March 25, 2025

Odia Express

Leading Odia News Portal of Odisha

ଆଜିର ୧୫ଟି ମଜାଦାର୍ ଜୋକ୍ସ : ସ୍ୱାମୀ ନିଜ ସ୍ତ୍ରୀ ସହ ବାର୍ ରେ ବସିଥିଲା ଅଚାନକ ତାକୁ ଶୌଚାଳୟ ଯିବାକୁ ପଡିଲା ତାପରେ ଯାହା ହେଲା ଜାଣିଲେ ହସି ହସି ବେଦମ ହେଇଯିବେ ଆପଣ…

କୁହନ୍ତି ମନ ଚଞ୍ଚଳ ହୋଇଥାଏ । ଓ ଏହା କେବେ କେଉଁଠି ପହଞ୍ଚିଯାଏ ତାହା କାହାକୁ ଜଣାପଡିନଥାଏ । କାରଣ ଏହି ଗତି ଦୁନିଆଁରେ ସବୁଠାରୁ ଅଧିକା ତେଜ୍ ହୋଇଥାଏ , ଏପଟସେପଟ କଥା ଭାବି ବହୁତଥର ଆମେ ନିଜ ମନକୁ ଦୁଃଖ କରିବସୁ , ଓ ନ ଚାହିଁଲେ ବି ମନରେ ବୋଝ ବନାଇଦେଉ , ଆଜି ଆମେ ଆପଣଙ୍କୁ କିଛି ଏପରି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିଲାପରେ ଆପଣଙ୍କ ମନ ଖୁସି ହୋଇଯିବ , ଯାହାପରେ ଆପଣ  ନିଜ ପରିବାରକୁ ଖୁସିରେ ଦେଖିପାରିବେ , ଓ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସଗୁଡିକ ।

୧) ଭଗବାନ ସବୁ ମଣିଷଙ୍କୁ ଧନୁଷ ଆକାରର ଓଠ ଦେଇଛନ୍ତି , କିନ୍ତୁ ବାଣରୂପୀ ଶବ୍ଦର ବ୍ୟବହାର କେବଳ ସ୍ତ୍ରୀମାନଙ୍କୁ ଆସିଥାଏ , ଯେଉଁ ଦୂଃଖୀ ସ୍ୱାମୀଙ୍କ ହୃଦୟକୁ ଭେଦ କରିଦେବ ।

୨) କାଲି ପର୍ଯ୍ୟନ୍ତ ଯିଏ କହୁଥିଲା ତୁମେ ଦେଖାନକଲେ ମୁଁ ବିଷ ଖାଇଦେବି , ଆଜି ସେ ମୋର ବାହାଘରରେ ୪ ଟି ରସଗୋଲା, ୧ ପ୍ଲେଟ୍ ଚାଉମିନ୍, ୨ ଟି ଦୋଶା, ଓ ୫ ଟି ପୁଡିଆ ଗିଳିକରି ଯାଇଛି ।

୩) ସ୍ତ୍ରୀ ମାର୍କେଟ୍ ରୁ ଫେରିଲା , ସ୍ୱାମୀ ମୋର ଅନ୍ଦାଜା କହୁଛି କି ଏହି ଡବାରେ କିଛି ଖାଇବା ଜିନିଷ ଅଛି , ସ୍ତ୍ରୀ ଆରେ ବାଃ ମୋର ପତି ପରମେଶ୍ୱର ବିଲକୁଲ୍ ଠିକ୍ ଅନ୍ଦାଜା ଲଗାଇଛନ୍ତି । ଏଥିରେ ମୋର ସାଣ୍ତେଲ୍ ଅଛି ।

ଏକ ମହିଳା ତରକାରୀ ବନାଉଥିଲେ ଓ ତାହାର ଫଟୋ ନେଇକରି ଫେସବୁକ୍ ରେ ଅପଲୋଡ୍ କରିଦିଏ , ଡାଇନିଙ୍ଗ୍ ଟେବୁଲ୍ ରେ ବସିଥିବା ସ୍ୱାମୀ କହେ ଏହି ତରକାରି ଭଲ ହୋଇନାହିଁ  ସ୍ତ୍ରୀ କହେ ୫୨୩ ଲୋକେ ଏହାକୁ ଲାଇକ୍ କରିଛନ୍ତି ୧୨୦ ଲୋକ କମେଣ୍ଟରେ ୟମି ବୋଲି ଲେଖିଛନ୍ତି । ଖାଲି ତୁମର ନଖରା ବାହାରୁଛି ।

ସ୍ତ୍ରୀ ସକାଳୁ ସକାଳୁ ଉଠିକରି ସିଧା ମେକଅପ୍ କରିବାକୁ ଲାଗେ ଯେତେବେଳେ ସ୍ୱାମୀର ଆଖି ଖୋଲେ ସେ କହେ ପାଗଳି ହୋଇଯାଇଛ କି ସକାଳୁ ସକାଳୂ ମେକ୍ ଅପ୍ କରୁଛ ! ସ୍ତ୍ରୀ ଚୁପ୍ ରୁହ , ମୁଁ ମୋର ଚେହେରାକୁ ଦେଖି ଖୋଲିବାବାଲା ଲକ୍ ଲଗାଇଛି , ଓ ସେ ଏବେ ପର୍ଯ୍ୟନ୍ତ ଚିହ୍ନି ପାରୁନି ।

