March 22, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ସାଉଥ କମେଡିଆନ ଅଲିଙ୍କ ଜୀବନ ଜୀବନ ଶୈଳୀ ଏପରି କିଛି କଥା ଯାହା ଆପଣ କେବେ ଶୁଣି ନଥିବେ…ଏବେ ଜାଣିରଖନ୍ତୁ

ସାଙ୍ଗମାନେ ଚଳଚିତ୍ର ଦେଖିବାକୁ କାହାକୁ ଭଲ ନଲାଗେ।ଲୋକମାନେ ସେ ମେନ କଳାକାରର ଅଭିନୟ ଅପେକ୍ଷା ସେ ହାସ୍ୟକାରର ଅଭିଣ୍ୟକୁ ଭଲ ପାନ୍ତି।ଆଜି ଏଠି ଆମେ କଥା ହବା ଆଲି ବାଦସାହାଙ୍କ ବିଷୟରେ।ଯିଏ ନିଜ ଜୀବନ କାଳ ଭିତରେ ୧୦୦୦ ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି।ସାଙ୍ଗମାନେ ୟାଙ୍କର ଭଲ ନାମ ହେଉଛି ମହମ୍ମଦ ଅଲି ବାଦସାହା ସେ ଚଳଚିତ୍ର ଦୁନିଆରେ ଅଲି ନାମରେ ଜଣା ଶୁଣା ଅଟନ୍ତି।ୟାଙ୍କର ଜନ୍ମ ୧୦ ଅକ୍ଟୋବର ୧୯୬୮ ରେ ରାଜମୁଣ୍ଡରି ଭାରତରେ ହୋଇଥିଲା।ବର୍ତ୍ତମାନ ଆମେ ହିସାବ କରିବାତ ତାଙ୍କ ବୟସ ହେଉଛି ୫୧ ବର୍ଷ।ତାଙ୍କୁ ବିଦ୍ୟାଳୟ ଯିବାକୁ ବହୁତ ଭଲ ଲାଗୁଥିଲା ସେ ଗୋଟେ ଗରିବ ପରିବାରରୁ ଆସିଥିବାରୁ ସେ କେବେ ବିଦ୍ୟାଳୟ ଯାଇ ପାଇଲେ ନାହିଁ।ସେ ଜଣେ କମେଡିଆନ ବା ହାସ୍ୟକାର ଭାବରେ କାମ କରନ୍ତି।ଅଲିଙ୍କୁ ପିଲାବେଲୁ ଅଭିନୟ କରିବା ବହୁତ ଭଲ ଲାଗେ।

ସେ ବହୁତ ଗରିବ ପରିବାରରେ ଥିବାରୁ ତାଙ୍କ ଉପରେ ପଇସା ରୋଜଗାରର ବୋଝ ଥିଲା ସେ ବହୁତ ଅଳ୍ପ ବୟସରେ ଚଳଚିତ୍ର ଜଗତକୁ ପାଡ଼ ବଢ଼େଇଲେ।ସେ ନିଜ ପ୍ରଥମ ଥରରେ ପିଲା ଅଭିନେତା ଭାବରେ କାର୍ଯ୍ୟ ହାସଲ କଲେ।ତାଙ୍କୁ ପ୍ରଥମ ଥର ତେଲୁଗୁ ଚଳଚିତ୍ର ଯମଲୀଳାରେ ଅଭିନୟ କରିବାର ସୁଯୋଗ ମିଳିଥିଲା।ଆଉ ଏ ଚଳଚିତ୍ର ବକ୍ସ ଅଫିସରେ ବଢିଆ ହିଟ ହୋଇଥିଲା।

ସେ ବହୁତ ଦିନ ହବ ଛୋଟ ମୋଟ ଚଳଚିତ୍ର କରୁ କରୁ ସେ ତେଲୁଗୁର ଆମାନାଲାନି ଆମାଇ ଚଳଚିତ୍ରରେ କାମ କରିବାର ଆମେ ଦେଖିଥିଲୁ।ଏ ଚଳଚିତ୍ରରୁ ତାଙ୍କର ପ୍ରଶଂସକ ବହୁତ ବଢ଼ିବାରେ ଲାଗିଲେ।ତାଙ୍କ ଅଭିନେତାକୁ ସେଠାରେ ଏତେ ପସନ୍ଦ କଲେକି ସେ ଅଡିସନ ଦେଉ ଦେଉ ତାଙ୍କୁ ଚଳଚିତ୍ର ମିଳିବା ଆରମ୍ଭ ହୋଇଗଲା।ସେ ୨୦୦୪ ରେ ନିୟୁ ନାମକ ତାମିଲି ଚଳଚିତ୍ର କରିଥିଲେ।ଏହି ଚଳଚିତ୍ର ସମୁଦାୟ ୩୨ କୋଟିର ରୋଜଗାର କରିଥିଲା।

