January 20, 2026

Odia Express

Leading Odia News Portal of Odisha

ଏପରି ସହଜରେ ଜଣା ପଡିବ ମାଟି ତଳେ ପୋତା ହୋଇ ରହିଥିବା ଧନ ବିଷୟରେ..

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ଆମକୁ କିଛି ଦିନ ପୂର୍ବରୁ ଜଣାପଡିଛି ଏକ ଲୋକକୁ ମାଟିତଳେ ପୋତା ହୋଇଥିବା ଧନ ମିଳିଛି।ପ୍ରଥମତ ଆମକୁ ବିଶ୍ୱାସ ହେଲା ନାହିଁ କିନ୍ତୁ ପରେ ମନରେ ଜିଜ୍ଞାସା କାରଣରୁ ଅଧିଙ୍କ ତଥ୍ୟ ସଂଗ୍ରହ କରିବାରୁ ଜଣାପଡିଲା ପୂର୍ଵ କାଳ ଲୋକମାନେ ନିଜ ଧନ କୁ ବଞ୍ଚାଇବା ପାଇଁ ମାଟିତଳେ ପୋତି ରଖୁଥିଲେ।ଓ ଅନେକ ଧନର ରକ୍ଷା ଆଜି ପର୍ଯ୍ୟନ୍ତ ବଡ ବଡ ନାଗ କରିଥାନ୍ତି।ଏହି ବିଷୟରେ ଆମକୁ ଆଶ୍ଚର୍ଯ୍ୟ କଲା ଭଳି କଥା ଜଣା ପଡିଛି।ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ସହଜରେ ଜାଣିପାରିବେ ସେହି ସ୍ଥାନକୁ ଯେଉଁଠି ଧନ ପୋତା ହୋଇ ଅଛି।

କୌତୁକ ଚିନ୍ତାମଣି, ରାବଣ ସଂହିତା, ଓ ବରାହ ସଂହିତା ଅନୁସାରେ ଏହି ଏହି ସ୍ଥିତିରେ ଧନ ପୋତା ହୋଇପାରେ।ପ୍ରଥମ ଯେଉଁ ଭୂମିରେ ପାଣି ସ୍ରୋତ ନ ଥାଇ ମଧ୍ୟ ଯଦି ମାଟି ଓଦା ଥାଏ ଓ ଆଖା ପାଖରେ କୌଣସି ନାଗ ଥିବାର ଜଣା ପଡେ ସେହି ସ୍ଥାନରେ ପୋତା ଧନ ଥାଇପାରେ।

ଦ୍ୱିତୀୟରେ ଯେଉଁ ଭୂମିରୁ ପଦ୍ମ ଫୁଲର ବାସ୍ନା ଆସିଥାଏ ସେହି ଭୂମିରେ ପୋତା ଧନ ରହିଥାଇ ପାରେ।

ତୃତୀୟରେ ମାନା ଯାଇଛି ଯେଉଁ ସ୍ଥାନରେ କାଉ, କୋଇଲି ,ବଗ, ଓ ଅନ୍ୟାନ୍ୟ ପକ୍ଷୀ ଅନେକ ମାତ୍ରାରେ ବସିଥାନ୍ତି ସେହି ସ୍ଥାନରେ ପୋତା ଧନ ହୋଇପାରେ।

ଚତୁର୍ଥରେ ଯେବେ ଆମେ ଏହି ବିଷୟରେ କିଛି ସିଦ୍ଧ ତନ୍ତ୍ରିକଙ୍କ ସହ କଥା ହୋଇଥିଲୁ ସେ ଯାହା କହିଲେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ।ସେ କହିଲେ ଯେଉଁ ସ୍ଥାନରେ ଏକ ଜାଗାରେ ଅନେକ ଗଛ ଥିବ ଓ ସେହି ସ୍ଥାନରେ ଯଦି କାଉ ଯୋଡି ୨୭ ଦିନ ଲଗାତର ବସୁଥିବେ ବା ପାରା ଯୋଡି ବସୁଥିବେ ଏହା ନିଶ୍ଚିତ ଅଟେ କି ସେହି ସ୍ଥାନରେ ପୋତା ଧନ ଅଛି।

ପଞ୍ଚମରେ ଯେଉଁ ସ୍ଥାନରେ କାଉ ଯୋଡ଼ା ବା ନାଗ ନାଗୁଣି ସମ୍ଭୋଗ କରୁଥିବେ ସେହି ସ୍ଥାନରେ ପୋତା ଧନ ହୋଇପାରେ।ତାନ୍ତ୍ରିକ କହିଛନ୍ତି କାଉ ଏକ ନପୁରୁଷକତା ଯିବ ଅଟେ କେବଳ ପୋତା ଧନ ସ୍ଥାନରେ ହି ସେ ସମ୍ଭୋଗ କରିପାରେ।

ଷଷ୍ଠରେ ଯେଉଁ ସ୍ଥାନରେ ବର୍ଷହେବା ପରେ ମଧ୍ୟ ଘାସ ଉଠି ନଥାଏ କିନ୍ତୁ ଖରାଦିନେ ସେହି ସ୍ଥାନରେ ଘାସ ଉଠେ ସେହି ସ୍ଥାନରେ ପୋତା ଧନ ଥିବାର ସମ୍ଭାବନା ଥାଏ।

ସପ୍ତମ ରେ ଯେଉଁ ସ୍ଥାନରେ ବିଷଧର ସାପ, କଇଁଛ ଓ କିଟ ବାହାରି ନଥାନ୍ତି କିନ୍ତୁ ନେହୁଳ ବେସି ବହାରନ୍ତି ବା ତାଙ୍କ ପୁରୁଣା ଘର ଥାଏ ସେହି ସ୍ଥାନରେ ପୁରୁଣା ପୋତା ଧନ ଥାଇପାରେ।

ଅଷ୍ଟମରେ ଯେଉଁ ସ୍ଥାନରେ ଗଛ ନିଜ ଉଚ୍ଚତାରୁ ଅଧିକ ଉଞ୍ଚା ଥାଏ ସେହି ସ୍ଥାନରେ ବି ପୋତା ଧନ ଥିବାର ଜଣା ପଡିଛି।

Leave a Reply

Your email address will not be published. Required fields are marked *