକାର କି କଣ ଆମେ ଗୋଟେ ପ୍ରକାର ମୃତ୍ୟୁ ର ସ୍ବପ୍ନ ବାର ବାର ଦେଖୁଛୁ। ତାର ମାନେ ହେଉଛି ଆମର ପୁନର୍ଜନ୍ମ ହେଇଛି।

୪: ଜନ୍ମ ରୁ ଆମ ଶରୀର ରେ କିଛି ଚିହ୍ନ ଥାଏ। ଆମ ଶରୀର ରେ ଦୁର୍ଘଟଣା ପରେ ତ ଅନେକ ଚିହ୍ନ ହେଇଯାଏ ମାତ୍ର ଆମ ଶରୀର ରେ ଜନ୍ମ ପରେ କିଛି ଚିହ୍ନ ଥାଏ। ଇଆନ ଷ୍ଟିଭେନ୍ସାନ ୟୁନିଭରସିଟି ଅଫ ଭର୍ଜିନିଆ ରୁ ତାଙ୍କର କିଛି ପୁସ୍ତକ ଲେଖିଛନ୍ତି ଯାହାର ସିଧା ସମ୍ପର୍କ ଆମ ପୂର୍ବ ଜନ୍ମ ସହ ଅଛି। ତେଣୁ ଯଦି କିଛି ଜନ୍ମ ରୁ ଚିହ୍ନ ଅଛି ତ ତାହା ଅର୍ଥ ଆମର ପୂବର୍ଜନ୍ମ ସହ ହେଇପାରେ।

୩: ଡେଜା ଭୁ:  ଆମ ସଭିଙ୍କ ସହ ଡେଜା ଭୁ କେବେ ନା କେବେ ହେଇଥିବ। ଅର୍ଥାତ ଆମକୁ ଏହା ଲାଗିବ କି ଯାହା ଆମ ସହ ହେଉଛି ତାହା ଯେପରି ପୂର୍ବରୁ ହେଇ ସାରିଛି। ମାତ୍ର କିଛି ଲୋକଙ୍କ ସହ ଏହା ବହୁତ ମାତ୍ରା ରେ ହେଇଥାଏ। ଏହାର କାରଣ ସମାନ୍ତର ବ୍ରହ୍ମାଣ୍ଡ ର ବି ହେଇପାରେ।

୨: ପ୍ରାକୃତିକ ଉପହାର:  ଆମେ ଜୀବନ ଆଗକୁ ଯିବା ସହ ପ୍ରତିଭାବାନ ହେଇପାରୁ। ମାତ୍ର କିଛି ଲୋକଙ୍କ ଭିତରେ ପ୍ରାକୃତିକ ଭାବେ କିଛି ପ୍ରତିଭା ଆସିଯାଏ। ଏହାକୁ ଆମେ ପୂର୍ବ ଜନ୍ମର ପ୍ରତିଭା ଭାବେ ବି କହିପାରୁ।

୧ : ଫୋବିଆ:  ଫୋବିଆ ଉପରେ ନିୟନ୍ତ୍ରଣ କରିବା ବହୁତ କଷ୍ଟ ହେଇଥାଏ। ଆପଣ କିଛି ଲୋକଙ୍କୁ କହିଥିବାର ଶୁଣିଥିବେ କି ତାଙ୍କୁ କିଛି ଜିନିଷ ରୁ ଡର ଲାଗେ ଯେତେବେଳେ କି ତାଙ୍କ ସହ ଏହି ଜନ୍ମ ରେ କିଛି ବି ଘଟଣା ହେଇନାହିଁ। ହେଇପାରେ କି ଏହା ତାଙ୍କ ପୂର୍ବଜନ୍ମ ସହ ସମ୍ପର୍କିତ ଥାଇପାରେ।

Leave a Reply

Your email address will not be published. Required fields are marked *