May 20, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ନାମ P,Q,R,S ଓ T ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଏହି କଥା ନିଶ୍ଚୟ ଜାଣିରଖନ୍ତୁ – ନିଜର ଏହି ପ୍ରତିଭା ଜାଣିରଖନ୍ତୁ

କଣ ଆପଣ ଜାଣନ୍ତି କି ଆପଣଙ୍କ ନାମ ର ପ୍ରଥମ ଅକ୍ଷର କୁ ନେଇ ଆପଣଙ୍କ ଭାଗ୍ୟ ଉପରେ ଅନେକ ପ୍ରଭାବ ପଡିଥାଏ। ବହୁତ ବିଶେଷଜ୍ଞ ମାନଙ୍କର କହିବା କଥା କି ଯେପରି ଆପଣଙ୍କ ଭାଗ୍ୟ ରେଖା ତତ୍ଯା ହାତ ରେଖା ର ପ୍ରଭାବ ଆପଣଙ୍କ ଉପରେ ଥାଏ ଠିକ ସେପରି ହି ଆପଣଙ୍କ ନାମ ର ପ୍ରଥମ ଅକ୍ଷର ର ମହତ୍ତ୍ୱ ବି ଆପଣଙ୍କ ଜୀବନ ରେ ଥାଏ। ତ ଆସନ୍ତୁ ଜାଣିବା ପି ଠୁ ନେଇକି ଟି ଯାଏ ଅକ୍ଷର ଥିବା ବ୍ୟକ୍ତି ଙ୍କର ଜୀବନ ବାବଦରେ।

୧: P  ଅକ୍ଷର ଵାଲା ଲୋକ:  ଏମାନଙ୍କୁ ତାଙ୍କର ଚାରି ପାଖ ର ଦେଶ, ଦୁନିଆ ତଥା ନିଜର ପରିବାର ର ବହୁତ ଯତ୍ନ ଥାଏ। ସେମାନଙ୍କ ପାଇଁ ତାଙ୍କର ଆତ୍ମସମ୍ମାନ ହି ସବୁ କିଛି ହେଇ ଥାଏ। ସେମାନଙ୍କର ଏକ ଖରାପ ଗୁଣ ହେଲା କି ସେମାନେ ନିଜର ଭାବନା କୁ ସମସ୍ତଙ୍କ ଉପରେ ଲାଦିବାକୁ ଚାହାନ୍ତି ତେଣୁ ବହୁତ ସମୟରେ ଘରେ ବିଦ୍ରୋହ ର ସାମ୍ନା କରିବାକୁ ହୁଏ। ସେମାନେ ଅତୀ ଚାଲାକ ଥାଆନ୍ତି ତେଣୁ ଅଧିକାଂଶ ଏହି ନାମଧାରୀ ବ୍ୟକ୍ତି ବ୍ୟବସାୟୀ ହେଇଥାନ୍ତି।

୨: Q  ଅକ୍ଷର ଲୋକ:  ଏହି ଅକ୍ଷର ଥିବା ଲୋକ ବହୁତ କ୍ରିଏଟିଭ ହେଇଥାନ୍ତି। ସେମାନେ ସମସ୍ତ କାମ ରେ ନିଜର ହାତ ଦିଅନ୍ତି ଆଉ ତାକୁ ଖାଲି ବସିବା ଜମା ବି ପସନ୍ଦ ନଥାଏ। ସେମାନଙ୍କ ପାଇଁ ତାଙ୍କ ଜୀବନ କୁ ଦେଖିବାର ନଜର ହି କିଛି ଅଲଗା ଥାଏ। ସେମାନଙ୍କ ପାଇଁ ତାଙ୍କର ଦୁନିଆ ସବୁକିଛି ହେଇଥାଏ ଆଉ ସେମାନେ ଅଲଗା ହି ଦୁନିଆ ରେ ବଞ୍ଚିବାକୁ ଚେଷ୍ଟା କରନ୍ତି।

୩: R ନାଁମ ଵାଲା ଲୋକ:  ଏହି ଲୋକମାନେ ଅତ୍ୟନ୍ତ ପ୍ରତିଭାଷାଳି ହେଇଥାନ୍ତି ମାତ୍ର ସେମାନେ ବେସି କାହାରି ସହ ମିଶାନ୍ତି ନାହିଁ ଆଉ କମ କଥା କୁହନ୍ତି ତଥା ଲୋକଙ୍କ ସହ ବି କମ ମିଶନ୍ତି। ସେମାନେ ସର୍ବଦା ଏକ ନୂଆ ଜିନିଷ ର ତଲାସ କରନ୍ତି।

୪: S ନାମ ଵାଲା ବ୍ୟକ୍ତି:  ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ପ୍ରତିଭାଷାଳି ହେଇଥାନ୍ତି ।ବହୁତ ଅଧିକ କଥା କହୁଥିବା ଏହି ଲୋକ ଅନେକ ଆଲୋଚନା ର ସାମ୍ନା କରନ୍ତି ମାତ୍ର ସେମାନେ ନିଜର କିଛି କଥା କୁ ସ୍ପଷ୍ଟ କରନ୍ତି ନାହିଁ ଆଉ ବହୁତ ରହସ୍ୟମୟ ହେଇଥାନ୍ତି। ନିଜ ପ୍ରେମ ପ୍ରତି ଚିନ୍ତିତ ରହୁଥିବା ଏହି ଲୋକ ସନ୍ଦେହି ବି ହେଇଥାନ୍ତି।ସବୁବେଳେ ବଡ କାମ କରିବାର ଲକ୍ଷ ରଖନ୍ତି ଓ ନିଜ ପରିଶ୍ରମ ରେ ଏମାନେ ବହୁତ ଆଗକୁ ଯାଇଥାନ୍ତି

୫: T ନାମଧାରୀ ବ୍ୟକ୍ତି:  ଏହି ନାମ ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ବୁଦ୍ଧିମାନ ହେଇଥାନ୍ତି। ସେମାନଙ୍କ ପାଖରେ ତର୍କ କରିବାର କ୍ଷମତା ଥାଏ ଆଉ ସେମାନେ ପ୍ରାୟତଃ ମିଡ଼ିଆ, ତଥା ନିଉଜ ରେ ଥାଆନ୍ତି। ସେମାନେ ରାଜନୀତି କ୍ଷେତ୍ର ରେ ଅନେକ ଅଗ୍ରଗତି କରନ୍ତି। ଟଙ୍କା ତଥା ଲୋକପ୍ରିୟତା ବହୁତ କମାଉଥିଲେ ବି ତାଙ୍କୁ ତାଙ୍କ ପ୍ରେମ ମିଳିପାରେ ନାହିଁ।

Leave a Reply

Your email address will not be published. Required fields are marked *