March 24, 2025

Odia Express

Leading Odia News Portal of Odisha

ଭାରତରେ ମୋଟ କେତେ ରେଲୱେ ଷ୍ଟେସନ ଅଛି – ଜାଣି ରଖନ୍ତୁ ଭାରତୀୟ ରେଳ ବିଷୟରେ କିଛି ରୋଚକ କଥା….

ଆଜି ଆମେ କହିବାକୁ ଯାଉଛୁ କି ଭାରତରେ ସମ୍ପୂର୍ଣ କେତେ ରେଲୱେ ଷ୍ଟେସନ ଅଛି। ଯେପରିକି ଆପଣ ଜାଣନ୍ତି କି ଭାରତର ରେଲୱେ ନେଟୱର୍କ ଦୁନିଆ ର କିଛି ସବୁଠୁ ବଡ଼ ରେଲୱେ ନେଟୱର୍କ ମାନଙ୍କ ଭିତରୁ ଗୋଟେ ଅଟେ। ଏଠାରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନ ରେ ଯାତ୍ରା କରନ୍ତି। ଆଉ ଭାରତରେ ପ୍ରାୟ ୧୦୦ କୋଟି ରୁ ଅଧିକ ଲୋକ ବାସ କରନ୍ତି ଆଉ ଏଠାରେ ଅଧିକତ୍ତର ଲୋକ ଯାତ୍ରା କରିବା ପାଇଁ ଟ୍ରେନ ର ସହାରା ନେଇଥାନ୍ତି। ଆପଣ ବାସ ଭାବିପାରୁଥିବେ କି କେତେ ସଂଖ୍ୟାରେ ଷ୍ଟେସନ ଥିବ।
ଭାରତର ଅଧାରୁ ଅଧିକ ଲୋକଙ୍କର ଜୀବିକା ଏହି ଟ୍ରେନ ରୁ ହି ଚାଲୁଛି। ଆପଣଙ୍କୁ କହି ରଖୁଛୁ କି ଭାରତରେ ଲକ୍ଷ ଲକ୍ଷ ଲୋକ ଏହି ଟ୍ରେନ ରେ କାମ କରନ୍ତି ଆଉ ତାହା ଆଗକୁ ଆହୁରି ବଢ଼ି ବଢି ଚାଲିଛି। ଭାରତର ରେଳ ବିଭାଗ ଟ୍ରେନ ର ସୁବିଧା କୁ ଆହୁରି ବୃହତ୍ତର କରି କରି ଚାଲିଛି।

ଭାରତରେ ପ୍ରାୟ ୮୩୩୮ ଟି ଷ୍ଟେସନ ଅଛି ଆଉ ତାହା ପୁରା ଭାରତର କୋଣ ଅନୁକୋଣ ରେ ମହଜୁଦ ଅଛି। ଭାରତର ସବୁଠାରୁ ବଡ଼ ଷ୍ଟେସନ ହାୱାଡା ଜକ୍ସନ ଅଟେ ଯେଉଁଠାରେ କି ୨୩ରୁ ଅଧିକ ରେଲୱେ ପ୍ଲାଟଫର୍ମ, ୨୬ ଟ୍ରାକ ଆଉ ୨ ଟର୍ମିନାଲ ଅଛି।
ଆଉ ଯଦି ଆମେ ସବୁଠୁ ଲମ୍ବା ଷ୍ଟେସନ କଥା କହିବା ତ ତାହା ଉତ୍ତର ପ୍ରଦେଶ ର ଗୋରଖପୁର ରେ ଅଛି। ଏହାର ଲମ୍ବ ପ୍ରାୟ ୧.୫ କିମି। ଏବେ ଆପଣ ଜାଣି ହି ଯାଇଥିବେ କି ଭାରତର ସବୁଠାରୁ ବଡ଼ ଷ୍ଟେସନ ହେଉଛି ହାୱାଡା ଜକ୍ସନ ଆଉ ସବୁଠୁ ଲମ୍ବା ହେଉଛି ଉତ୍ତର ପ୍ରଦେଶ ର ଗୋରଖପୁର।

ଭାରତରେ ପ୍ରଥମେ ଏତେ ଟ୍ରେନ ନଥିଲା ମାତ୍ର ତାହା ଆଗକୁ ବିକଶିତ ହେଇଗଲା। ଆଗକୁ ଆହୁରି ବିକାଶ ଦେଖିବାକୁ ମିଳିବ। ଆପଣଙ୍କୁ ଆମେ କହିରଖୁଛୁ କି ଭାରତରେ ଟ୍ରେନ ର ଆରମ୍ଭ ଇଂରେଜ ମାନେ କରିଥିଲେ। ସେମାନେ ତାଙ୍କର ବ୍ୟାପାର ବଢ଼େଇବା ପାଇଁ ଟ୍ରେନ ଆରମ୍ଭ କରିଥିଲେ। ଭାରତରେ ପ୍ରଥମ ଟ୍ରେନ ୧୬ ଏପ୍ରିଲ ୧୮୫୩ରେ ମୁମ୍ବାଇ ରୁ ଥାନେ ଆଡକୁ ଚାଲିଥିଲା।

ଭାରତରେ ରେଲୱେ ର ଇତିହାସ ବହୁତ ପୁରୁଣା ଅଟେ। ଏବେ ଆପଣ ଜାଣି ରଖନ୍ତୁ କି ଏତେ ପୁରୁଣା ଇତିହାସ ହେଇ ଥିବା ସତ୍ତ୍ୱେ ଭାରତ ରେ ରେଲୱେ ର ଜାତୀୟକରଣ ପ୍ରାୟ ୧୯୫୧ ରେ ସ୍ବାଧୀନତା ପରେ ହେଇଥିଲା। ଏବେ ତାହା ଆପଣ ଜାଣି ପାରୁଥିବେ କି ଭାରତରେ ରେଲୱେ ଷ୍ଟେସନ ର ସଂଖ୍ୟା କେତେ ଆଉ ତାହା କେତେ ବଡ଼। ତ ଆଜି ଆମେ ଆପଣଙ୍କ ପାଖରେ କହିଦେଲୁ କି ଭାରତରେ ରେଲୱେ ର ଇତିହାସ।

Leave a Reply

Your email address will not be published. Required fields are marked *