March 24, 2025

Odia Express

Leading Odia News Portal of Odisha

କୁମ୍ଭରାଶିର ବ୍ୟକ୍ତି ୨୦୨୦ରେ କେଉଁ ମାନଙ୍କ ଠାରୁ ଦୂରେଇ ରହିବ – କୁମ୍ଭ ରାଶିର ଲୋକ ନିଶ୍ଚୟ ପଢନ୍ତୁ …

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ଆଜି ଜ୍ୟୋତିଷ ଶାସ୍ତ୍ର ବିଷୟରେ ଜାଣିବା କିଛି ତଥ୍ୟ ବିଷୟରେ ଏବର୍ଷ ବା ୨୦୨୦ ରେ କୁମ୍ଭ ରାଶିର ଲୋକମାନଙ୍କୁ ଆପନଙ୍କର ସାଙ୍ଗ ଆପଣଙ୍କୁ ପଥ ଭ୍ରଷ୍ଟ କରାଇ ପାରନ୍ତି ଓ ଆପଣଙ୍କୁ ବର୍ବାଦ କରିପାରନ୍ତି।ଆପଣଙ୍କୁ ଆପଣଙ୍କ ରାସ୍ତାରୁ ହଟେଇ ପାରିବ।ଆପଣ ଯେଉଁ ଲକ୍ଷ ପାଇବାକୁ ଚାହୁଁଛନ୍ତି ସେଥିରୁ ଅଟକେଇ ପାରିବ।କୁମ୍ବ ରାଶିର ଲୋକ ବହୁତ ଆକର୍ଷକ ହୋଇଥାନ୍ତି ଏମାନଙ୍କ କାମରେ ଏମାନଙ୍କ ହସ୍ତକ୍ଷେପ ଆଙ୍କୁ ପସନ୍ଦ ହୋଇନଥାଏ ଏମାନେ ସ୍ୱଭାବରେ ମିଳନ ସାର ହୋଇଥାନ୍ତି।ସାଙ୍ଗ ପାଇଁ କିଛିବି କରିବେ ଓ ଜୀବନରେ ଖୁସି ଦରକାର।ଏମାନଙ୍କର କଥା ହେବାକୁ ବା ଅନ୍ୟ ମାନଙ୍କ ଶହ କଥା ହେବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ବେଳେବେଳେ ଲାଗେ ଏମାନେ ଜିନିଷ ଭୁଲୁଛନ୍ତି କିନ୍ତୁ ଭୁଲି ନଥାନ୍ତି,ଏମାନେ ଆକର୍ଷକ ସ୍ୱଭାବର ହୋଇଥାନ୍ତି।


ଏମାନଙ୍କ ଭିତରେ ସବୁ ପ୍ରକାର ଗୁଣର ଭରିରହିଥାଏ କିନ୍ତୁ ଏମାନେ ଟିକେ ଅଳସୁଆ ହୋଇଥାନ୍ତି।ଆପଣଙ୍କୁ ପସିରାଜୀଵକୀ ଆପଣ ସାରା ଦିନ କାହା ଶହ ରହିଥାନ୍ତି ଆପଣ ସାଙ୍ଗମାନଙ୍କ ଶହ ଏଠାକାର ସେଠାକାର କଥା ହୁଅନ୍ତି।ଜିନିଷକୁ ଭଲଭାବରେ ଶୁଣିବା ବୁଝିବା କିନ୍ତୁ ନିଜ ଲୋକଙ୍କ ଶହ କେତେ ସମୟ ବିତେଇଥାନ୍ତି।ଏ ବର୍ଷ ଆପଣଙ୍କୁ କହୁଛି ଆପଣ ନିଜ ଛୁଆ ଶହ ସମୟ ବ୍ୟତୀତକର ନିଜ ଜୀବନ ସାଥି ଶହ ସମୟ ବ୍ୟତୀତ କର କାହିଁକି ନା ଆପଣ ବହୁତ ବ୍ୟସ୍ତ ରହିବାର ଅଛି।ଏତେ ବ୍ୟସ୍ତ ଜୀବନରେ ନିଜ ପାଇଁ ସମୟ କାଢ଼ିବନି କାହାପାଇଁ କାଢ଼ିବ।ପରିବାରରେ ନିଜ ଲୋକଙ୍କ ଭିତରେ ରହୁ କିନ୍ତୁ ତାଭିତରେବି ସମୟ ବାଣ୍ଟି ହୋଇଛି।

ଯେମିତିକି କେତେ ସମୟ ବାହାରିଲା,ଖାଇଲ,ପିଇଲ,ସୋଇଲ,ଛୁଆଙ୍କ ସହ ଓ ପତି ପତ୍ନୀଙ୍କ ଶହ ସମୟ ବ୍ୟତୀତ କରିବା କିନ୍ତୁ ସାଙ୍ଗମାନଙ୍କ ସହ ଯାହା ପାଇଥାଉ ତାହା କାହା ଶହ ପାଇନଥାଉ।ଆମେ ଆପଣଙ୍କୁ କହିଦେବୁକି ଏମିତି ଲୋକଥାଆନ୍ତି ଯାହା କୁମ୍ବ ରାସିର ଲୋକ ମାନଙ୍କୁ ଧୋକା ଦେବାପାଇଁ ହିଁ ଜନ୍ମ ହେଇଥାନ୍ତି ଓ ଆପଣଙ୍କ ମୂଲ୍ୟବାନ ସମୟ ଆପଣଙ୍କ ଠାରୁ ଦୁରେଇ ନିଅନ୍ତି।ସବୁଠୁ ବେଶି ସାବଧାନ ଆପଣଙ୍କୁ ଏ ୨୦୨୦ ରେ ରହିବାର ଅଛି।

ଏମିତି ଲୋକଥାଆନ୍ତି ଯେଉଁ ମାନଙ୍କ ଚୁଗୁଲୀ କରିବା ଅଭ୍ୟାସ ଥାଏ,ଅନ୍ୟ କାହାକୁ ଖୁସି ହେବାର ଓ ଉନ୍ନତି ହେବାର ଦେଖିପାରନ୍ତିନି।ବହୁତ ସାଙ୍ଗଏମିତି ଥାଆନ୍ତି ଯେଉଁମାନେ ଚାହିଁବେ ଆପଣ ତାଙ୍କ ହିସାବରେ ଚାଲିବେ ଓ ଅନ୍ୟ ଆଡେ ସାଙ୍ଗମାନେ ଭିତରେ କେବେ ହାନି ଲାଭ ଦେଖା ଯାଏନି କେବଳ ଭଲ ପାଇବା ଥାଏ।ଏମିତି ବନ୍ଧୁଠାରୁ ଟିକେ ଦୁରେଇ ରହିବା ଆଵଶ୍ୟକ କଥା ସମସ୍ତଙ୍କ ଶହ ହେବେ କିନ୍ତୁ କାହା ଶହ ଦୁଷମନି ବହୁତ ମହଙ୍ଗା ଅଟେ।କିଛି ଏମିତି ସାଙ୍ଗ ଅଟନ୍ତି।ଯେଉଁମାନେ ସ୍ୱାର୍ଥୀ ଅଟନ୍ତି ସେମାନଙ୍କ କାମ ଥିଲେ ହିଁ କଲ କରନ୍ତି।ଆପଣଙ୍କ ରାଗି ସ୍ୱାଭାବର ବ୍ୟକ୍ତି ମାନଙ୍କଠାରୁ ଦୁରେଇରହିବ।

Leave a Reply

Your email address will not be published. Required fields are marked *