March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଏକ ଏମିତି ବନସ୍ପତି ବିଷୟରେ ଯାହା ଆମକୁ ବୃକକ ସମସ୍ୟାରେ ସାହାଯ୍ୟ କରେ – ବ୍ୟବହାର କରିବା ଉପାୟ ଜାଣିରଖନ୍ତୁ…

ସାଙ୍ଗମାନେ ପ୍ରକୃତିର ଖଜାନା ଅମୂଲ୍ୟ ଓ ବହୁତ ଦରକାରୀ ଜିନିଷରେ ଭରି ରହି ଅଛି।ପ୍ରକୃତିରେ ଅନେକ ପ୍ରକାରର ଓ ଭିଭିନ୍ନ କିସମର ବନସ୍ପତି ବୃକ୍ଷ ଆମ ଆଖ ପାଖରେ ଭରି ରହିଥାଏ କିନ୍ତୁ ଜ୍ଞାନ ଅଭାବରେ ଆମେ ମାନେ ଏହାକୁ ଜାଣି ପାରି ନଥାଉ ଓ ଏହାକୁ ହେୟଜ୍ଞାନ କରିଥାଉ।ଆମେ ଆଜି ଏମିତି ଏକ ଏମିତି ବନସ୍ପତି ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ମୂଲ୍ୟବାନ ଅଟେ କିନ୍ତୁ କୃଷକମାନଙ୍କ ପାଇଁ ଏହା ବହୁତ ଅସୁବିଧା କାରକ ଅଟେ।ସାଙ୍ଗମାନେ ଏହି ବନସ୍ପତି ଆମ ସାରା ଭାରତ ବର୍ଷରେ ମିଳିଥାଏ।ବର୍ଷା ୠତୁରେ ଏହା ଉଠି ଥାଏ,ଏହି ଜଙ୍ଗଲି ଜଡିବୁଟି ପୁନର୍ବାତର ଗୋଟେ ପ୍ରଜାତି ଅଟେ।ଏହାକୁ ସବୁ ଲୋକ ସାଟ ନାମରେ ଜାଣି ପାରନ୍ତି।ଏହାର ପତ୍ର ଗୋଲ ଓ ରସ ଭରାତଥା ମାଂସାଳ ହୋଇଥାନ୍ତି।ବର୍ଷା ହେବା ମାତ୍ରେ ଏହି ଗଛ ଭୂମିରେ ଚତୁର୍ପାଶ୍ୱରେ ଖେଳି ଯାଇଥାଏ।ଏହା ଚାଷ ଜମିରେ ଅନାବନା ଘାସ ସହିତ ଜନ୍ମ ହୋଇଥାନ୍ତି।

ନିଜ ଗୁଣ କାରଣରୁ ଏ ଗଛ ବହୁତ ମୂଲ୍ୟବାନ ଅଟେ।ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ବିସ୍ତାରରେ,ବିଷଖପରା ଏହାର ସଂସ୍କୃତ ନାମ ହୋଇଥାଏ।ବିଷ ଖପରା ପୁନର୍ବାର ଗୋଟେ ପ୍ରଜାତି ଅଟେ,ଏହାର ବୈଜ୍ଞାନିକ ନାଁ ଟ୍ରେନଥମା ପ୍ରୋଟୁଲାକାଷ୍ଟ୍ରମ ହୋଇଥାଏ।ଏହି ବନସ୍ପତି ବର୍ଷାଋତୁର ପ୍ରଥମ ବର୍ଷାରେ ସବୁ ଆଡେ ଉଅଲବ୍ଧ ହୋଇଥାଏ।ସେଥିପାଇଁ ଏହାକୁ ବର୍ଷା ଭୂଷିତ ବୋଲି ଆମେ ଜାଣି ଥାଉ।

ବିଷ ଖପରା ଏହାର ଅର୍ଥ ହେଲା ଶରୀରରେ ଜମା ହୋଇଥିବା ମୂଳ ରୂପି ବିଶକୁ ସମ୍ପୂର୍ଣ୍ଣ ଭାବେ ବାହାରକୁ ଠେଲି ଦେବା।ପୁନର୍ବାର ଗଛ ଭଳି ଏହା ଉପରେ ଧଳା ଓ ଗୋଲାପି ଫୁଲ ଆସିଥାଏ।ଏଥିରେ କଳାରଙ୍ଗର ସୁକ୍ଷ୍ମ ମଞ୍ଜି ଥାଏ।ଏହାର ପତ୍ର ଗୋଟେ ଆକାରର ହୋଇଥାଏ ଓ ଏହାର ପତ୍ର ନିଜ ସାମ୍ନାରେ ଉଠନ୍ତି ଏହାର ପତ୍ର ବହୁତ ମାଂଶାଳ ଓ ରସ ଭରା ହୋଇଥାଏ।

ଏହାର ପତ୍ରର ତିଆରି ନାଲି ରଙ୍ଗରେ ହୋଇଥାଏ ଓ ଏହାର ଶାଖା ବହୁତ କୋମଳ ହୋଇଥାଏ ଓ ସହଜରେ ଭାଙ୍ଗି ଯାଏ।ଏହି ବନସ୍ପତିର ସ୍ୱାଦ ଅଳ୍ପ ଖଟା ଓ ଲୁଣିଆ ହୋଇଥାଏ।ଏହାର ପତ୍ରକୁ ଶାଗ ଭଳି ଆମେ ଖାଇ ଥାଉ ଓ ବେଶୀରେ ବେସି ଜଳ ବ୍ୟାଧିରେ ଏହାକୁ ଆମେ ବ୍ୟବହାର କରି ଥାଉ।ଏହି ବନସ୍ପତିର ଗୁଣ ଧର୍ମ ମୂତ୍ରଣ ହୋଇଥାଏ।ଏହା ମୂତ୍ରଣ ହେବା କାରଣରୁ ମୂତ୍ର କଛ ଓ ବୃକକ ସମସ୍ୟାରୁ ରକ୍ଷା ଦେଇଥାଏ।

ଏହା ବନସ୍ପତି ପୁନର୍ବା ଭଳି ହୋଇଥାଏ ଓ ଏଥିରେ ପୁନର୍ବା ଭଳି ଗୁଣ ମାନ ରହିଥାଏ।ପୁନର୍ବାର ବୈଜ୍ଞାନିକ ନାମ ବହୁବ୍ୟା ଡିଫ୍ୟୁଜା ହୋଇଥାଏ।ପୁନର୍ବା ଗଛ ବହୁତ ଲମ୍ବା ବଢିଥାଏ ଓ ଏହାର ଚେର ବହୁତ ତଳକୁ ଯାଇଥାଏ ଓ ମୋଟା ହୋଇଥାଏ।ଏ ଦୁଇଟି ଅଲଗା ଅଲଗା ବନସ୍ପତି ଅଟନ୍ତି କିନ୍ତୁ ଗୁଣରେ ଗୋଟେ ସମାନ ହୋଇଥାନ୍ତି।ବିଷ ଖପରା ଶରିରରେ ଥିବା ବିଷକୁ କାଟିଥାଏ ଓ କୋଷ୍ଠକାଠିନ୍ୟରେ ଲାଭ ଦାଇ ହୋଇଥାଏ।

ଏଥିରେ କାର୍ବୋନଟର ମାତ୍ରା ଅଧିକ ଥାଏ ଓ ଏହାକୁ ବ୍ୟବହାର କଲେ ଭୋକ ବଢି ଥାଏ ଓ ରୋଗପ୍ରତିରୋଧକ କ୍ଷମତା ବଢି ଥାଏ।ଏହାର ଔଷଧିୟ ଗୁଣ ପାଇଁ ଏହା ବୃକକର ପଥରରେ ବହୁତ ଲାଭ ଦାଇ ହୋଇଥାଏ।ଏହାକୁ ସେବନ ଦ୍ୱାରା ବୃକକର ଦୁର୍ବଳତା କମିଥାଏ ଓ ଏହାର ପତ୍ରର ରସକୁ ୧୫-୩୦ ଗ୍ରାମ ସେବନ ଦ୍ୱାରା ଆମ ଯକୃତ ସମସ୍ୟାରୁ ରକ୍ଷା ମିଳିଥାଏ।

ଶରୀରର କୌଣସି ପ୍ରକାରର ଦୁର୍ବଳତାରୁ ରକ୍ଷା ପାଇବା ପାଇଁ ସାହାର୍ଯ୍ୟ କରିଥାଏ ଓ ଏହାର ପତ୍ରକୁ ବାଟୀ ଲେପ ଲଗେଇବା ଦ୍ୱରା ଶରିରରେ ହୋଇଥିବା ଫୁଲା ଆଦି କମିଯାଏ।ଏହାର ଶାଗ ବନେଇ ଖାଇବା ଓ କାଡ଼ା ଵନେଇ ପିବା ଦ୍ୱାରା ଶରୀର ଭିତରେ ଥିବା ଫୁଲା କମିଯାଏ।ଏହାର ପତ୍ରକୁ ବାଟୀ ଘା ସ୍ଥାନରେ ଲଗେଇବା ଦ୍ୱାରା ଆମ ଘା ଶିଘ୍ର ଭରି ଯାଏ।

Leave a Reply

Your email address will not be published. Required fields are marked *