ଆସନ୍ତୁ ଜାଣିବା ହଳଦୀ ମିଶ୍ରିତ କ୍ଷୀରର ସେବନରେ କଣ ସୁଫଳ ମିଳିଥାଏ…

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଆପଣଙ୍କୁ ହଳଦୀ ମିଶ୍ରିତ ଖୀରର ଫାଇଦା କହିବାକୁ ଯାଉଛୁ,ସେମିତିରେତ ହଳଦି ମିଶ୍ରିତ ଖୀରରେ ଅନେକ ଲାଭ ପ୍ରଦ ଗୁଣ ମାନ ଅବସ୍ତିତଥାଏ କିନ୍ତୁ ମହତ୍ତ୍ୱ ପୁର୍ଣ୍ଣ ୧୧ଟି ଫାଇଦା ବିଷୟରେ ଆଜି ଆମେ ଜାଣିବୁ।ଏହା ପୂର୍ବରୁ ଆମେ ଜାଣିବାକି ହଳଦୀ ମିଶ୍ରିତ କ୍ଷୀର କିପରି ତିଆରି ହୋଇଥାଏ।ଗୋଟେ କ୍ଷୀର ଗିଲାସ ନେବେ ମହୁ କିମ୍ବା ଚିନି ନିଜ ଇଚ୍ଛା ଅନୁସାରେ ପକେଇ ପାରିବେ।ତାପରେ ଆପଣ ଗୋଟେ ପ୍ୟାନରେ ଗୋଟେ ଈଞ୍ଚ ହଳଦୀ ଖଣ୍ଡ ପକେଇ ପାରିବେ ନହେଲେ ହଳଦୀ ଗୁଣ୍ଡ ପକେଇବବ।
ସେଥିରେ କ୍ଷୀର ମିଶେଇବେ ଓ ୧୦-୧୫ ପର୍ଯ୍ୟନ୍ତ ତାକୁ ଫୁଟେଇବେ ତାପରେ ଇଛା ଅନୁସାରେ ମହୁ ବା ଚିନିର ପ୍ରୟୋଗ କରିବେ।ତାପରେ ଆପଣ ଗରମ ଗରମ ହଳଦୀ ମିଶ୍ରିତ କ୍ଷୀରକୁ ପି ପାରିବେ।ଇଏ ଆମେ ଆପଣଙ୍କୁ କହିଲୁ ହଳଦୀ ମିଶ୍ରିତ କ୍ଷୀର କିପରି ତିଆରି ହୋଇଥାଏ।ଆସନ୍ତୁ ଜାଣିବା ଏହାକୁ ସେବନ କଲେ କଣ ଫାଇଦା ହୋଇଥାଏ।ସାଧାରଣତ ଦେହରେ କୌଣସି ପ୍ରକାରର ବିନ୍ଧା ବିନ୍ଧି ଥିଲେ ଓ ଖଣ୍ଡିଆ ହୋଇଥିଲେ ଘରୋଇ ଉପାୟ ସଦୃଶ ହଳଦୀ ମିଶ୍ରିତ ଖୀରର ବ୍ୟବହାର ହୋଇଥାଏ।
ହଳଦୀ ମିଶ୍ରିତ କ୍ଷୀର ଆମର ରୋଗ ପ୍ରତିରୋଧ ଶକ୍ତି ବଢେ଼ଇବାରେ ସାହାର୍ଯ୍ୟ କରେ।ହଳଦୀ ଓ କ୍ଷୀର କୁ ମିସେଇବା ପରେ ଏ ଦୁଇଟିର ଗୁଣ ମଧ୍ୟ ମିଶିଯାଏ ଆଣ୍ଟି ବାଇଓଟିକ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁନଥାଏ।ଯଦି କୌଣସି କାରଣରୁ ଶରୀରର ବାହାର କିମ୍ବା ଭିତର ପଟେ ମାଡ଼ ହୋଇଯାଇଥାଏ,ହଳଦୀ ମିଶ୍ରିତ କ୍ଷୀର ଆମକୁ ବହୁତ ଶିଘ୍ର ଠିକ କରିଥାଏ।ଯଦି ଆପଣଙ୍କ ଶରିରରେ କୌଣସି ପ୍ରକାରର ବିନ୍ଧା ବିନ୍ଧି ଦରଜ ହୋଇଥାଏ ଆପଣ ହଳଦୀ ମିଶ୍ରିତ କ୍ଷୀର ପିବା ଦ୍ୱାରା ଆମର ଶରୀରର ବିନ୍ଧା ବିନ୍ଧି କମିଥାଏ।
