ମାତ୍ର ୭ ଦିନରେ ଏହାର ବ୍ୟବହାର କରିବା ଦ୍ୱାରା ଆପଣ ନିଜ ପେଟରେ ଥିବା ପଥର କିପରି ଭଲ କରି ପାରିବେ…

ନମସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବୁକି ଆପଣ ନିଜ ପେଟରୁ କିପରି ପଥର ଦୁର କରି ପାରିବେ ସେ ବିଷୟରେ ଜାଣିବା।ଆମେ ନା ଏଠି ଆପଣଙ୍କୁ ଆପଣଙ୍କ କୌଣସି ପଇସା କିମ୍ଭା କୌଣସି ସମୟ ନଷ୍ଟ କରିବାକୁ କହିବୁ ନାହିଁ।ସାଙ୍ଗମାନେ ଯଦି ଆପଣ ପଥୁରୀର ଠିକ ସମୟରେ ଉପଚାର ନକରାଯାଏ ତ ଏହା ଗମ୍ଭୀର ସମସ୍ୟାର ରୁପ ନେଇଥାଏ। ଯଦି ଆପଣ ଡାକ୍ତରଙ୍କ ପାଖକୁ ଯାଇଥାଉ ସେ ଆମକୁ ଲେଜର ପଦ୍ଧତି କରେଇ ବାକୁ ଉପଦେଶ ଦେଇଥାଆନ୍ତି।ସେ ପଦ୍ଧତିରେ ବୃକକରୁ ପଥର ଯାଇ ନଥାଏ ମାତ୍ର ୧୦-୧୫ ଦିନ ଆପଣଙ୍କୁ ଆରାମ ମିଳିଥାଏ।ତାପରେ ପୁନର୍ବାର ଆମକୁ ପଥରର ସମସ୍ୟା ଦେଖିବାକୁ ମିଳିଥାଏ।ଏଠି ଆପଣଙ୍କୁ କେତେକ ଖାଦ୍ୟ ପେୟରେ ପରିବର୍ତ୍ତନ ଆଣିବାକୁ ପଡିଥାଏ।ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ବହୁତ ସହଜ ଅଟେ।
ଆପଣଙ୍କୁ ମାତ୍ର ଏହାକୁ ୩-୪ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବାର ଅଛି ଓ ତାର ଲାଭ ଆପଣ ନିଜେ ନଜ ଆଖିରେ ଦେଖି ପାରିବେ।ଆସନ୍ତୁ ଜାଣିବା ଏହି ଉପାୟକୁ ତିଆରି କରିବାର ବିଧି।ଆପଣଙ୍କୁ ନବାର ଅଛି ବେଲ ଗଛର ଫଳ।ଏହା ଆପଣଙ୍କୁ ଏହି ଫଳ ସହଜରେ ମିଳିଯିବ।ଆପଣ ଏହି ଗୋଟେ କଥାର ଧ୍ୟାନ ନିଶ୍ଚିନ୍ତ ରଖିବେକି ଆପଣ ଆଣିଥିବା ଫଳ ନିଶ୍ଚିନ୍ତ ପାଚିଥିବ।
ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ବିଧି,ଆପଣ ସେ ଫଳକୁ ଭଲ ଭାବରେ ଦେଖି ପାଚିଲା ହିଁ ଆଣିବେ।ଆପଣ ଦେଖିବେ ଏହା ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ସବୁଜ ଦେଖା ଯାଉଥିବ ଏହା ବହୁତ ନରମ ହୋଇଯାଇଥିବ ଓ ପାଚିଲା ପରେ ଏହା ହଳଦିଆ ଓ ଟାଣ ହୋଇଯାଇଥାଏ।ଆପଣ ଏହାକୁ କେବଳ ପାଚିଲା ଦେଖିକି ଆଣିବେ ଓ ଆଣି ତାର ବାହାର ପଟକୁ ଭଲ ଭାବରେ ଧୋଇନେବେ।
ତାପରେ ସେ ଫଳକୁ ଭଲ ଭାବରେ କାଟି ନେବେ ଓ ଦେଖିବେ ତା ଭିତରେ ଛୋଟ ଛୋଟ ମଞ୍ଜିକୁ ବାହାର କରି ନେବେ।ଓ ତା ଭିତରେ ଥିବା ହଳଦିଆ ଅଂଶକୁ ଆଣି ଭଲ ଭାବରେ ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବରେ ବାଟୀ ନେବେ ଓ ବାଟୀ ବା ପୂର୍ବରୁ ଭଲ ଭାବରେ ଧ୍ୟାନ ରଖିବେ ଯେପରି କୌଣସି ମଞ୍ଜି ସେଥିରେ ନବଳି ପଡିଥିବ।ତାପରେ ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବରେ ବାଟିବା ପରେ ଆପଣ ତାକୁ ଛାଣି ନେବେ।
ଆପଣ ଛାଣିବା ଦ୍ୱାରା ଏହାର ରସ ଭଲ ଭାବରେ ଆପଣ କାଢି ପାରିବେ।ତାର ରସ ବାହାର କରି ସାରିବା ପରେ ଆପଣ କୌଣସି ଏକ ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ଏହାକୁ ସଂଗୃହିତ କରି ରଖିପାରିବେ।ଆପଣ ସବୁ ଦିନ ସକାଳୁ ଓ ସନ୍ଧ୍ୟାରେ ଆପଣଙ୍କୁ ଯେତେବେଳେ ସମୟ ମିଳିବ ଆପଣ ତାକୁ ସେବନ କରିବାର ଅଛି।ଆପଣଙ୍କୁ ଧ୍ୟାନ ରଖିବାର ଅଛି ଆପଣ ଯଦି ଆଜି ଏହାକୁ ଆଜି ଆରମ୍ଭ କରୁଛନ୍ତି ଏହାକୁ ଆପଣଙ୍କୁ ନିୟମିତ ଭାବରେ ବ୍ୟବହାର କରିବାର ଅଛି।
ଆପଣ ଏହାର ସେବନରେ ବାଧା ବା ବ୍ୟତିକ୍ରମ ନସୃଷ୍ଟି କରି ଆପଣ ଏହାକୁ ନିୟମିତ ଭାବରେ ସେବନ କରିବ।ତାପରେ ଆପଣ ସକାଳ ସନ୍ଧ୍ୟାରେ ଏହାକୁ ୩-୪ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଏହାର ନିୟମିତ ଭାବରେ ଏହାକୁ ସେବନ କରିବା ଦ୍ୱାରା ଆପଣ ତାର ହେଉଥିବା ଲାଭକାରୀ ପ୍ରଭାବ ନିଜ ଶରୀରରେ ଜାଣି ପାରିବେ।ଆପଣ ଧୀରେ ଧୀରେ ଦେଖିବେ ଆପଣଙ୍କ ଶରୀରରେ ଥିବା ପଥରର ସମସ୍ୟା ଧୀରେ ଧୀରେ ଭଲ ହୋଇଯିବ।ତାପରେ ଆପଣଙ୍କ ଶରୀରରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ।