ଆମେ ସମସ୍ତେ ବ୍ୟବହାର କରୁଥିବା JIO ର ଫୁଲ ଫର୍ମ କଣ – ପ୍ରାୟ ୯୯ ପ୍ରତିଶତ ଲୋକ ଜାଣି ନାହାନ୍ତି – ଏବେ ଜାଣିରଖନ୍ତୁ…
ପରୀକ୍ଷା ଏମିତି ଏକ ହୋଇଥାଏ ଯାହାକୁ କ୍ରାକ କରିବା ପାଇଁ ସବୁ ଛାତ୍ର ଓ ଛାତ୍ରୀ ମାନଙ୍କ ଇଛା ହୋଇଥାଏ ସେଥିରେ ବହୁତ କଷ୍ଟକର ପ୍ରଶ୍ନ ପଚରା ଯାଇଥାଏ ସେଥିପାଇଁ ଆପଣ ତାର ଉତ୍ତର ଜାଣିବା ନିହାତି ଆବଶ୍ୟକ ହୋଇଥାଏ ଜାହାଫଳରେ ଆପଣ ନିଜେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ।ଜିଓର ଫୁଲ ଫର୍ମ କଣ ହୋଇଥାଏ ଏହାର ପ୍ରଶ୍ନ ବଡ ବଡ ପରୀକ୍ଷାରେ ପଚରା ଯାଇଥାଏ।ଆଜି ଆମେ ଏଠି ଆଜି ଜଣେଇବାକୁ ଯାଉଛୁକି କଣ ପ୍ରଶ୍ନ ଆସେ ଆଉ କଣ ପଚରା ଯାଇଥାଏ ଏହାର ଉତ୍ତର ଆମେ ଦବୁ ସେଗୁଡିକ ହେଲା -:
ପ୍ରଶ୍ନ ନମ୍ବର୍ ୧-:ସେ ଏମିତି କେଉଁ ଜୀଵ ଅଟେ ଯାହାର ହୃଦୟ ତାର ମୁଣ୍ଡରେ ଥାଏ?
ଏହାର ଉତ୍ତର ହେଲା-:ଚିଙ୍ଗୁଡି ,ଏହି ପ୍ରାଣୀର ହୃଦୟ ତାର ମୁଣ୍ଡରେ ରହିଥାଏ।ଏବେ ଆସନ୍ତୁ ଯିବା ଦ୍ୱିତୀୟ ପ୍ରଶ୍ନରେ ଉପରକୁ ଯିବା ସେ ହଉଛି

ପ୍ରଶ୍ନ ନମ୍ବର୍ ଦୁଇ-:ଯଦି କୌଣସି ମଣିଷ ନିଜ ଛିଙ୍କକୁ ଅଟକେଇ ଥାଏ ତାହେଲେ କଣ ହେବ?
ଏହାର ଉତ୍ତର ହେଲା-:ଯଦି କୌଣସି ମଣିଷ ନିଜର ଛିଙ୍କ ଅଟକେଇଥାଏ ବା ଅଟକେଇବାକୁ ଚେଷ୍ଟା କରିଥାଏ ତାହେଲେ ତାର ନାକ କିମ୍ବା ମସ୍ତିସ୍କର ସିର ଫାଟି ଯାଇପାରେ।ଏବେ ଆସନ୍ତୁ ଯିବା ତୃତୀୟ ପ୍ରଶ୍ନ ଉପରକୁ ଜୀବା ସେହଉଛି,
ପ୍ରଶ୍ନ ନମ୍ୱର ତିନି-:କେଉଁ ଦେଶରେ ଚୁଇଁଗମ ରଖିବା ବା ବିକିବା ବେଆଇନ ଅଟେ?ଏହାର ଉତ୍ତର ହେଲା-:ସିଙ୍ଗାପୁର,ଏଠି ଚୁଇଁଙ୍ଗମ ନାତ ଆମେ କିଣିପାରିବା ଓ ନାତ ବିକି ପାରିବେ।
ଏବେ ଆସନ୍ତୁ ଯିବା ଚତୁର୍ଥ ପ୍ରଶ୍ନ ଉପରକୁ ଯିବା ସେହଉଛି,ପ୍ରଶ୍ନ ନମ୍ବର୍ ଚାରି-:ଫୋନରେ ଆମେ ସବୁଠାରୁ ପ୍ରଥମେ ଆମେ ହାଲୋ ବୋଲି କାଇଁ କହିଥାଉ?

ଏହାର ଉତ୍ତର ହେଲା-:ଫୋନର ଆବିଷ୍କାରକ ଗ୍ରାହମ ବେଲଙ୍କର ପତ୍ନୀ ର ନାମ ମାର୍ଗରେଟ ହେଲୋ ଥିଲା।ଆଉ ସେ ତାଙ୍କୁ ସ୍ନେହରେ ହେଲୋ ଡାକୁଥିଲେ।ଟେଲିଫୋନ ତିଆରି କରିବା ପରେ ସେ ପ୍ରଥମେ ନିଜ ପତ୍ନୀ କୁ ଫୋନ କରି ହାଲୋ କହିଥିଲେ।ସେବେଠାରୁ ହାଲୋ ଶବ୍ଦ ପ୍ରସିଦ୍ଧ ହେଇଗଲା।
ଏବେ ଜାଣିବା ଆମେ ଜାଣିବା ପଞ୍ଚମ ପ୍ରଶ୍ନ ବିଷୟରେ ସେ ହଉଛି,ପ୍ରଶ୍ନ ନମ୍ବର୍ ପାଞ୍ଚ-:(JIO ) ଜିଓର ଫୁଲ ଫର୍ମ କଣ ହୋଇଥାଏ?
ଏହାର ଉତ୍ତର ହେଲା-:ଜଏଣ୍ଟ ଇଂପ୍ଲିମେଣ୍ଟନ ଅପରଟ୍ୟୁନୀଟସ(Joint Implementation Opportunities)।ଏହି ସବୁ ପ୍ରଶ୍ନ ପରୀକ୍ଷାରେ ପଚାରା ଯାଇଥାଏ ଏବେ ଆପଣଙ୍କୁ ଏ ସବୁ ଜାଣିବାରେ ଅସୁବିଧା ହେବ ନାହିଁ।
