ରାତିରେ ପତ୍ରକୁ ଏହି ଭଳି ଲଗାନ୍ତୁ ଓ ମାତ୍ର ୪୦ ଦିନରେ ଦେଖନ୍ତୁ ଆପଣଙ୍କ ମଧୁମେହ ସମୂଳ ଭଲ ହୋଇଯିବ….

ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜିକାଲି ମଧୁମେହ ଏକ ସାଧାରଣ ରୋଗ ହୋଇଗଲାଣି।ଯାହା କାହାକୁବି କେତେବେଳେ ହୋଇ ଯାଉଛି।ଆପଣ ନିଜ ମଧୁମେହକୁ ନିଜ ନିୟନ୍ତ୍ରଣରେ ରଖିବାକୁ ହେଲେ ଆପଣ ସବୁଦିନ ଗୋଟେ ବଟିକା ଖାଇଥାନ୍ତି।ଯଦି ଆପଣମାନଙ୍କ ଭିତରୁ ଯଦି କାହାରବି ରକ୍ତରେ ଶର୍କରାର ମାତ୍ରା କମ କିମ୍ବା ବେଶୀ ହୋଇଗଲେ ଦୁଇ ଜଣଙ୍କୁ ଅସୁବିଧା ହୋଇଥାଏ।
ଆପଣ ନିଜ ଜୀବନ ସାରା ମିଠା ଜିନିଷ ଖାଇ ପାରିବେ ନାହିଁ।ଡାକ୍ତର ଆପଣଙ୍କୁ ଉପଦେଶ ଦିଏକି ଯଦି ଆପଣ ମିଠା ଖାଉଛନ୍ତିତ କମ ପରିମାଣରେ ଖାଆନ୍ତୁ।ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଏପାୟ କହିବାକୁ ଯାଉଛୁ ଆପଣ ତାକୁ ବ୍ୟବହାର କରିବା ଫଳରେ ଆପଣ ମନ ଇଛା ମିଠା ଖାଇ ପାରିବେ ଓ ଆପଣଙ୍କ ମଧୁମେହ ରୋଗ ଭଲ ହୋଇଯିବ।ଆମ ଭାରତୀୟ କେତେକ ପୁରାଣ ଆଦିରେ ଏହି ଉପାୟର ବର୍ଣ୍ଣନା ଅଛି।
ଆସନ୍ତୁ ଜାଣିବା ଏହା କେଉଁ ଉପାୟ ଅଟେ ଓ କିପରି ବ୍ୟବହାର କରାଯାଏ ଓ କେତେବେଳେ ବ୍ୟବହାର କରିବା ସେ ବିଷୟରେ ଆମେ ଜାଣିବା ? ଆପଣଙ୍କୁ ଦରକାର ଅରଖ ଗଛର ପତ୍ର,ଆମ ଭାରତରେ ଏହା ଦୁଇ ପ୍ରକାରର ଗଛ ଥାଏ।ଗୋଟେ ହେଉଛି ଧଳା ଓ ଅନ୍ୟଟି ହେଉଛି ବାଇଗଣି।ଆପଣ ଦେଖିବେ ଯେ ଯେଉଁ ଗଛରେ ଧଳା ଫୁଲ ଫୁଟି ଥିବ ସେ ଗଛର ପତ୍ର ନେବେ ନହେଲେ ଏହି ଉପାୟ ଭଲଭାବରେ କାମ କରିବ ନାହିଁ।
ଆପଣ ୪ ରୁ ୫ ପତ୍ର ଘରକୁ ଛିଡେଇ ନେବେ ଓ ତାକୁ ଭଲ ଭାବରେ ଘରେ ନେଇ ଧୋଇଦେବେ।ଆପଣ ଯଦି ଚାହୁଁଛନ୍ତି ଏହାକୁ ୨-୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଛନ୍ତିତ ଆପଣ ଗୋଟେ ଓଦା କପଡ଼ାରେ ତାକୁ ଗୁଡେଇ ରଖି ପାରିବେ। ଆସନ୍ତୁ ଜାଣିବା ଆମେ ଏହାର ବ୍ୟବହାର କରିବା ଓ କେତେବେଳେ ବ୍ୟବହାର କରିବା। ଆପଣଙ୍କୁ ଗୋଟିଏ ଅରଖ ଗଛର ପତ୍ର ନେବେ।
ତାପରେ ନିଜ ତଳ ପାଦକୁ ଭଲ ଭାବରେ ଘଷି ଧୋଇ ସଫା କରି ଦେଇ ପୋଛି ଦେବେ ଓ ତାପରେ ସେ ଅରଖ ପତ୍ରର ପଛ ପଟକୁ ନିଜ ପାଦରେ ଲଗାନ୍ତି।ତାପରେ ଆପଣଙ୍କୁ ନେବାର ଅଛି ଗୋଟେ ସୁତା। ତାପରେ ଆପଣ କଣ କରିବେନା ଗୋଟିଏ ସୁତା ସାହାଯ୍ୟରେ ଭଲ ଭାବରେ ବାନ୍ଧି ପାରିବେ ନହେଲେ ଆପଣ ନିଜ ମୋଜାକୁ ପିନ୍ଧି ପାରିବେ।ଖରାଦିନେ ଆପଣ ସେ ମୋଜାର ବ୍ୟବହାର କରିବେ ନାହିଁ।
ଖରାଦିନେ ଆପଣ ମୋଜା ବଦଳରେ ଆପଣ ସୁତାର ବ୍ୟବହାର କରିବା ଉଚିତ।ଆପଣ ନିଜର ଦୁଇ ପାଦରେ ରାତିରେ ଶୋଇଲା ବେଳେ ବାନ୍ଧି ଦେବେ ଓ ତାପରେ ଆପଣ ସକାଳ ହେଲେ କାଢି ଦେବେ।ଆପଣଙ୍କୁ ବାସ ଏତିକି କରିବାର ଅଛି ଆପଣଙ୍କୁ ଏହାକୁ ମାତ୍ର ୪୦ ଦିନ ପର୍ଯ୍ୟନ୍ତ ଲଗାତାର କରିବାର ଅଛି।ଆପଣ ଧ୍ୟାନ ରଖିବେ ଗୋଟିଏ ପତ୍ରକୁ ଦୁଇଥର ବ୍ୟବହାର କରି ପାରିବେନି।ଆପଣ ୪୦ ଦିନ ପରେ ଆପଣଙ୍କ ମଧୁମେହ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଆସିଯିବ।ଆପଣ ଦେଖିବେ ଓ ଆପଣଙ୍କୁ ନିଜ ଉପରେ ବିଶ୍ୱାସ ହେବ ନାହିଁ ଏମିତି ଲାଭ ମିଳିବ ଓ ଆପଣ ପୂର୍ବ ଭଳି ମିଠା ଠାରୁ ଆରମ୍ଭକରି ସବୁ ପ୍ରକାରର ଖାଦ୍ୟ ଖାଇ ପାରିବେ।