March 25, 2025

Odia Express

Leading Odia News Portal of Odisha

ଏହି ନାମ ଧାରୀ ଝିଅ ମାନଙ୍କ ସହ ବାହାଘର ହେଲେ ଜୀବନର ସବୁ କ୍ଷେତ୍ରରେ ଲାଭବାନ ହେବେ ଓ ସୁଫଳ ଲାଭ କରିବେ..

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି କହିବାକୁ ଯାଉଛୁ କି ଏହି ନାଁ ଧାରୀ ଝିଅ ମାନଙ୍କ ଶହ ବାହାଘର ହେବା ପରେ ପୁଅ ପିଲାଙ୍କ ଭାଗ୍ୟ ଚମକି ଉଠେ ଓ ସେ ପୁଅ ଧନ ବାନ ହୋଇଥାଏ।ସାଙ୍ଗମାନେ ଆପଣ ବିଶ୍ୱାସ କରନ୍ତୁ ବା ନକରନ୍ତୁ ଆମ ଜୀବନ ପ୍ରାୟ ଭାଗ୍ୟ ଉପରେ ନିର୍ଭର କରେ। ସମୟେ ସମୟେ ଏ ଭଲ ଭାଗ୍ୟ କେତେକ ଲୋକଙ୍କୁ ରାସ୍ତାରୁ ଉଠେଇ ନେଇ ଧନବାନ ବନେଇ ଦିଅନ୍ତି ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଇଛା କେବେ ପୁର୍ଣ୍ଣ ହୋଇନଥାଏ ସେମାନେ ଯେଉଁ କାମରେ ହାତ ଦେଇଥାନ୍ତି ସେମାନଙ୍କୁ ଅସଫଳତା ହିଁ ପ୍ରାପ୍ତ ହୋଇଥାଏ।

ଯଦି ଆପଣବି ଏମାନଙ୍କ ଭିତରୁ ଜଣେ ଅଟନ୍ତି ତାହେଲେ ଚିନ୍ତା କରନ୍ତୁନି ଆଜି ଆମେ ଆପଣମାନଙ୍କୁ ଗୋଟେ ଗୋପନିୟ କଥା କହିବାକୁ ଯାଉଛୁ।ଯଦି ଆପଣଙ୍କ ଭାଗ୍ୟ ଖରାପ ଅଟେ କିନ୍ତୁ ଆପଙ୍କ ସ୍ତ୍ରୀ ର ଭାଗ୍ୟ ଭଲ ଅଟେ ତାହେଲେ ଆପଣ ଲାଭ ପ୍ରାପ୍ତି କରିପାରିବେ ଆପଣ ଦେଖିଥିବେ ବାହାଘର ପୂର୍ବରୁ ସାଧାରଣ ଅବସ୍ତାରେ ଥାଆନ୍ତି କିନ୍ତୁ ବାହାଘର ପରେ ସେମାନଙ୍କ ଜୀବନରେ ଏକ ମହତ୍ୱ ପୁର୍ଣ୍ଣ ପରିବର୍ତ୍ତନ ଆସିଥାଏ।

ଏମିତିରେ ସବୁ ଶ୍ରେୟ ତାଙ୍କ ପତ୍ନୀକୁ ଯାଇ ଥାଏ।ସେମାନେ ହେଲେ ଏ,ଡି ନାଁ ଧାରୀ ଝିଅ,ଏମାନେ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି।ବାହାଘର ପରେ ପଇସା ହିଁ ପଇସା ମିଳିଥାଏ ଜୀବନରେ ଯେକୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ଲାଭବାନ ହେବେ ଓ ଏମାନେ ଯେଉଁଠାରେ ବି ପଇସା ନିବେଶ କରିବେ ସେଠାରୁ ଲାଭ ପ୍ରାପ୍ତି ହେବ।ତାପରେ ଆସିବ ଏଚ,ଯେ,ଏଲ ନାଁ ଧାରୀ ଝିଅ ମାନେ ଏମାନେ ନିଜ ଭାଗ୍ୟକୁ ନେଇ ଜନ୍ମ ହୋଇଥାନ୍ତି।ଏମାନେ ନିଜ ଲୋକଙ୍କ ହୃଦୟରେ ରାଜୁତି କରନ୍ତି ଓ ଏମାନେ ଯେଉଁ ଘରେ ଗୋଡ଼ ରଖନ୍ତି ସେଠାରେ ସବୁ ଅସୁବିଧାର ସମାପ୍ତି ହୋଇଯାଇଥାଏ।

ଆପଣ ଏ ଝିଅର ଭାଗ୍ୟ ବିଷୟରେ ଜାଣିପାରିବେକି ଇଏ ଯାହାକୁ ବାହା ହବ ସେ ପୁଅ କେବେ ପଛକୁ ବୁଲି ଦେଖିବନି ମାନେ ତାକୁ ସଫଳତା ଓ ସଫଳତା ହିଁ ପ୍ରାପ୍ତି ହୋଇଥାଏ।ଏ ଝିଅ ମାନଙ୍କର ଭାଗ୍ୟ ଅଟେ ଶକ୍ତିଶାଳି ହୋଇଥାଏ କି ଏମାନଙ୍କ ଘର ଲୋକ ମଧ୍ୟ ପ୍ରଭାବିତ ହୋଇଥାନ୍ତି ଓ ଘରେ ଗରୀମାର ପ୍ରଭାବରେ ସଫଳତା ହିଁ ସଫଳତା ମିଳିଥାଏ।ଏମାନଙ୍କ ଶହ ବାହାଘର ପରେ ଝିଅର ବାଣିଜ୍ୟ ବ୍ୟବସାୟ ଓ ଚାକିରୀରେ ବିଭିନ୍ନ ପ୍ରକାର ଉନ୍ନତି ହୋଇଥାଏ।


ଓ,ପି,ଆର ନାଁ ଧାରୀ ଝିଅ ନିଜ ସ୍ୱାମୀ ପାଇଁ ବହୁତ ଭାଗ୍ୟ ସାଳି ହୋଇଥାନ୍ତି।ଏମାନଙ୍କ ସହିତ ବାହାଘର ପରେ ନିଜ ସ୍ୱାମୀର ସମ୍ପତିରେ ଵୃଦ୍ଧି ହେବାକୁ ଲାଗିଥାଏ ସ୍ୱାମୀକୁ ପଇସା ରୋଜଗାରର ନୂଆ ନୁଆ ବାଟ ମିଳିଥାଏ ଏମାନେ ନିଜ ସ୍ୱାମୀକୁ ସବୁ ବେଳେ ତାଙ୍କ ସହିତ ଚାଲିଥାଏ।ଏମାନଙ୍କ ଭାଗ୍ୟ ସ୍ୱାମୀଙ୍କର ବାଟରେ ଥିବା ସବୁ ବାଧାକୁ ଦୁରକରିଥାଏ।

ଯେମିତି ଏମାନଙ୍କ ସହ ବାହାହେଲା ପରେ ଏମାନଙ୍କୁ ଅସଫଳତାର ମୁହଁ ଦେଖିବାକୁ ପଡ଼ିନଥାଏ ଓ ବହୁତ ସହଜରେ ନିଜ ଲକ୍ଷ୍ୟକୁ ପ୍ରାପ୍ତି କରିଥାନ୍ତି।ୟୁ,ଏସ,ଟି ନାଁ ଧାରୀ ଝିଅମାନେ ନିଜ ସ୍ୱାମୀ ପାଇଁ ସବୁଠାରୁ ବେଶି ଭାଗ୍ୟସାଳି ହୋଇଥାନ୍ତି।ଯେବେବି ତା ସ୍ୱାମୀ କୌଣସି ନୂତନ କାମ କରିଥାଏ ସେତେବେଳେ ଝିଅର ଭାଗ୍ୟ ସେ ପୁଅର ସହିତ ଚାଲିଥାଏ ବା ସାହାର୍ଯ୍ୟ କରିଥାଏ।ଏହି ଭଳି ତାକୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ।ଏ ଝିଅମାନେ ପରିବାର ଓ ସମାଜରେ ନିଜ ଜାଗା ବନେଇ ରଖିଥାଏ ଓ ନିଜ ଲୋକଙ୍କ ହୃଦୟ ଉପରେ ରାଜ କରିଥାନ୍ତି ଏମାନେ ସବୁ ରୂପରେ ଗୋଟେ ସଫଳ ପତ୍ନୀ ରୂପରେ ନିଜ ପତିକୁ ସାହାର୍ଯ୍ୟ କରିଥାନ୍ତି।

ସାଙ୍ଗମାନେ ଏ କଥା କେବଳ ୭୫% ମହିଳା ମାନଙ୍କ ଉପରେ ଲାଗୁ ହୋଇଥାଏ କିନ୍ତୁ ବାକି ୨୫% ମହିଳା ଏତେ ଭାଗ୍ୟସାଳି ହୋଇନଥାନ୍ତି।ସେଥିପାଈଁ କେବେବି ନିଜ ମନକୁ ଛୋଟ କରିବେନି କଣ ପାଇଁ ନା ଭଗବାନ ସମସ୍ତଙ୍କୁ ନିଜ ନିଜ ଭାଗ୍ୟ ଦେଇ ଛନ୍ତି। ଆପଣ ତାକୁ ଖରାପ ଉଦ୍ଦେଶ୍ୟରେ ନେଇ ନିଜ ମନ ଉପରେ କୌଣସି ବୋଝ ରଖନ୍ତୁନି ଏହି ଭଗବାନଙ୍କ ଇଛା ଭାବି ଆପଣ ଖୁସି ଖୁସି ନିଜ ଜୀଵନକୁ ଅତିବାହିତ କରିବେ।

Leave a Reply

Your email address will not be published. Required fields are marked *