ତାପରେ ୨୦୧୩ ରେ ତାଙ୍କ ଚଳଚିତ୍ର ସେପେଇ ପ୍ରକାଶିତ ହୋଇଥିଲା।ଏତେ ହିଟ ଚଳଚିତ୍ରରେ କାର୍ଯ୍ୟ କରି ସାରିବା ପରେ ଅଲିଙ୍କୁ କନ୍ନଡ଼ ଚଳଚିତ୍ର ରେ ଅଭିନୟ କରିବାର ସୁଯୋଗ ମିଳିଗଲା।ସେ ୨୦୧୦ ରେ ସୁପର ଚଳଚିତ୍ର ସହ କନ୍ନଡ଼ ଚଳଚିତ୍ର ଜଗତରେ ନିଜ ପାଦ ଥାପିଲେ।ଏହି ଚଳଚିତ୍ର ୧୨ କୋଟିରେ ତିଆରି ହୋଇଥିଲା ଓ ସେ ଚଳଚିତ୍ର ୫୦ କୋଟିର ଲାଭ କରେଇ ଥିଲା।ଅଲି ବଲିଉଡରେ ମଧ୍ୟ କାମ କରିଛନ୍ତି ୨୦୧୯ରେ ସଲମାନ ଖାନଙ୍କ ସହ ଦବଙ୍ଗ ୩ ରେ କାମ କରିଥିଲେ।

ସେ ଆଉ ଏକ ବଲିଉଡ ଚଳଚିତ୍ର ଟୋଟାଲ ଧମାଲରେ ନଜରରେ ଆସିଥିଲେ।ଏ ଚଳଚିତ୍ର ମଧ୍ୟ ୨୦୧୯ରେ ସୁପର ହିଟ ହୋଇଥିଲା।ସେ ୨୦୧୯ ରେ ୱ।ଇ ଏସ ଆର ସି ପି ରାଜନୈତିକ ଦଳକୁ ଯୋଗଦାନ କରିଥିଲେ।ସେ ଏବେବି ଅଭିନୟ ସହିତ ରାଜନୀତି ମଧ୍ୟ ଚଲଉଛନ୍ତି।ସେ ନିଜ ଭବିଷ୍ୟତରେ ବହୁତ ହିଟ ଚଳଚିତ୍ର କରିଛନ୍ତି ଯେମିତିକି:-ଟୋଟାଲ ଧମାଲ,ଦବଙ୍ଗ ୩,ପୁଲି,ନିଲା ଟିକେଟ ଇତ୍ୟାଦି।

ଆୱାର୍ଡ ରେ ତାଙ୍କୁ ନନ୍ଦି ସ୍ପେଶାଲ ଜୁରୀ ଆୱାର୍ଡ ମିଳିଛି,ନନ୍ଦି ଆୱାର୍ଡ ଫର ଚାଇଲଡ଼ ଆକ୍ଟର ଭଳି ବହୁତ ଆୱାର୍ଡ ତାଙ୍କୁ ମିଳିଅଛି।ଅଲିଙ୍କ ମାଙ୍କ ନାଁ ହେଉଛି ଜୟଟୁନ ବିବି।ତାଙ୍କ ଭାଇଙ୍କ ନାମ ହେଉଛି କୋୟମ,ତାଙ୍କ ପତ୍ନୀଙ୍କ ନାମ ହେଉଛି ଜୁବେଦା ସୁଲତାନ।ତାଙ୍କର ଦୁଇ ଝିଅ ଅଛନ୍ତି ଜଣଙ୍କ ନାମ ହେଉଛି ଜେବେରିଆ ଓ ଫାତିମା।ତାଙ୍କ ପୁଅ ନାଁ ହେଉଛି ଅବଦୁଲ।ଆସନ୍ତୁ ଜାଣିବା ତାଙ୍କ ରୋଜଗାର ଵିଷୟରେ:-ସେ ଗୋଟିଏ ଚଲଚିତ୍ର ପାଇଁ ୪୦ ଲକ୍ଷ୍ୟ ନିଅନ୍ତି।

ଅଲିଙ୍କର ନେଟ ୱର୍ଥ ହେଉଛି ୧୦ କୋଟି ଟଙ୍କା।ସେ ନିଜ ପରିବାର ସହ ହାଇଦ୍ରାବାଦରେ ରୁହନ୍ତି।ଆସନ୍ତୁ ଜଣାଇବା ତାଙ୍କ ଗାଡି ସଂଗ୍ରହ ବିଷୟରେ ତାଙ୍କ ପାଖରେ ଏକ ମରସିଡିଜ ବେଞ୍ଜ ଜିଏଲଏସ ୩୫୦ ଡି ଯାହାର ଦାମ ୯୦ ଲକ୍ଷ୍ୟ ଅଟେ।ତାପରେ ଗୋଟେ ଫୋର୍ଡ ମୁସ୍ତାଙ୍ଗ ଯାହାର ଦାମ ୭୦ ଲକ୍ଷ୍ୟ ଟଙ୍କା ହୋଇଥାଏ।ଏହା ପଟେବି ତାଙ୍କ ପାଖରେ ମରସିଡିଜ ବେଞ୍ଜ ଜିଏଲଇ ୩୦୦ ଡି ଯାହାର ଦାମ ୮୦ ଲକ୍ଷ୍ୟ ଅଟେ।

Leave a Reply

Your email address will not be published. Required fields are marked *