March 10, 2025

Odia Express

Leading Odia News Portal of Odisha

ଆସନ୍ତୁ ୨ ମିନିଟରେ ନିଜ ଦାନ୍ତୁକୁ କିପରି ସଫା ସୁତରା ଓ ଧଳା କରି ପାରିବା – ଏହି ଜିନିଷ ରେ କେବଳ ଥରେ ଦାନ୍ତ ଘଷି ଦିୟନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁକି ଆପଣ କିପରି କିଛି ସମୟରେ ନିଜ ଅସନା ହଳଦିଆ ଦାନ୍ତକୁ ଭଲ ଭାବରେ ସଫା କରି ପାରିବେ।ସାଙ୍ଗମାନେ ଯେତେବେଳେ ଲୋକମାନେ ଅଧିକ ପାନର ବ୍ୟବହାର କରିବାକୁ ଲାଗନ୍ତି,ସିଗ୍ରେଟ ଓ ତମ୍ଭାଖୁର ବ୍ୟବହାର କରିବାକୁ ଲାଗନ୍ତି ତାହେଲେ ତାଙ୍କ ଦାନ୍ତର ଏହି ଅଵସ୍ଥା ହେଇଥାଏ।ତାପରେ ସେମାନେ ଯେତେ ପ୍ରକାରର ଚେଷ୍ଟା କଲା ପରେବି ସେମାନଙ୍କ ଦାନ୍ତରୁ ହଳଦିଆ ପଣ ଛଡେ଼ଇ ପାରି ନଥାନ୍ତି।ସାଙ୍ଗମାନେ ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡି ଯାଇଛି ଆପଣ ଏହି ଉପାୟ ପ୍ରୟୋଗ କରି ଆପଣ ନିଜ ଦାନ୍ତକୁ ସଫା କରି ପାରିବେ।ଦାନ୍ତ ଆମର ବ୍ୟକ୍ତିତ୍ୱକୁ ବଢେ଼ଇବାରେ ସାହାର୍ଯ୍ୟ କରେ।କାରଣ ଆଜି କାଲି ସମାଜରେ ଯଦି ଆପଣଙ୍କ ଦାନ୍ତ କଳା କିମ୍ବା ହଳଦିଆ ହୋଇଥାଏ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ବିଷୟରେ ବହୁତ ଖରାପ ଭାବି ଥାଏ।

ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇଯାଇଛି ଆପଣ ତାକୁ ସଫା ରଖନ୍ତୁ ଓ ସକାଳ ସନ୍ଧ୍ୟା ଦୁଇଟି ସମୟରେ ଆପଣ ନିଜ ଦାନ୍ତକୁ ସଫା କରନ୍ତୁ।ଆସନ୍ତୁ ଜାଣିବା ଏହି ନୁଷ୍କା ବନେଇବାର ଉପାୟ,ଆପଣ ସର୍ବ ପ୍ରଥମେ ଗୋଟେ ଖାଲି ଗିନା ନେବା।ଆମକୁ ପ୍ରଥମେ ଦରକାର ଗରମ ଓ ଉଷୁମ ପାଣି।ଆପଣ ସେ ଗିନାରେ ଅଳ୍ପରୁ ଅଳ୍ପ ମାତ୍ରାରେ ପାଣି ପକେଇବା ଆଵଶ୍ୟକ ଯାହାର ମାତ୍ରା ଅତି ବେଶୀରେ ଚାରି ଚାମୁଚ ନେବା।

