March 24, 2025

Odia Express

Leading Odia News Portal of Odisha

ଯେତେ ପୁରୁଣା ଥଣ୍ଡା,କାଶ, କଫ ସବୁ ଗୋଟିଏ ଘଣ୍ଟାରେ ତୁରନ୍ତ ଭଲ କରେ ଏହି ମିଶ୍ରଣ..

ଥଣ୍ଡା ଜ୍ୱର କାଶ ଘରେ ପିଲାଙ୍କ ଠାରୁ ବୁଧ ପଯ୍ୟନ୍ତ ସଭିଙ୍କୁ ହୋଇଥାଏ। ତେବେ ଯଦି ଆମେ ଏହାର ଘରୋଇ ଉପଚାର ଠିକ ସମୟରେ କରିବା ତେବେ ଏହା ପରିବାର ରେ ଅନ୍ୟ କାହାରିକୁ ସଂକ୍ରମଣ ହେବ ନାହିଁ। ଭାଇରଲ ଫିବର ଘରେ ଜଣଙ୍କୁ ହେଲେ ଧୀରେ ଧୀରେ ସଭିଙ୍କୁ ମଧ୍ୟ ହୋଇଥାଏ। କିଛି ବୟସ୍କ ଲୋକ ମାନଙ୍କ ବହୁ ଦିନରୁ ଖାସ ଥଣ୍ଡା ସର୍ଦ୍ଧି ଲାଗିରୁହେ। ଯେତେ ଔଷଧ କପ ସିରାପ ଖାଇଲେ ମଧ୍ୟ ଏହା ଠିକ ହୁଏ ନାହିଁ। ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ଏପରି କିଛି ପ୍ରୟୋଗ ଯାହାର ବ୍ୟବହାର ଥର ଟେ କଲେ ଦୂତୀୟ ଥର କରିବାକୁ ପଡିବ ନାହିଁ। ତେବେ ଏହି ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ଭାବେ ପଢ଼ନ୍ତୁ। ବନ୍ଧୁଗଣ ଯେପରି କାଶ ହେଉନା କାହିଁକି ଏହି ଉପାୟରେ ସମ୍ପୂର୍ଣ୍ଣ ଭାବେ ଠିକ ହୋଇଥାଏ। ଏହା ସହ ପେଟ ରୋଗ ଆଦି ଯେତେ ସମସ୍ୟା ରହିଛି ସେସବୁ ରୁ ମଧ୍ୟ ଏହି କାଢା ଆରାମ ଦେଇଥାଏ

ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ ;- 4 ଚାମଚ ହଳଦୀ, ଏକ ଚାମଚ ଦେଶୀ ଗାଈ ଘିଅ, ଏକ ଫାଳ ଲେମ୍ବୁ ,ହାପ ଚାମଚ ଲୁଣ।
ପ୍ରଥମେ ଏକ ସସପେଣ୍ଟ ନିଅନ୍ତୁ ଏଥିରେ ଏକ କପ କିମ୍ବା ଏକ ଗିଲାସ ପାଣି ନିଅନ୍ତୁ ଏହାକୁ ଗରମ କରନ୍ତୁ ପାଣି ଫୁଟିବାକୁ ଲାଗିଲେ ଏଥିରେ 4 ଚାମଚ ହଳଦୀ ପକେଇ ଦିଅନ୍ତୁ। ଏହାପରେ ଏଥିରେ ଅଧ ଚାମଚ ଲୁଣ ପକାନ୍ତୁ, ତାପରେ ଏଥିରେ ଫାଳେ ଲେମ୍ବୁ ଚୁପୁଡି ଦିଅନ୍ତୁ। ଶେଷ ରେ ଏହାକୁ ଓଲାହି ଆଣନ୍ତୁ ଏବଂ ଏକ ଗିଲାସ କିମ୍ବା କପ କୁ ସ୍ଥାନନ୍ତତର କରନ୍ତୁ ଏବେ ଏଥିରେ ଏକ ଚାମଚ ଘିଅ ପକାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଯାଇଛି ଆମର ସବୁ ରୋଗର ଉପଚାର ଔଷଧ । ହଳଦୀ ଏକ ଭଲ ଆଣ୍ଟିଅକ୍ସଇଡାଂଟ ଅଟେ ଯାହା କି ଜୀବାଣୁ ଆଦି ମାରିଥାଏ। ଏଥିରେ ଏକ ଚାମଚ ଘିଅ ପକାଇବା ଦ୍ୱାରା ଏହା ଶରୀର ରୁ ଗରମ କରି ଝାଳ ବାହାର କରିଦିଏ। ଏହି ମିଶ୍ରଣ କୁ ଦିନେ ଦୁଇଥର ପିଲେ ପରଦିନ କୁ ଆଉ ଦେହରେ ଥଣ୍ଡା, କାଶ ରୁହେ ନାହିଁ। ପେଟ ସମସ୍ୟା ମଧ୍ୟ ସବୁ ଦୂର ହୋଇଥାଏ। ତେଣୁ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ।

Leave a Reply

Your email address will not be published. Required fields are marked *