ଆପଣଙ୍କ ପ୍ରିୟ ରଙ୍ଗ ଆପଣଙ୍କ ବିଷୟରେ କହିଥାଏ – ନିଜ ପସନ୍ଦିତା ରଙ୍ଗ ହିସାବରେ ନିଜର ସ୍ୱଭାବ ଜାଣିରଖନ୍ତୁ ..

ସାଙ୍ଗମାନେ ଆପଣଙ୍କ ପସନ୍ଦ ଆପଣଙ୍କ ଚରିତ୍ର ଆପଣଙ୍କ ସ୍ଵଭାଵ ଓ ଆପଣଙ୍କ ବ୍ୟବହାରକୁ ଦର୍ଶାଇଥାଏ ଇଏ ହେଉଛି ବହୁତ ସାଧାରଣ ଧାରଣା ଅଟେ।ସାମାନ୍ୟତ ସାଙ୍ଗମାନଙ୍କ କ୍ଷେତ୍ରରେ ପସନ୍ଦ ଓ ବିଭିନ୍ନ ସ୍ଥାନକୁ ଯିବା ଓ କଣ ଖାଇବା ପସନ୍ଦ କରିଥାନ୍ତି ଯେମିତି କଥା ଆପଣଙ୍କ ଚରିତ୍ରକୁ ଉଜ୍ଜ୍ୱଳତା କରିଥାଏ କିନ୍ତୁ ଆପଣ କେବଳ କେବେବି ଆପଣ ଶୁଣିଥିବେ କି ଆପଣଙ୍କ ସବୁଠାରୁ ପ୍ରିୟ ରଙ୍ଗବି ଆପଣଙ୍କ ବ୍ୟକ୍ତିତ୍ୱକୁ ପରି ପ୍ରକାଶ କରିଥାଏ ଏ ସବୁ ଆପଣଙ୍କୁ କେବଳ ଗୋଟେ ମଜାକ ଲାଗୁଥିବ କିନ୍ତୁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ରଙ୍ଗ ଆପଣଙ୍କ ବ୍ୟକ୍ତିତ୍ୱ କୁ କିପରି ଭାବେ ପରିପ୍ରକାଶ କରିଥାଏ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଲଗା ଅଲଗା ରଙ୍ଗ ପସନ୍ଦ ହୋଇଥାଏ କିଏ ଗାଢ଼ା ରଙ୍ଗ ପସନ୍ଦ କରେତ କିଏ ଫିକା କରିଥାଏ।
ସବୁ ରଙ୍ଗର ନିଜ ନିଜ ଗୁଣ ଥାଏ ଓ ତାକୁ ପସନ୍ଦ କରିବା ଲୋକ ମଧ୍ୟ ଗୁଣ ଅଲଗା ଅଲଗା ହୋଇଥାଏ।ନାଲି ରଙ୍ଗ ଯଦି ଆପଣ ନାଲି ରଙ୍ଗ ବହୁତ ପସନ୍ଦ କରନ୍ତିତ ଆପଣ ଶାରିରିକ କ୍ଷେତ୍ରରେ ବହୁତ ସକ୍ରିୟ ବାନ ଓ ଉର୍ଯା ବାନ ଅଟନ୍ତି ଆପଣଙ୍କ ଭିତରେ ହିମ୍ମତ ସାହସ ଶକ୍ତି ଓ ଧର୍ଯ୍ୟର କୌଣସି କମ ନଥାଏ।ଏମିତିଆ ଲୋକ ନିଜ ଧର୍ଯ୍ୟକୁ ସ୍ପଷ୍ଟ ରଖିଥାନ୍ତି ଓ ତାକୁ ହାସଲ କରିବା ପାଇଁ କିଛିବି କରନ୍ତି।ତାଙ୍କ ଭିତରେ ବହୁତ ନକରାତ୍ମକ ଗୁଣଥାଏ କି ତାଙ୍କୁ ଯଦି ଲାଗିଲା କି ତାଙ୍କୁ କାହାଠାରୁ ବହୁତ ହାନି ପହଁଚି ପାରେତ ତାଙ୍କ କ୍ରୋଧ ଠାରୁ କେହିବି ରକ୍ଷା ପାଇ ପାରିବେ ନାହିଁ।ଆଙ୍କ ଭିତରେ ଧର୍ଯ୍ୟର କମିଥାଏ।
ଦ୍ୱିତୀୟ ରଙ୍ଗ ଅଟେ ଗୋଲାପି ଏ ରଂଙ୍ଗ କୁ ପସନ୍ଦ କରିଥିବା ବ୍ୟକ୍ତି ଭିତରୁ ବହୁତ କୋମଳ ଅଟନ୍ତି ତାଙ୍କୁ ଭଲ ଲାଗେ କି କିଏ ତାଙ୍କୁ ଭଲପାଉ ତାଙ୍କୁ ନିଜର ଭାବୁ ତାଙ୍କର ଜରୁରୀ ଥିବା ଜିନିଷ କୁ ପୂରଣ କରୁ।ଏ ଲୋକ ସାଙ୍ଗପ୍ରେମୀ ଓ ସମ୍ବେଦନଶୀଳ ହେବା ସହ ଅନ୍ୟ ମାନଙ୍କର ବହୁତ ଧ୍ୟାନ ରଖନ୍ତି ଆଙ୍କ ଭିତରେ ମାତୃତ୍ୱର ଗୁଣ ରହିଥାଏ ଓ ଏମାନେ ନିଜ ଲୋକଙ୍କୁ ସୁରକ୍ଷିତ ଦେଖିବାକୁ ଚାହାନ୍ତି।ତାପରେ ଆସିବ ଧଳା ରଙ୍ଗ ଏ ଲୋକମାନେ ବହୁତ ସାଧାରଣ ଓ ସଫାସୁତରା ଜୀବନ ଯିବା ପାଇଁ ପସନ୍ଦ କରନ୍ତି ଏ ଲୋକ।ଏ ମାନଙ୍କ ଭିତରେ ଆତ୍ମନିର୍ଭରଶୀଳ ଓ ଆତ୍ମଜ୍ଞାନିତା ଭରିରହିଥାଏ ଆପଣ ଅନ୍ୟ ଲୋକଙ୍କ ଠାରୁ ଦୁରେଇ ରହିବାକୁ ଭଲ ଲାଗେ ଓ ଆପଣଙ୍କୁ ଭିଡ଼ ଭିତରୁ ଦୁରେଇ ରହିବା ପସନ୍ଦ କରିଥାଏ।