ଥରେ ଭୋଗଳ ଟିଚର୍ ଛୁଆଙ୍କୁ ପଚାରିଲେ କି ଗଙ୍ଗା କେଉଁଠୁ ପ୍ରବାହିତ ହେଉଛି , ଓ କେଉଁଠି ଯାଇକରି ମିଶୁଛି । ଗୋଟେ ଛୁଆ ଠିଆ ହୋଇକରି କହିଲା ମ୍ୟାଡମ୍ ଗଙ୍ଗା ଘରୁ ବାହାରେ ଓ ସ୍କୁଲ୍ ପଛ ପଟୁ ଯାଇକରି କାଳୁ ସହ ଦେଖାକରେ ।

କଛୁଆ ଛାପ ମଶାବତୀ ଲଗାଇଲେ ମଶା କଛୁଆ ଚାଲିରେ କାଟନ୍ତି । କିନ୍ତୁ କାମୁଡନ୍ତି ନିଶ୍ଚିତ ।

ସ୍ତ୍ରୀ : ଜାନୁ , କଣ ମୁଁ ତୁମ ସ୍ୱପ୍ନରେ ଆସେ କି , ସ୍ୱାମୀ : ନା , ସ୍ତୀ କଣ ପାଇଁ ନୁହେଁ ? ସ୍ୱାମୀ : ମୁଁ ହନୁମାନ ଚାଳିଶା ପଢିକରି ଶୋଇଥାଏ ,

ସବୁଠାରୁ ଅଧିକା ନିଶା କେଉଁଥିରେ ହୋଇଥାଏ , ମଦ ନା ପ୍ରେମ ନା ପଇସା , ସବୁଠାରୁ ଅଧିକା ନିଶା ହୋଇଥାଏ ବହିରୁ , ଖୋଲିଲେ ନିଦ ଆସିଯାଏ ।

ଥରେ ପପୁ ଘଡି ତିଆରି କରୁଥିବା ଲୋକଙ୍କୁ ପଚାରିଲା କି ଏହି ଘଡି ଠିକ୍ କରିବା ପାଇଁ କେତେ ନେବ , ଘଡିବାଲା ଯେତେ ଦାମ୍ ଅଛି , ତାହାର୍ ଅଧା ଦେବ , ଆଗାମୀ ଦିନ ଯେବେ ଘଡିବାଲା ପପୁକୁ ଯେବେ ତାର ପ୍ରାପ୍ତ ପଇସା ମାଗିଲା , ପପୁ ଦୁଇଟି ଚାପୁଡା ଦେଲା , ଘଡି ବାଲା କଣ ଏମିତି ମାରିଲ , ପପୁ କିଛି ନୁହେଁ ଯେବେ ମୁଁ ଘଡି ନେବାର ଜିଦ୍ କଲି , ତେବେ ମୋର ବାପା ମୋତେ ଚାରୋଟି ଚାପୁଡା ମାରିଥିଲେ ।

ଅଧା ରାତିରୁ ଘରେ ଚୋର ପଶି ବେଡରୁମ୍ ରେ ସ୍ୱାମୀକୁ ରସିରେ ବାନ୍ଧିଦେଲେ , ଓ ଛୁରୀ ଦେଖାଇକରି ସବୁ ଗହଣା ବାହାର କରିବାକୁ କହିଲେ, ସ୍ତ୍ରୀ କହିଲା , ଆପଣମାନେ ଯାହା ଚାହୁଁଛ ନେଇଯାଅ କିନ୍ତୁ ତାଙ୍କୁ ଛାଡିଦିଅ , କାରଣ ସେ ମୋର ପଡୋଶୀ ଘରର ସ୍ୱାମୀ ଅଟନ୍ତି ମୋର ସ୍ୱାମୀ ଏବେ ଆସୁଥିବେ ।

ଥରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ଏକ ବାର୍ ରେ ବସିଥିଲେ, ଅଚାନକ ସ୍ୱାମୀଙ୍କୁ ଶୌଚାଳୟ ଯିବାକୁ ପଡିଲା,  ଏତିକିରେ ଗୋଟେ ଝିଅ ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସି କାନରେ କହିଲା,  ପଇସା ଆଗ ନେଇଯିବ ଏହି ଲୋକଠୁ ଆଗକୁ ବହୁତ ଲଫଡା କରେ ।ନହେଲେ ଖାଇବା ବିଲ ତମକୁ ଦେବାକୁ ପଡିବ

ରିସର୍ଚରୁ ଏହା ଜଣାପଡିଛି କି ସ୍ତ୍ରୀ ସହ କଥା ହେଲେ ଟେନସନ୍ ଦୂର ହୋଇଯାଏ ,ହାର୍ଟ ଆଟାର୍କ ବିପଦ ୮୦ ପ୍ରତିଶତ କମ୍ ହୋଇଯାଏ , ଦିମାଗ ୯୦ ପ୍ରତିଶତ ରିଲାକ୍ସ ହୋଇଯାଏ , ଷ୍ଟ୍ରେସ୍ ଲେବୁଲ୍ ୯୫ ପ୍ରତିଶତ ନର୍ମାଲ୍ ହୋଇଯାଏ , ଖାଲି ଗୋଟେ କଥା ଧ୍ୟାନ ରଖନ୍ତୁ କି ସ୍ତ୍ରୀ ନିଜର ହେବା ଦରକାର ।

Leave a Reply

Your email address will not be published. Required fields are marked *