ହଳଦୀ ମିଶ୍ରିତ କ୍ଷୀର ଦ୍ୱାରା ତ୍ୱଚାରେ ସଂକ୍ରମଣ ଆଦି ହୋଇନଥାଏ ଓ ତ୍ୱଚା ଭଲ ରହିଥାଏ।ଜ୍ଵର ଓ ଥଣ୍ଡାରେ ହଳଦୀ ମିଶ୍ରିତ କ୍ଷୀର ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଓ ଫୁସଫୁସରେ ଜମା ଥିବା କଫ ବାହାରି ଯାଏ।ଆପଣ ନିଜ ହାଡ଼ ଆଦି କୁ ଦୀର୍ଘ ଦିନ ପାଇଁ ଟାଣ ରଖିବାକୁ ଚାହୁଁଛନ୍ତିତ ଆପଣ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ।ଲୋକଙ୍କୁ ବେସି ଅସୁବିଧା ହୁଏ ଯେତେବେଳେ ନିଦ ନ ଆସେ ଆପଣ ରାତିରେ ଖାଇବା ପରେ ଶୋଇବା ଅଧଘଣ୍ଟା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ପିବା ଓ ଏହାର ଫାଇଦା ଦେଖିବା।
ହଜମ ପ୍ରକ୍ରିଆ ରେ ଅସୁବିଧା ଥିଲେ ଏହି ହଳଦୀ ମିଶ୍ରିତ କ୍ଷୀର ଲାଭ ଡାଇ ଅଟେ।ବୃଦ୍ଧ ଲୋକଙ୍କ ଆଣ୍ଠୁ ଆଦିରେ ଅସୁବିଧା ଥାଏ ସେମାନେ ହଳଦୀ ମିଶ୍ରିତ କ୍ଷୀର ପିଲେ ସେମାନଙ୍କର ଏହା ଭଲ ହୋଇଯାଇଥାଏ।ହଳଦୀ ମିଶ୍ରୀତ କ୍ଷୀର ପିବା ଦ୍ୱାରା ରକ୍ତରେ ସୁଗାରର ମାତ୍ରାକୁ କମେଇଥାଏ କିନ୍ତୁ ଅତ୍ୟଧିକ ସେବନ କରିବେନି ଏହା ରକ୍ତକୁ ଅଧିକ ମାତ୍ରରେ କମେଇଥାଏ।
ଏବେ ଯେଉଁ ଅସୁବିଧା ବିଷୟରେ ଆମେ କହିବାକୁ ଯାଉଛୁ ତାହା ବଡ଼ଠୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦେଖାଯାଏ କି ସେମାନେ ନିଶ୍ଵାସ ନେବାରେ ଅସୁବିଧା ଅନୁଭବ କରନ୍ତି କିନ୍ତୁ ହଳଦୀ ମିଶ୍ରିତ କ୍ଷୀର ଦମାସ ସାଇନ୍ସ ପେକ୍ଟ୍ରୋ ମେଯାକର୍ଣ ଓ କଫ ଆଦିରୁ ରାହତ ଦେଇଥାଏ।ଗରମ କ୍ଷୀରର ସେବନ ଦ୍ୱାରା ଶରିରରେ ଗରମ ଆଦିର ସଂଚାର ହୋଇଥାଏ ଏହା ଜମି ରହିଥିବା କଫ ଆଦିକୁ ଶରୀରରୁ ବାହାରକୁ ବାହାର କରିଥାଏ।