ଅନ୍ୟରେ ଆସିବ କଳା ରଙ୍ଗ ଯେଉଁ ଲୋକଙ୍କୁ ଏ ରଙ୍ଗ ପସନ୍ଦ ହୋଇଥାଏ ଏମାନଙ୍କୁ ଆତ୍ମସମ୍ମାନ ବହୁତ ପସନ୍ଦ ହୋଇଥାଏ ଓ ଅନ୍ୟମାନଙ୍କ ତୁଳନାରେ ଏମାନେ ସ୍ୱତନ୍ତ୍ର ରହିବା ଓ ଶକ୍ତିଶାଳୀ ରହିବାକୁ ପସନ୍ଦ କରନ୍ତି ଆପଣ ନିଜ ଗାରୀମାରେ ରହିବା ପସନ୍ଦ କରନ୍ତି ଓ ଆପଣଙ୍କ ଶହ ଖେଳିବା ଆପଣଙ୍କୁ ପସନ୍ଦ ନୁହେଁ ସେଥିପାଇଁ ଆପଣ ଅନ୍ୟମାନଙ୍କ ଠାରୁ ଦୁରେଇ ରହିବା ପସନ୍ଦ କରନ୍ତି।
ଅନ୍ୟ ରଙ୍ଗ ଆସିବ ଧୂସର ରଙ୍ଗ କଳା ଓ ଧୂସର ରଙ୍ଗର ମିଶ୍ରଣ ଅଟେ ଏ ରଙ୍ଗ ଆପଣଙ୍କ ଭିତରେ ଦୁଇଜଣଙ୍କ ବିଶେଷ୍ୟତା ରହିଥାଏ।ଆପଣ ଜୀବନକୁ ନେଇ ବହୁତ ଗମ୍ଭୀର ନୁହେଁ କି ବହୁତ ମଜାକିଆ ନୁହେଁ।ଆପଣ ସବୁବେଳେ ବୁଝାବଣା କରିଥାନ୍ତି ଓ ଆପଣ କେବେବି ଆକର୍ଷଣ କେନ୍ଦ୍ର ହେବା କୁ ପସନ୍ଦ କରନ୍ତି ନାହିଁ ଆପଣ କାହା ଶହ ଭଲ ସଂପର୍କ ରଖନ୍ତିନି କି କାହା ସହ ଖରାପ ସଂପର୍କ ରଖନ୍ତି ନାହିଁ।
ସବୁଜ ରଙ୍ଗ ଏ ରଙ୍ଗ ଯାହାକୁ ପସନ୍ଦ ସେମାନେ ବହୁତ ବ୍ୟବହାରିକ ଓ ମାଟି ସହିତ ଜଡିତ ବ୍ୟକ୍ତି ଅଟନ୍ତି ଏ ଲୋକମାନେ ଆପଣ କିଛିବି ନ ଭାବି ଚିନ୍ତି କରିନଥାନ୍ତି।ଆପଣ କାହାଠାରୁ ହାର ମାନିବା ପସନ୍ଦ ନୁହଁ। ତାପରେ ଆସିବ ନିଳରଙ୍ଗ ଏମାନେ ବହୁତ ଋଦ୍ଧି ବାଦି ଅଟନ୍ତି।ଆପଣ କାହାଉପରେ ଏତେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ ନିଜେ ନିଜ କର୍ତ୍ତବ୍ୟର ବାହାନ କରନ୍ତି ଓ ଆପଣ ବହୁତ ଶାନ୍ତି ପ୍ରିୟ ଅଟନ୍ତି।ହଳଦି ରଙ୍ଗ ଯେଉଁ ମାନଙ୍କର ପସନ୍ଦ ସେମାନେ ବହୁତ ମସ୍ତି ମଜାକ କରି ବଞ୍ଚନ୍ତି ଆପଣ ନ ଭାବିନ ଚିନ୍ତି ନିର୍ଣ୍ଣୟ ନେଇଥାନ୍ତି ଓ ବହୁତ ଖୁଶ ମିଜାଜର ଅଟନ୍ତି।
ଏବେ ଆସିବ ମାଟିଆ ରଙ୍ଗ ଏହା ଦେଖାଏ କି ଆପଣ ବହୁତ ସଚୋଟ ଓ ମାଟି ଶହ ଜଡିତ ଅଟନ୍ତି ଓ ଆପଣଙ୍କ ଭିତରେ କର୍ତାବ୍ୟ ପରାୟଣ ଅଟନ୍ତି ଆପଣ ନିଜ ପରିବାର ପାଇଁ ବଞ୍ଚନ୍ତି। ତାପରେ ଆସିବ ବାଇଗଣୀ ଏ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ନିଜଠୁ ପ୍ରଥମେ ଅନ୍ୟଙ୍କ କଥା ଭାଵନ୍ତି ଏମାନେ ବହୁତ ସମ୍ବେଦନଶୀଳ ଅଟନ୍ତି ଓ ଅନ୍ୟ ମାନଙ୍କୁ ବୁଝନ୍ତି।