ତାପରେ ଆପଣଙ୍କୁ ଅନ୍ୟ ଜିନିଷ ନବାର ଅଛି ଯାହାହେଉଛି ବେକିଙ୍ଗ ସୋଢ଼ା।ବେକିଙ୍ଗ ସୋଢ଼ା ଆମ ଦାନ୍ତକୁ ସଫା କରିବାରେ ସାହାର୍ଯ୍ୟ କରେ।ଆପଣଙ୍କୁ ଏହା କୌଣସିବି ସାଧାରଣ ଡାଲି ଚାଉଳ ଦୋକାନରେ ସହଜରେ ମିଳିଯିବ।ଆପଣ ଅଧା ଚାମୁଚ ବେକିଙ୍ଗ ସୋଢ଼ା ସେ ଉଷୁମ ପାଣିରେ ମିଶେଇ ଦେବେ।ତାପରେ ଆପଣଙ୍କୁ ତୃତୀୟ ଜିନିଷ ନେବାର ଅଛି ସେ ହେଉଛି ଲେମ୍ବୁ।ଆପଣ ଗୋଟେ ଅଧା ଲେମ୍ଭୁକୁ ନେଇ ସମ୍ପୂର୍ଣ୍ଣ ଭାବେ ଦଳି ଦିଅନ୍ତୁ।

ତାପରେ ଆପଣ ଚାମୁଚ ସାହାର୍ଯ୍ୟରେ ଭଲ ଭାବରେ ମିଶେଇ ଦିଅନ୍ତୁ।ତାପରେ ଆପଣଙ୍କୁ ଦରକାର ହେବ ଗୋଟେ ବ୍ରସର,ଯେଉଁ ବ୍ରସ ଆପଣ ସବୁଦିନ ସକାଳୁ ବ୍ରସ କରିଥାନ୍ତି।ଆପଣ ପ୍ରଥମେ ସେ ବ୍ରସକୁ ସେଥିରେ ବୁଡ଼େଇ ନେବେ ଓ ଭଲ ଭାବରେ ବ୍ରସ କରିବାକୁ ଲାଗିବେ।ଆପଣ ଅତିକମରେ ୨-୫ ମିନିଟ ପର୍ଯ୍ୟନ୍ତ ଆପଣଙ୍କ ଦାନ୍ତକୁ ସଫା କରିବାକୁ ଲାଗନ୍ତୁ।ଯାହାର ପ୍ରଭାବ ଆପଣଙ୍କୁ ପ୍ରଥମ ଥରରେ ଦେଖିବାକୁ ମିଳିନଥାଏ।

ସାଙ୍ଗମାନେ ଯଦି ଆପଣ ଏହାର ବ୍ୟବହାର ଲଗାତାର ୨-୩ ଦିନ କରିବାକୁ ଲାଗୁଛନ୍ତି ତ ଆପଣଙ୍କ ଦାନ୍ତ ଯାହା କଳା ଓ ହଳଦିଆ ହୋଇଯାଇଛି ତାହା ଧୀରେ ଧୀରେ ଧଳା ହେବାକୁ ଲାଗିବ।୩ ଦିନ ପରେ ଆପଣ ଦେଖିବେ କିଛି ଦିନରେ ଆପଣଙ୍କ ଦାନ୍ତ ମୋତି ଭଳି ଚିକ ଚିକ କରିବାକୁ ଲାଗିବ।ଆପଣ ଏହି ଉପାୟରେ ଆପଣ ନିଜ ଦାନ୍ତକୁ ସଫା କରି ପାରିବେ।ଏହା ଏକ ବହୁତ ଭଲ ଉପାୟ ଅଟେ ଯାହାଦ୍ୱାରା ଆପଣଙ୍କ ଦାଣ୍ତ ସମ୍ପୂର୍ଣ୍ଣ ଭାବେ ସଫା ହୋଇପାରିବ।ଏହାକୁ ତିଆରି କରିବାରେ ବହୁତ ଅଳ୍ପ ପଇସା ଖର୍ଚ୍ଚ ହେବ ଓ ବହୁତ ସହଜରେ ଆପଣଙ୍କ ଦାନ୍ତ ସଫା ହୋଇଯିବ।ଆପଣ ଗୋଟେ ଦିନରେ ଯଦି ହେବ ଏହାକୁ ଦୁଇଥର ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *