ଆଜିର ୧୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର – ଏମିତି କେଉଁ ପାରିବ ଅଛି ଯେଉଁଥିରେ ତାଲା ଆଉ ଚାବି ଦୁଇଟି ଜାଙ୍କ ଆସିଥାଏ? ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେଇ ପାରିବେ…

ନମସ୍କାର ବନ୍ଧୁଗଣ ଆପଣଙ୍କୁ ସ୍ୱାଗତ ଜଣାଉଛୁ । ଆପଣ ଆଜି କାଲି ଦୁନିଆରେ ଜି.କେ ବା ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ ଆସନ୍ତୁ ଆଜି ଆମେ ଏସବୁ ବିଷୟରେ କିଛି ପଚରା ଉଚରା କରିବା। ସବୁଦିନ ପରି କିଛି ନୂଆ ଜ୍ଞାନ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ | ତେବେ ଆପଣଙ୍କ ଏହି ଇଚ୍ଛା କୁ ଆମେ ପୁରାଣ କରିବୁ | ଯଦି ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗୁଚି ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ ଆସନ୍ତୁ କିଛି ଜାଣିବା ସେ ବିଷୟରେ। ପ୍ରଶ୍ନ ଗୁଡିକ ହେଲା:-
ପ୍ରଶ୍ନ ନମ୍ବର୍ ୧.ଏମିତି କଣ ଜିନିଷ ଅଛି ଯାହାକୁ ଝିଅ ବା ସ୍ତ୍ରୀ ଲୋକମାନେ ଗୋଟେ ବର୍ଷରେ ଥରେ କିଣିଥାନ୍ତି?
ଉତ୍ତର:-ସଠିକ ଉତ୍ତର ଅଟେ ରାକ୍ଷୀ ଅଟେ ଯାହା ସେମାନେ ନିଜ ଭାଇଙ୍କୁ ବାନ୍ଧି ଥାନ୍ତି ଆଉ ଏ ପର୍ବକୁ ରାକ୍ଷୀ ପୂର୍ଣ୍ଣିମା କହନ୍ତି।
ପ୍ରଶ୍ନ ନମ୍ବର୍ ୨.ଏମିତି କେଉଁ ଜିନିଷ ଅଟେ ଯାହା କାନ୍ଦି କାନ୍ଦି ମରିଯାଏ?
ଉତ୍ତର:-ସଠିକ ଉତ୍ତର ଅଟେ ମହମବତୀ।
ପ୍ରଶ୍ନ ନମ୍ବର୍ ୩.ଏମିତି କେଉଁ ଦୋକାନ ଅଛି ଯେଉଁଠି ଗରିବ ହେଉ ବା ଧନି ସେଠି ସବୁ ଲୋକ ଗିନା ଧରି ଠିଆ ହୁଅନ୍ତି?
ଉତ୍ତର:-ଗୁପଚୁପ ଦୋକାନରେ।
ପ୍ରଶ୍ନ ନମ୍ବର୍ ୪.ଯଦି କୌଣସି ନାଲି ରଙ୍ଗର ପଥରକୁ ନୀଳ ରଙ୍ଗର ସମୁଦ୍ରରେ ଫପୋଡା ଜାଏ ତ କଣ ହେବ?
ଉତ୍ତର:-ପଥର ଓଦା ହେଇ ବୁଡିଯିବ।
ପ୍ରଶ୍ନ ନମ୍ବର୍ ୫.ଭଗବାନ ରାମଙ୍କ ପୁରା ନାମ କଣ ଅଟେ?
ଉତ୍ତର:-ରାମଚନ୍ଦ୍ର ରଘୁବଂଶୀ।
ପ୍ରଶ୍ନ ନମ୍ବର୍ ୬.ଦୁନିଆର ପ୍ରଥମ ଆମ୍ବଗଛ କେଉଁଠାରେ ଅଛି?
ଉତ୍ତର:-ଲଖନଉ ସ୍ତିତ ଦଶହରି ଗାଁ ରେ।
ପ୍ରଶ୍ନ ନମ୍ବର୍ ୭.ଆଧାର କାର୍ଡ଼କୁ ଇଂରାଜୀରେ କଣ କହିବା?
ଉତ୍ତର:-unique identification (ୟୁନିକ ଆଇଡେଣ୍ଟିଫିକେସନ)।
ପ୍ରଶ୍ନ ନମ୍ବର୍ ୮.କେଉଁ ପଶୁକୁ ଚକଲେଟ ଖାଇବାକୁ ଦେଲେ ସେ ମରିପାରେ?
ଉତ୍ତର:-କୁକୁରକୁ।
ପ୍ରଶ୍ନ ନମ୍ବର୍ ୯.ଏମିତି କେଉଁ ଜିନିଷ ଅଟେ ଯାହାକୁ ଧୋଇଲା ପରେ ସେ ଅସନା ହୋଇଯାଏ?
ଉତ୍ତର:-ପାଣି ।
ପ୍ରଶ୍ନ ନମ୍ବର୍ ୧୦.ଓଡିଶା ର ଅର୍କ କ୍ଷେତ୍ର କାହାକୁ କୁହାଯାଏ
ଉତ୍ତର:-କୋଣାର୍କ
ପ୍ରଶ୍ନ ନମ୍ବର୍ ୧୧.ଏମିତି କୌଣସି ଜିନିଷ ଅଟେ ଯାହା ଆମକୁ ଜୀବନରେ ୨ଥର ମାଗଣା ମିଳେ ଓ ୩ଥର ବେଳକୁ ପଇସା ଦେବାକୁ ପଡେ।
ଉତ୍ତର:-ଦାନ୍ତ
ପ୍ରଶ୍ନ ନମ୍ବର୍ ୧୨.ଏମିତି କଣ ଜିନିଷ ଅଟେ ଯାହା ଥଣ୍ଡାରେ ବି ତରଳି ଥାଏ?
ଉତ୍ତର:-ମହମବତୀ।
ପ୍ରଶ୍ନ ନମ୍ବର୍ ୧୩.ସଂସାର ରେ ଏମିତି କେଉଁ ପକ୍ଷୀ ଅଟେ ଯିଏ ସବୁଠୁ ଛୋଟ ଅଣ୍ଡା ଦେଇଥାଏ?
ଉତ୍ତର:-ହମିଙ୍ଗ ବାର୍ଡ।
ପ୍ରଶ୍ନ ନମ୍ବର୍ ୧୪.ଏମିତି କଣ ଜିନିଷ ଅଟେ ଯାହାକୁ ଆମେ ହାତନ ଲେଗେଇ ଅଟକେଇ ପାରିବା?
ଉତ୍ତର:-ନିଶ୍ୱାସ।
ପ୍ରଶ୍ନ ନମ୍ବର୍ ୧୫.ଏମିତି କେଉଁ ଜିନିଷ ଅଟେ ଯେଉଁଥିରେ ତାଲା ଆଉ ଚାବି ଦୁଇଟି ଜାଙ୍କ ଆସିଥାଏ?
ଉତ୍ତର:-ଲୋକି(ଲୋକ+କି=ଲୋକି)।ଯାହାକୁ ଓଡ଼ିଆ ରେ ଆମେ ଲାଉ କହିଥାଉ
ଆଜି ପାଇଁ ବନ୍ଧୁଗଣ ଏତିକି। ଏହାକୁ ନିଜ ସାଙ୍ଗ ମାନଙ୍କ ସହ ସେୟାର କରି ତାଙ୍କୁ ମଧ୍ୟ କିଛି ଜଣାନ୍ତୁ।