March 10, 2025

Odia Express

Leading Odia News Portal of Odisha

ମାତ୍ର ୪ ମିନିଟରେ ଅଶନା ଦାନ୍ତଙ୍କୁ ମୋତି ଭଳି ଚମକଦାର କରନ୍ତୁ – ଏବେ ଏହି ସହଜ ଉପାୟ ଜାଣି ରଖନ୍ତୁ …

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସଙ୍ଗେ ମାନେ ଏହି ଦୁନିଆରେ କିଏବା ସୁନ୍ଦର ଦେଖାଯିବାକୁ ନ ଚାହେଁ।ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ଚେଷ୍ଟାକରିଥାନ୍ତି।ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ପ୍ରକାର ଭଲ ପୋଷାକ ଓ ଷ୍ଟାଇଲ କରିଥାନ୍ତି କିନ୍ତୁ ସେମାନେ ଦାନ୍ତର ଯତ୍ନ ବା ସଫା ରଖି ନଥାନ୍ତି ଯାହା ଦ୍ବାରା ସେମାନେ ବହୁତ ଖରାପ ଦେଖାଯାଇଥାନ୍ତି।ଦାନ୍ତ ସଫା ପାଇଁ ମାର୍କେଟରେ ଅନେକ ଜିନିଷ ଅଛି କିନ୍ତୁ ସମସ୍ତେ ସେହି ଜିନିଷ କିଣି ପାରିବେନି ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଉପାୟ କହିବୁ ଯାହା ଦ୍ବାରା ଆପଣ ନିଜ ଅଶନା ଦାନ୍ତକୁ ମୋତି ଭଳି କରିପାରିବେ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଆପଣଙ୍କୁ ଅଧା ଚାମଚ ଲୁଣ ନେବାକୁ ହେବ ଏହାପରେ ଏକ ଚାମଚ ସୋରିସ ତେଲ ନିଅନ୍ତୁ। ସାଙ୍ଗ ମାନେ ଆମେ ଏଥିରେ ବ୍ୟବହାର କରିଛୁ ଲୁଣ ଯାହା ଆପଣଙ୍କ ପୁରୁଣା ମଇଳା ସଫା କରିଥାଏ ଓ ଆପଣଙ୍କ ଦାନ୍ତ କୁ ଧଳା କରିବାରେ ସାହାଯ୍ୟ କରିଥାଏ।ଏହା ପରେ ବ୍ୟବହାର ହୋଇଛି ସୋରିସ ତେଲ ଯାହା ଦାନ୍ତକୁ ପଲିସ କରିଥାଏ ଓ ଦାନ୍ତର ଚମକ ରଖିଥାଏ। ପରେ ଏଥିରେ ଏକ ଚାମଚ ହଲଦୀଗୁଣ୍ଡ ମିଶାନ୍ତୁ।ଏହି ସବୁ ଜିନିଷ ଆପଣଙ୍କୁ ସହଜରେ ନିଜ ଘରେ ମିଳିଯିବ।

ହଲଦୀରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଦାନ୍ତକୁ ମଝବୁତ ରଖିବା ସହ ଦାନ୍ତକୁ ସହଜରେ ଭାଙ୍ଗିବାକୁ ଦେଇନଥାଏ।ଏହା ଦ୍ବାରା ଦାନ୍ତରୁ ବାହାରୁଥିବା ଗନ୍ଧ ସମସ୍ୟାରୁ ବି ମୁକ୍ତି ମିଳିଥାଏ।ଏହା ପରେ ଆପଣ ଯେତିକି ପେଷ୍ଟ ଘରେ ଦାନ୍ତ ପାଇଁ ବ୍ୟବହାର କରନ୍ତି ସେତିକି ପେଷ୍ଟ ଏଥିରେ ମିଶାଇ ଦିଅନ୍ତୁ।ଯେ କୌଣସି ପେଷ୍ଟ ବ୍ୟବହାର କରିପାରିବେ।ଶେଷରେ ଏଥିରେ କିଛି ଟମାଟୋ ରସ ମିସାଇଦିଅନ୍ତୁ ଟମାଟୋ ଦାନ୍ତ କୁ ସଫା କରିବା ପାଇଁ ବହୁତ ସାହାଯ୍ୟ କରିଥାଏ।

ଏଥିପାଇଁ ଏହି ସବୁକୁ ଭଲସେ ମିଶାଇ ସକାଳେ ଓ ସନ୍ଦ୍ୟାରେ ଶୋଇବା ପୂର୍ବରୁ ଏଥିରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ମୋତି ଭଳି ଚମକ ଦାର ହୋଇଥାଏ।ଦାନ୍ତ ଜନିତ ସବୁ ସମସ୍ୟା ଦୂର ହୋଇଥାଏ।ଅନ୍ୟ ଏକ କଥା ଧ୍ୟାନ ରଖନ୍ତୁ ଅନେକ ଲୋକଙ୍କ ଦାନ୍ତ କମଜୋର ହେଇଯାଇଥାଏ ।ବେସି ଯେଉଁମାନେ ଗୁଡ଼କା , ପାନ, ଖଇନି ଆଦି ଖାଇଥାନ୍ତି ସେମାନଙ୍କ ଦାନ୍ତ ଆଗ କମଜୋରି ହୋଇଯାଇଥାଏ।

ସେମାନଙ୍କ ପାଇଁ ଏକ ଉପାୟ ହେଲା ଏହା ଦାନ୍ତରେ କ୍ୟାଲିସିଅମ ଅଭାବ କାରଣରୁ ହୋଇଥାଏ ଏଥିପାଇଁ ନିଜ ଖାଇବାରେ କ୍ୟାଲିସିଅମ ଯୁକ୍ତ ଖାଦ୍ୟ ମିଶାନ୍ତୁ।ଏଥିପାଇଁ ଆପଣ ସକାଳୁ ଦହି ସହ , ବା କୌଣସି ଫଳ ରସ ବା ଡାଲି ସହିତ ଏହି ମଧ୍ୟରୁ କୌଣସି ସହ ଏକ ଗହମ ଦାନା ଆକାରରେ ଖାଇବା ଚୁନ ମିଶାଇ ଖାଇବା ଦ୍ଵାରା ଶରୀରରେ କ୍ୟାଲିସିଅମ ଅଭାବ ଦୂର ହୋଇଥାଏ।ଆୟୁର୍ବେଦରେ କୁହାଯାଇଛି ଏହାଠୁ ଭଲ ଉପାୟ କିଛି ନାହିଁ।

Leave a Reply

Your email address will not be published. Required fields are marked *