October 23, 2025

Odia Express

Leading Odia News Portal of Odisha

ଥରେ ମାତ୍ର ବ୍ୟବହାର କରନ୍ତୁ ଗୋଟିଏ ଥର ରେ ବଦଳିଯିବ ପୁରା ଶରୀର ର ରଙ୍ଗ..

ଶରୀର ର ରଙ୍ଗ କିଛି ଲୋକଙ୍କ ର ପୂର୍ବରୁ ଥାଏ କିନ୍ତୁ ଆଉ କିଛି ଲୋକଙ୍କ ଖରା ରେ କାମ କରିବା ଦ୍ୱାରା ଚର୍ମ ର ରଙ୍ଗ କଳା ପଡ଼ିଯାଏ। ଶରୀର ର ଯେଉଁ ଭାଗରେ ଖରା ପଡ଼େ ସେହି ଅଂଶ ରଙ୍ଗ ମଳିନ ପଡ଼ିଯାଏ।ସୁନ୍ଦରତା ହିଁ ସଫଳତା ର ଚାବିକାଠି ଅଟେ ତେଣୁ ଏଥି ପ୍ରତି ସବୁବେଳେ ଧ୍ୟାନ ଏବଂ ଯତ୍ନଶୀଳ ହେବା ଆବଶ୍ୟକ। ଯଦି ଆପଣ ଅସୁନ୍ଦର ତେବେ ମନ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ। ବେଳେ ବେଳେ ଆମ ମୁହଁ ପୂର୍ବରୁ ଗୋରା ଥିଲେ ମଧ୍ୟ ପରେ ଏହା ଶ୍ୟାମଳ ହୋଇଯାଏ। ପ୍ରଖର ସୁଯ୍ୟ କିରଣ ରେ କାମ କରିବା ବା ବାହାରକୁ ଯିବା ଦ୍ୱାରା ଆମ ଶରୀର ସ୍କିନ ବା ଚର୍ମ କଳା ପଡ଼ିଯାଏ। ତେଣୁ ବାହାରକୁ କମ ଯିବା ଉଚିତ।

ଯଦି ଆପଣଙ୍କ ଶରୀର ର ଚର୍ମ ପୂର୍ବରୁ ଶ୍ୟାମଳ ରଙ୍ଗର ଅଛି ତେବେ ଏହି ମିଶ୍ରଣ କୁ ଲଗାଇଲେ ବହୁତ ଫରକ ଆସିବ ଗୋରା ପଣରେ। ଆପଣ ଏହା ପରେ ବିଶ୍ୱାସ କରିପାରିବେନି କିପରି ଆପଣଙ୍କ ଚେହେରା ରଙ୍ଗ ବଦଳୁଛି। ଏହି ମିଶ୍ରଣ ଯଦି ଆପଣ ସମ୍ପୂର୍ଣ୍ଣ ଶରୀର ରେ ମଧ୍ୟ ଲଗାଇବେ ତେବେ ମଧ୍ୟ ଖୁବ ଶୀଘ୍ର ଆପଣ ଙ୍କ ସ୍କିନ ଟୋନ ରେ ନିଖାର ଆସିଯିବ। ତେବେ ଏହି ଆର୍ଟିକେଲ୍ ଟିକୁ ସମ୍ପୂର୍ଣ୍ଣ ଭାବେ ପଢ଼ନ୍ତୁ।

ମିଶ୍ରଣ ପାଇଁ। ଆବଶ୍ୟକୀୟ ସାମଗ୍ରୀ:- ନଡ଼ିଆ ତେଲ 4 ଚାମଚ,ଏକ ଫାଳ ଲେମ୍ବୁ ହଳଦୀ ଦୁଇ ଚାମଚ। ପ୍ରଥମେ ନଡ଼ିଆ ତେଲରେ ଦୁଇ ଚାମଚ ହଳଦୀ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ଗୋଳାଇ ମିଶାଇ ଦିଅନ୍ତୁ। ଏଥିରେ ଏବେ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ ଏହାକୁ ମଧ୍ୟ ଭଲଭାବେ ଗୋଳେଇ ଦିଅନ୍ତୁ। ଏହାକୁ ମିକ୍ସ କରି ସାରିବା ପରେ ଏହାକୁ ଭଲଭାବେ ନିଜ ମୁହଁ,ହାତ, ଗୋଡ଼ ସବୁଆଡେ ଯେଉଁଠି ଆପଣଙ୍କୁ ନିଖାର ଆବଶ୍ୟକ ବ୍ୟବହାର କରି ପାରନ୍ତି।

ଏହାକୁ ଅତିକମରେ ପନ୍ଦର ମିନିଟ ମାଲିସ କରନ୍ତୁ। ଏହାକୁ ମାଲିସ କରି ଅଧଘଣ୍ଟା ପାଇଁ ଛାଡି ଦିଅନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କ ଚର୍ମ ରେ ଗୋରା ରଙ୍ଗ ଆସିଯିବ। ଏହା ବହୁତ ଶସ୍ତା ରେ ଆପଣ ଘରେ ପ୍ରସ୍ତୁତ କରି ପାରିବେ ପ୍ରତିଦିନ ଏହାକୁ ଶରୀର ରେ ଲଗାଇଲେ ଆପଣଙ୍କ ଚର୍ମ ଏବଂ ମୁହଁ ରେ ଚମକ ଆସିବାକୁ ଲାଗିବ।

Leave a Reply

Your email address will not be published. Required fields are marked *