March 21, 2025

Odia Express

Leading Odia News Portal of Odisha

ଶରୀର ର କିଛି ଏପରି ଭାଗ ଯାହା ବାବଦରେ କି ଆପଣ କିଛି ବି ଜାଣି ନାହାନ୍ତି – ଏବେ ଏ ବିଷୟରେ ନିଶ୍ଚୟ ଜାଣି ରଖନ୍ତୁ…

ମଣିଷ ଶରୀର ବହୁତ ଜଟିଳତା ଭିତରେ ଭରା ଅଟେ। ଆମ ଶରୀର ର କାର୍ଯ୍ୟ ପ୍ରଣାଳୀ ତଥା ଅନ୍ୟ କାର୍ଯ୍ୟ କରିବାର କ୍ଷମତା ବହୁତ କଠିନ ହେଇ ଥାଏ। ଆମେ ଆମ ଶରୀର ର ଲକ୍ଷ ଲକ୍ଷ ଅଙ୍ଗ ମାନକ ବାବଦରେ ତ ଜାଣିଛୁ ହି। ମାତ୍ର ଆମେ ଆମ ଶରୀର ର ଏମିତି କିଛି ଅଙ୍ଗମାନଙ୍କ ବାବଦରେ ଚର୍ଚା ବି କରି ନାହୁଁ ଯାହା କି ଆମ ଶରୀର ରେ ଅଛି ଆଉ ଆମ ଶରୀର ପାଇଁ ମହତ୍ତ୍ୱପୂର୍ଣ ବି।ମାତ୍ର ଆମେ ସେହି ଅଙ୍ଗମାନଙ୍କ ବାବଦରେ ଜାଣି ବି ନାହୁଁ। ଆଜି ଆମେ ଆମର ଏହି ଲିଖନୀ ରେ ସେମିତି ହିଁ କିଛି ମହତ୍ର୍ବପୁର୍ଣ ଅଙ୍ଗ ମାନଙ୍କ ବାବଦରେ ଚର୍ଚ୍ଚା କରିବା ଯାହା କି ଆମ ଶରୀର ପାଇଁ ବହୁତ ଦରକାରୀ। ତ ଆସନ୍ତୁ ସମୟ ନଷ୍ଟ ନ କରି ଜାଣିବା।

୧: ଏନା ଟୋମିକାଲ ସ୍ନାଫ ବକ୍ସ:  ଯଦି ଆପଣ ନିଜର ହାତ ର ବୁଢା ଆଙ୍ଗୁଳି କୁ ସିଧା କରିବାକୁ ଚେଷ୍ଟା କରିବେ ତ ଆପଣ ଦେଖିବେ କି ଆପଣଙ୍କ ହାତର ମଝିରେ ଏକ ଖାଲୁଆ ଜାଗା ହେଇଯିବ ଯାହା କି ତ୍ରିକୋଣୀୟ ଭାବେ ଦେଖା ଯିବ। ଏହା ଆଗରୁ ଗୁଟ୍ଖା ତଥା ତମ୍ବାକୁ ରଖିବାରେ ବ୍ୟବହାର କରା ଯାଉଥିଲା ତେଣୁ ତାହାର ନାମ ହେଇଛି ଏନା ଟୋମିକାଲ ସ୍ନାଫ ବକ୍ସ। ଏହି ସ୍ନାଫ ବକ୍ସ ରେ ଆମକୁ ଅନୁଭବ ହେଉଥିବା ଯନ୍ତ୍ରଣା ଦ୍ୱାରା ଆମ ମଣିବନ୍ଧ ରେ ହେଇଥିବା ଫ୍ରକଚର ବାବଦରେ ଜଣା ପଡି ଯାଇ ଥାଏ।

୨: ଦି ବିଗ ଟୋ: ଏହା ଆମ ମନୁଷ୍ୟ ଶରୀର ର ଏକମାତ୍ର ଅଙ୍ଗ ଯାହା କି ଆମକୁ ଅନ୍ୟ ପ୍ରାଣୀ ମାନଙ୍କ ତୁଳନା ରେ ଅଲଗା ବନେଇ ଥାଏ। ଏହା ଆମ ଗୋଡ଼ ରେ ଥିବା ସବୁଠୁ ବଡ଼ ଆଙ୍ଗୁଳି ଅଟେ। ଏହାଦ୍ୱାରା ଆମକୁ ସହଜ ରେ କେଉଁଠିକି ଚଢ଼ିବା ତଥା ଗ୍ରୀପ ବନେଇବା ରେ ସହଜ ହେଇ ଥାଏ। ଏହି ଅଙ୍ଗ ଦ୍ୱାରା ହି ଆମକୁ ଅନେକ କିଛି ଆକ୍ଟିଭିଟି କରିବାରେ ସହଜ ହେଇଥାଏ ଆଉ ଏହାକୁ ହଟେଇବା ଦ୍ୱାରା ଆମ ଗୋଡ଼ ର ଅନେକ କିଛି ମସଲ ମାନଙ୍କୁ ପୁଣି ଟ୍ରେନ କରିବାକୁ ହେବ। ଏହା ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ ଅଟେ।

୩: ଗ୍ଲାବେଳା: ଯଦି ଆପଣ କେବେ ନିଜର ଆଖି ର ଆଇ ବ୍ରୋ କୁ ମୋଡିବାକୁ ଚେଷ୍ଟା କରନ୍ତି ତ ଆପଣ ଦେଖିବେ କି ଆପଣଙ୍କ ଆଇ ବ୍ରୋ ପାଖରେ ଏକ ଖାଲିଆ ଜାଗା ଦେଖାଯାଏ। ଏହା ପ୍ରକୃତରେ ଗ୍ଲାବେଳା ଅଟେ। ଏହା ଏକ ହାଡ଼ ର ମାତ୍ରା ଯାହା କି ଆମ ଆଇ ବ୍ରୋ ମାନଙ୍କୁ ସଂଯୋଗ କରେ। ଏହା ଦ୍ୱାରା ଆମେ ଆମ ଶରୀର ର ଜଳ ର ମାତ୍ରା କୁ ମାପି ପାରିବା।

Leave a Reply

Your email address will not be published. Required fields are marked *