March 17, 2025

Odia Express

Leading Odia News Portal of Odisha

ରାବଣର ବଧ ବେଳେ ସୁପଣେଖା କୁଆଡେ ଗଲେ,କଣ ସେ ଆଜି ମଧ୍ୟ ବଂଚିଛନ୍ତି? ଏବେ ସେ ବିଷୟରେ ଜାଣିରଖନ୍ତୁ …

ସାଙ୍ଗମାନେ ଆପଣ ତ ରାମାୟଣ ବିଷୟରେ ଜାଣିଥିବେ ଗୋଟେ ଏମିତି ପ୍ରଶ୍ନ ଯାହା ସମସ୍ତଙ୍କ ମାନରେ ଉଠେ କି ରାମାୟଣରେ ରାବଣର ବଧ ପରେ ତା ଭଉଣୀ ସୃପନରେଖା ର କଣ ହେଲା କୁଆଡେ ଗଲା ସେ ଖାସ ରହସ୍ୟ ରେ ଆଜି ପର୍ଯ୍ୟନ୍ତ ପର୍ଦା ପଡି ରହିଛି ଆଜି ଆମେ ଏଠି ସେ ବିଷୟରେ କହିବାକୁ ଯାଉଛୁ।ସାଙ୍ଗମାନେ ଆପଣ ଜାଣିଥିବେ କି ରାମୟଣରେ ସବୁ ଅସୁର ଅସୁରୁଣୀଙ୍କ ବଧ ହାଇଥିଲା ଓ ବିଭୀଷଣ ଏବଂ ତାଙ୍କ ସାଥି ମାନଙ୍କୁ ଲଙ୍କା ଦେଇ ଦେଇଥିଲେ କିନ୍ତୁ ସୃପନରେଖା ର ବଧ ହେଇନଥିଲା ତାର ନାକ କାଟି ଦିଆଯାଇଥିଲା ତାର କେଉଁଠି ବି ବର୍ଣ୍ଣନା କରାଯାଇନଥିଲା,ସେ କୁଆଡେ ଗଲା କଣ କଲା ସେ ବିଷୟରେ ବର୍ଣ୍ଣିତ କରି ନାହାନ୍ତି ରାମାୟଣ ହେବାର ମୁଖ୍ୟ କାରଣ ହିଁ ସୁପଣେଖା ଅଟେ।

ସେ ଘଟଣା ତ ଆପଣମାନେ ସମସ୍ତେ ଜାଣିଥିବେ ଯେବେ ସୁପଣେଖା ରାମଙ୍କ ଆଡକୁ ଆକର୍ଷିତ ହୋଇଥିଲା ଆଉ କହୁଥିଲେ କି ମୁଁ ରାମ କୁ ପ୍ରେମ କରନ୍ତି ବୋଲି କିନ୍ତୁ ରାମ ମନା କରିଦେଲେ କାରଣ ସେ ପ୍ରଥମରୁ ସୀତାଙ୍କୁ ବିବାହ କରିସାରିଥିଲେ ଆଉ ତା ଭିତରେ ଲକ୍ଷ୍ମଣ ଏବଂ ସୁପଣେଖା ଭିତରେ ବିବାଦ ହେଲା ତାପରେ ଲକ୍ଷ୍ମଣ ସୁପଣେଖା ଉପରେ ରାଗି ତା ନାକକୁ କାଟିଦେଲେ। ତାପରେ ସେ ବିଳାପ କରି କାନ୍ଦି କାନ୍ଦି ରାବଣ ପାଖକୁ ଯାଇଁ କାନ୍ଦି କାନ୍ଦି କହିଲା ତା ପରେ ସେ ରାଗିଯାଇ ସେ ସିତାକୁ ହରଣ କରିଥିଲା କିନ୍ତୁ ତାପରେ ଗୋଟେ ଥର ବି ସୃପଣେଖାର କେଉଁଠାରେ ବି ବର୍ଣ୍ଣନା କରାଯାଇନାହିଁ।ପ୍ରକୃତରେ ତାପରେ ସୃପଣେଖାର କେଉଁଠାରେ ବି ବର୍ଣ୍ଣନା କରାଯାଏ ନାହିଁ।

କୁହାଯାଏ କି ଯେତେବେଳେ ତା ନାକ କଟା ହେବା ପରଠାରୁ ସେ ମୁହଁ ଲୁଚେଇ ବୁଲିବାକୁ ଆରମ୍ଭ କଲା।ସେପଟରେ ଶ୍ରୀ ରାମଙ୍କ ସହିତ ଯୁଦ୍ଧ ରେ ତାର ସମସ୍ତ ଭାଇ ପରାସ୍ତ ହେଉଥିଲେ ସେ ସମୟରେ ସେ ଗୋଟେ ଆଶ୍ରମରେ ଗୋଟେ ଋଷିଙ୍କ ପାଖରେ ଥିଲେ। ରାବଣର ଅନ୍ତ ପରେ ସେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଗଲେ ଜଙ୍ଗଲରେ ସେ ଆଶ୍ରମରେ ରହିବାକୁ ଲାଗିଲା।ଅସୁର ବଂଶ ଶେଷ ନ ହେବା ପାଇଁ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ମହାଦେବଙ୍କ ପ୍ରାର୍ଥନା କଲେ।ମହାଦେବ ତାଙ୍କ ସ୍ବରୂପ ଶିବଲିଙ୍ଗ ତାଙ୍କୁ ଦେଲେ ଓ କହିଲେ ଯଦି କୌଣସି ବୈଷ୍ଣବ ଯଦି ଗଙ୍ଗାଜଳ ଚଢେ଼ଇଵ ଅସୁରଙ୍କ ସର୍ବନାଶ ହେଇଯିବ।ଅସୁର ଗୁରୁ ସେ ଲିଙ୍ଗକୁ ବୈଷ୍ଣବ ତଥା ହିନ୍ଦୁମାନଙ୍କ ଠାରୁ ଦୁର ମରୁଭୂମିରେ ସ୍ଥାପନ କଲେ ଯାହାକୁ ଆମେ ମକ୍କାମଦିନା ନାମରେ ନାମିତ ସୃପନରେଖା ଯେଉଁ ସମୟରେ ମୁହଁ ଲୁଚେଇ ରହିଥାଏ ସେ ସମୟରେ ତାର ପିଲାମାନେ ସେ ପରମ୍ପରା କୁ ପୁରାଭାବରେ ପାଳନ କଲେ ଆଉ ଆଜିବି ସେ ପରମ୍ପରାର ସମ୍ବାହକ ମହିଳା ଆଜିବି ମୁହଁ ଲୁଚେଇ ରୁହନ୍ତି।

ଯଦି ଆମେ ଇତିହାସ କୁ ମାନିବା ତା ସହିତ ବେଦପୁରାଣ ମାନିବା ତାହେଲେ ଅସୁରଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଗ୍ରନ୍ଥରେ ବିଷୟରେ କହିବାତ ସୃପଣେଖାର ବଂଶଜ କାଳାନ୍ତର ରେ ଇବ୍ରାହିଁ ଧର୍ମରେ ପ୍ରବେଶ କରିଗଲେ ଏମାନଙ୍କ ପାଇଁ ଶୁକ୍ରବାର ମହତ୍ତ୍ୱ ବାର ଅଟେ। ଆଜିବି କୁହାଯାଏ କି ସୃପଣେଖା ଆରବ ଦେଶରେ ଅଛି ବୋଲି କୁହାଯାଏ ଓ ତାର ବଂଶଜ ଅତ୍ୟନ୍ତ କ୍ରୁର ଓ ଅଧର୍ମୀ ପାପୀ ଅଟନ୍ତି ସେମାନେ ଅସୁର ଗୁରୁଙ୍କ ପାଇଁ ନିଜ ମୁଖ୍ୟ ଦିନ ଶୁକ୍ରବାର ଅଟେ।

Leave a Reply

Your email address will not be published. Required fields are marked *