March 24, 2025

Odia Express

Leading Odia News Portal of Odisha

ଭାରତୀୟ କ୍ରିକେଟର୍ କପିଲଦେବଙ୍କ ଝିଅ ବହୁତ ହିଁ ସୁନ୍ଦର ଅଟନ୍ତି , ଫଟୋ ଦେଖିକରି ଦିୱାନା ହୋଇଯିବେ ଆପଣ..

ଭାରତକୁ ପ୍ରଥମଥର କ୍ରିକେଟ୍ ରେ ୱାର୍ଲଡ୍ କପ୍ ଦେଇଥିବା କପିଲଦେବ ନିଜ ପରିଶ୍ରମ ଦ୍ୱାରା ଭାରତୀୟ କ୍ରିକେଟ୍ ଟିମ୍ ର ସ୍ୱପ୍ନକୁ ସାକାର କରିଥିଲେ , ସେହି ଦିନକୁ ଭାରତୀୟ ଇତିହାସରେ ସ୍ୱର୍ଣ୍ଣ ଅ‍କ୍ଷରରେ ଲେଖାଯାଇଛି , ଯେବେ ସେ ଦିନ ଆସେ ତେବେ ମନରେ କପିଲଦେବଙ୍କ ଚେହେରା ଆସିଯାଏ , କପିଲଦେବଙ୍କ ଗଣନା ଭାରତର ସର୍ବଶ୍ରେଷ୍ଠ କ୍ରିକେଟ୍ ଖେଳାଳୀ ରୁପରେ କରାଯାଏ , ସେ ଏକ ମହାନ୍ ଅଲରାଉଣ୍ତର ଥିଲେ , ଆଜି ପର୍ଯ୍ୟନ୍ତ ଭାରତକୁ କପିଲଦେବଙ୍କ ପରି ଅଲରାଉଣ୍ତର ମିଳିନାହିଁ , ସନ୍ ୨୦୦୨  ରେ ବିଜଡନରେ କପିଲଦେବ ଭାରତୀୟ କ୍ରିକେଟ୍ ର ସଦିର ମହାନ୍ କ୍ରିକେଟ୍ ଭାବେ ନିର୍ବାଚିତ୍ କରିଥିଲେ , ଏବେ ସେ ଏକ କ୍ରିକେଟ୍ ବିଷେଶଜ୍ଞ ହୋଇସାରିଛନ୍ତି , ଓ କମେଣ୍ଟ୍ରିର ଆୱାଜ୍ ରେ ସେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କପିଲଦେବଙ୍କ କ୍ରିକେଟ୍ ବାଲା ଦିନ ବିଷୟରେ କହିବୁ ନାହିଁ ।

ବରଂ ଆଜି ଆପଣଙ୍କୁ ତାଙ୍କର ନିଜସ୍ୱ ଜୀବନ ବିଷୟରେ କହିବୁ ଯାହା ବହୁତ କମ୍ ଲୋକ ଜାଣିଛନ୍ତି , କହିଦେବୁ କି ୬୯ ବର୍ଷୀୟ କପିଲଦେବଙ୍କ ଜନ୍ମ ୬ ଜାନୁୟାରୀ ୧୯୫୯ ରେ ଚଣ୍ତୀଗଡରେ ହୋଇଥିଲା , କପିଲଦେବଙ୍କ ନିଜ କ୍ରିକେଟ୍ ର କ୍ୟାରିୟର୍ ୧୯୭୫ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ରୁ ଆରମ୍ଭ ହୋଇଥିଲା,  ସେ କ୍ରିକେଟ୍ ରେ ଲୋକପ୍ରିୟତା ହାସିଲ୍ କରିବାର ବର୍ଷ ୧୯୮୦ ରେ ରୋମି ଭାଟିଆଙ୍କୁ ବିବାହ କରିନେଇଥିଲେ । ଏହା ବହୁତ କମ୍ ଲୋକ ଜାଣିଥିବେ କି କପିଲ ଦେବ ଓ ତାଙ୍କ ସ୍ତ୍ରୀ ରୋମିଙ୍କ ଲଭ୍ ଷ୍ଟୋରୀ ଗୋଟେ ସମୟରେ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା , କପିଲ୍ ଦେବ ଓ ତାଙ୍କ ସ୍ତ୍ରୀ ପ୍ରେମ ସେମିତି କମ୍ ନଥିଲା କିନ୍ତୁ ଖୁସିଖବର ତାଙ୍କୁ ୧୬ ବର୍ଷ ବୟସ ପରେ ମିଳିଲା , ତାଙ୍କ ଘରେ ଲକ୍ଷ୍ମୀଙ୍କ ଜନ୍ମ ୧୯୮୮ ରେ ହେଲା , କପିଲ୍ ଓ ତାଙ୍କର ସ୍ତ୍ରୀ ନିଜ ଝିଅଙ୍କ ନାଁ ଅମିଆ ରଖିଲେ ।

ଅମିଆ ଏବେ ୨୨ ବର୍ଷ ହୋଇସାରିଲେଣି , ଓ ଆମେରିକାରେ ଗ୍ରାଜୁଏସନ୍ ପଢୁଛନ୍ତି , କପିଲଦେବଙ୍କ ଝିଅ ଅମିଆ ବିଦେଶରେ କରୁଥିବାରୁ ଭାରତରେ ତାଙ୍କୁ ଦେଖାଯାଏ ନାହିଁ , ଏହି ଫଟୋରେ ତାଙ୍କ ମା ବାପାଙ୍କ ସହ ଆପଣ ଦେଖିପାରୁଥିବେ , ଖବରରୁ ଜଣାଯାଏ କି ଅମିଆ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ସେ ନିଜ ଏକାଉଣ୍ଟ ପ୍ରାଇଭେଟ୍ ରଖିଛନ୍ତି , ଯଦି କିଏ ତାଙ୍କୁ କହିବେ ବ୍ୟୁଟି ୱିଥ୍ ବ୍ରେନ୍ କହିବା ଭୁଲ୍ ହେବ ନାହିଁ , ସୁଚନା ପାଇଁ ଜଣେଇଦେବୁ କି କପିଲ ଦେବଙ୍କ ଝିଅ ଅମିଆ ଦେବ ଏକ ଜଣାଶୁଣା ଲେଖିକା ଅଟନ୍ତି ।

କପିଲ୍ ଦେବ ନିଜ ଜୀବନରେ ଖେଳ ପ୍ରତି ସବୁବେଳେ ସମର୍ପିତ ରହିଆସିଛନ୍ତି , ସେ ସବୁବେଳେ ଅଟୋଗ୍ରାଫ୍ ନେବାପାଇଁ ନୁହେଁ ଦେବାରେ ରୁହନ୍ତି , କପିଲଙ୍କ ସ୍ତ୍ରୀ ରୋମ୍ ଭାଟ୍ଟିଆ ଓ ଝିଅ ଅମିଆ ଦେବଙ୍କ ସହ ଏକ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି ,  କହିଦେବୁ କି କପିଲଦେବଙ୍କ ଜୀବନରେ ସବୁଠାରୁ ବଡ ଗୁରୁତ୍ୱପୁର୍ଣ୍ଣ ସ୍ମୃତି ଖୁବ୍ ଶିଘ୍ର ବଡ ପର୍ଦାରେ ନଜର ଆସିଯିବ , ୧୯୮୩ ନାମରେ ଏହି ଫିଲ୍ମ ରଣବୀର ସିଂ କପିଲଦେବଙ୍କ ଅଭିନିତରେ ନଜର୍ ଆସିବେ ।

Leave a Reply

Your email address will not be published. Required fields are marked *