March 25, 2025

Odia Express

Leading Odia News Portal of Odisha

ଝିଅ ର ଚେହେରା ବାପାଙ୍କ ସହ ମିଷେ ଆଉ ପୁଅ ର ଚେହେରା ମା ଙ୍କ ସହ- ଏହାର ଅର୍ଥ କଣ?

ଆଜି ଆମେ କହିବା କି ଯଦି ଏକ ଝିଅ ର ଚେହେରା ତାର ବାପାଙ୍କ ସହ ମେଳ ଖାଏ ଆଉ ଏକ ପୁଅ ର ଚେହେରା ତାର ମା ଙ୍କ ସହ ମିଶିଯାଏ ଏହାର ସାମୁଦ୍ରିକ ଶାସ୍ତ୍ର ଅନୁସାରେ କି କାରଣ ରହିଥାଏ। ସାମୁଦ୍ରିକ ଶାସ୍ତ୍ର କୁ ହିନ୍ଦୁ ଧର୍ମ ଅନୁସାରେ ଏକ ଜ୍ୟୋତିଷ ଶାସ୍ତ୍ର ବି କୁହାଯାଏ। ଏହି ଶାସ୍ତ୍ର ରେ ଏକ ବ୍ୟକ୍ତି ର ଅଙ୍ଗ ମାନଙ୍କର ପ୍ରକାର ତଥା ଆକାର ଦ୍ୱାରା ତାର ଭାଗ୍ୟ ତଥା ଅନ୍ୟ ସ୍ଵଭାଵ ମାନଙ୍କ ବାବଦରେ ଖବର ଦିଆ ଯାଇଛି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏକ ବ୍ୟକ୍ତି ର ଅଙ୍ଗ ମାନଙ୍କର ପ୍ରକାର ତାର ଦରିଦ୍ରତା ର ବି କାରଣ ହେଇ ପାରି ଥାଏ।

ଜଣେ ବ୍ୟକ୍ତି ତଥା ମହିଳା ର ମୁଖ ଲକ୍ଷଣ, ଆବାଜ ର ଲକ୍ଷଣ, ଦ୍ଵେଷ ଲକ୍ଷଣ ଇତ୍ୟାଦି ଆଧାର ରେ ତାର ସ୍ଵଭାଵ ଧାରଣା ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ବହୁତ ଅଭ୍ୟାସ ପରେ ବିଦ୍ୱାନ ମାନଙ୍କ ଦ୍ୱାରା ବନା ଯାଇଛି। ପ୍ରାଚୀନ କାଳ ରେ ଜଣେ ମନୁଷ୍ୟ ର ବିବାହ ବି ସାମୁଦ୍ରିକ ଶାସ୍ତ୍ର ଦ୍ୱାରା କରା ଯାଉଥିଲା ଆଉ ଏହା ଭିତରେ ଜଣେ ମନୁଷ୍ୟ ଚେହେରା ବାବଦରେ ଅନେକଁ କିଛି ଲିଖିତ ଅଛି। ତ ଆଜି ଆମେ ମନୁଷ୍ୟ ଚେହେରା ଦ୍ୱାରା ତାର ଭାଗ୍ୟ ବାବଦରେ ଜାଣିବା।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କେଉଁ ବ୍ୟକ୍ତି ର ମୁଣ୍ଡ ଲମ୍ବା ଆଉ କମ ଚୌଡା ହେଇଥାଏ ତ ସେ ଜୀବନ ରେ ସମସ୍ତ ପ୍ରକାର ର ସୁଖ ସୁବିଢା ପ୍ରାପ୍ତ କରେ, ଯଦି କାହାର ମୁଣ୍ଡ ମଧ୍ୟମ ଆକାର ର ହେଇଥାଏ ତ ସେହି ବ୍ୟକ୍ତି ଧନ ମାମଲା ରେ ବହୁତ ସୁବିଧା ପାଏ ଆଉ ଯଦି କେଉଁ ବ୍ୟକ୍ତି ବଡ ମୁଣ୍ଡ ବାଳରେ ହେଇଥାଏ ତ ସେ ଜୀବନ ରେ ଅନେକ ଦୁଃଖ ପାଏ।

ଅଣ୍ଡା କୃତି ଚେହେରା ଵାଲା ଲୋକ ବହୁତ ଆକର୍ଷଣୀୟ ବ୍ୟକ୍ତିତ୍ତ୍ୱ ଵାଲା ହେଇଥାନ୍ତି। ଏମାନକର ନିଜ ଉପରେ ବହୁତ ଭଲ ନିୟନ୍ତ୍ରଣ ଥାଏ ଆଉ ସେମାନେ ନିଜର ବ୍ୟକ୍ତିତ୍ତ୍ୱ କୁ ଖରାପ କରନ୍ତି ନାହିଁ। ସେମାନେ ବହୁତ ଭାବନାତ୍ମକ ବି ହେଇଥାନ୍ତି।
ତ୍ରିକୋଣାକାର ଚେହେରା ଥିବା ଲୋକ ବହୁତ ଭାଗ୍ୟଶାଳୀ ଆଉ କଳାକାର ହେଇଥାନ୍ତି। ଏମାନେ କଳା ଜଗତ ରେ ଅନେକ ନାମ କମାଣ୍ଟି ଆଉ ତାଙ୍କୁ ପ୍ରସିଦ୍ଧି ମିଳେ।

ଏବେ ଜାଣିବା କି ସମୁଦ୍ର ଶାସ୍ତ୍ର କଣ କୁହେ। ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ମାନଙ୍କର ମୁଖ ତାଙ୍କର ମାତା ଙ୍କର ମୁଖ ସହ ସମାନ ହେଇଥାଏ ସେମାନେ ଅନେକ ଭାଗ୍ୟଶାଳୀ ହେଇଥାନ୍ତି ଆଉ ଭବିଷ୍ୟତ ରେ ଅନେକ ଉନ୍ନତି କରନ୍ତି। ଆଉ ଯେଉଁ ମହିଳା ମାନଙ୍କର ମୁଖ ତାଙ୍କର ବାପା ଙ୍କ ସହ ସମାନ ହେଇଥାଏ ସେମାନେ ବି ଅତ୍ୟନ୍ତ ଭାଗ୍ୟବତୀ ହେଇଥାନ୍ତି ଆଉ ଯେଉଁ ଘରକୁ ବି ବିବାହ କରିକି ଯାଆନ୍ତି ସେଠାରେ ଭାଗ୍ୟର ଉତ୍ସ ଖୋଲି ଦିଅନ୍ତି।

Leave a Reply

Your email address will not be published. Required fields are marked *