February 12, 2026

Odia Express

Leading Odia News Portal of Odisha

ମହାଦେବଙ୍କର ଅଂଶ ହେଇ ଥାଆନ୍ତି ଏହି ୬ ନାମ ଵାଲା ଲୋକ – ଏମାନଙ୍କ ସହ ଶତ୍ରୁତା କେବେ ମଧ୍ୟ କରନ୍ତୁ ନାହିଁ..

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି ମହାଦେବଙ୍କର ଅଂଶୀଦାର ହେଇଥାନ୍ତି ଏହି ୬ ନାମ ଵାଲା ଲୋକ ଯାହାଙ୍କ ସହ ଶତ୍ରୁତା ଆପଣଙ୍କ ପାଇଁ ଭାରି ପଡିପାରେ। ଏହି ଦୁନିଆ ରେ ସମସ୍ତେ ମହାଦେବ ଙ୍କର ପାଖରେ ରହିବାକୁ ଚାହାନ୍ତି। ତାଙ୍କର ନିକଟବର୍ତ୍ତୀ ରହିବାକୁ ସମସ୍ତେ ଚାହାନ୍ତି ଆଉ ଯିଏ ବି ତାଙ୍କର ନିକଟ ରେ ରୁହେ ତାର ଜୀବନ ରେ ଖୁସି ତଥା ଆନନ୍ଦ ଲାଗି ରହେ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ନାମ ଧାରୀ ବ୍ୟକ୍ତି ଙ୍କର ନାମ କହିବାକୁ ଯାଉଛୁ ଯାହାଙ୍କର ସ୍ଵଭାଵ ଦ୍ୱାରା ସେମାନେ ସର୍ବଦା ମହାଦେବ ଙ୍କର ପାଖରେ ରୁହନ୍ତି। ତ ଆସନ୍ତୁ ଜାଣିବା।

୧: A ନାମ ଵାଲା ବ୍ୟକ୍ତି: ଯେଉଁ ଲୋକଙ୍କର ନାମ ଏ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ମହାଦେବ ଙ୍କର ସବୁଠାରୁ ପାଖରେ ଥାଆନ୍ତି।ମହାଦେଵ ତାଙ୍କର ସବୁ ପରିସ୍ଥିତି ରୁ ରକ୍ଷା କରନ୍ତି। ତାଙ୍କ ଜୀବନରେ ଯେତେ ବଡ଼ ପରିସ୍ଥିତି ଆସିଗଲେ ବି ମହାଦେଵ ତାଙ୍କର ସାଥ କେବେ ବି ଛାଡ଼ନ୍ତିନି। ସେମାନେ ସର୍ବଦା କୃପା ର ବର୍ଷା ରେ ରୁହନ୍ତି।

୨: C ନାମ ଵାଲା ଲୋକ:  ଯେଉଁ ଲୋକଙ୍କର ନାମ ସି ଆଦ୍ୟ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ମହାଦେବ ଙ୍କର ସବୁଠାରୁ ପାଖ ହେଇଥାନ୍ତି। ତାଙ୍କ ଉପରେ କିଛି ବି ପରିସ୍ଥିତି ଆସୁ ମହାଦେବ ତାଙ୍କ ସାହାଯ୍ୟ ସର୍ବଦା କରନ୍ତି। ସେମାନଙ୍କ ସହ ଯିଏ ବି ଦୁଷ୍ମନି ମୋଡ଼ ନିଏ ତା ଜୀବନ ରେ ଖରାପ ସମୟ ଆସିବା ଆରମ୍ଭ ହେଇ ଯାଏ। ତ ଦେଖିଚାହିଁ ଶତ୍ରୁତା କରିବା ଉଚିତ।

୩: J ନାମବାଲା ଲୋକ:  ଯେଉଁ ଲୋକଙ୍କର ନାମ ଯେ ଆଦ୍ୟ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନଙ୍କୁ ମହାଦେବ ଙ୍କର ନିକଟବର୍ତ୍ତୀ ମାନା ଯାଇଛି। ସେମାନେ ମହାଦେବ ଙ୍କର ଆରାଧନା କରିଥାନ୍ତି ଆଉ ସେମାନଙ୍କର ସାହାଯ୍ୟ ମହାଦେବ ସର୍ବଦା କରନ୍ତି। ସେମାନଙ୍କ ଉପରେ ମହାଦେବ କିଛି ପରିସ୍ଥିତି ଆସିବାକୁ ଦିଅନ୍ତି ନାହିଁ।

୪: P ନାମ ଵାଲା ଲୋକ:  ଯେଉଁ ଲୋକ ମାନଙ୍କର ନାମ ପି ଆଦ୍ୟ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ସାଧାରଣତଃ ମହାଦେବ ଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ପାଖରୁ ମହାଦେବ ସର୍ବଦା ଖୁସ ରୁହନ୍ତି। ସେମାନଙ୍କ ହୃଦୟ ବହୁତ ଭଲ ହେଇଥାଏ।

୫: S ନାମ ଵାଲା ବ୍ୟକ୍ତି:  ଯେଉଁ ଲୋକଙ୍କର ନାମ ଏସ ଅକ୍ଷର ରୁ ଆରମ୍ଭ ହେଉଥାଏ ସେମାନେ ହୃଦୟ ରୁ ବହୁତ ଭଲ ହେଇଥାନ୍ତି। ସେମାନଙ୍କର ମହାଦେବ ଙ୍କ ସହ ସର୍ବଦା ଭଲ ସଂପର୍କ ବନି ରହିଥାଏ। ସେମାନଙ୍କ ଭବିଷ୍ୟତ ମହାଦେବଙ୍କ କୃପାରେ ଥାଏ।

୬: V ନାମ ଵାଲା ବ୍ୟକ୍ତି:  ଯେଉଁ ଲୋକଙ୍କର ନାମ ଭି ଆଦ୍ୟ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନଙ୍କ ପାଖରୁ ମହାଦେବ ସର୍ବଦା ଖୁସି ଥାଆନ୍ତି।ଯିଏ କେହି ବି ତାଙ୍କ ସହ ଶତ୍ରୁତା ପରେ ତାଙ୍କୁ ଅସୁବିଧା ର ସାମ୍ନା କରିବାକୁ ହୁଏ।

Leave a Reply

Your email address will not be published. Required fields are marked *