March 24, 2025

Odia Express

Leading Odia News Portal of Odisha

ମୁଲିଆ ନିଜ ଜୀବନ ସହ ଖେଳିକରି ବଞ୍ଚାଇଲା ଏହି ଝିଅର ଇଜ୍ଜତ, ତାପରେ ଝିଅଟି ଏହି ପରି ପୁରା ତାଙ୍କର ସାହାଯ୍ୟ ଶୁଝିଲେ ଯେ ଜାଣିଲେ କାନ୍ଦିପକେଇବେ ଆପଣ…

ଏହି ଲୋକକଥା ତ ଆପଣ ନିଶ୍ଚିତ ଶୁଣିଥିବେ କି ଯାହାର କେହି ବି ନଥିବେ , ତାର ଭଗବାନ ଥାନ୍ତି , ଅସୁବିଧା ପଡିଲେ ଲୋକେ ଅଧିକାଂଶ ଭଗବାନଙ୍କୁ ମନେ ପକାନ୍ତି , ଯଦି ଆପଣଙ୍କ ହୃଦୟରୁ ଭଗବାନଙ୍କ ପାଇଁ ଆଶିଷ କାମନା ଥାଏ ତେବେ ଭଗବାନ ଯେଉଁ ପରି ଭାବେ ହେଉ ସାହାଯ୍ୟ କରିଥାନ୍ତି , ଆଜି ଆମେ କର୍ଣ୍ଣାଟକ ଜିଲ୍ଲାର କୋଲାର ଗାଁର ବିଭୁତିପୁରାର ଏକ ଏମିତି ଘଟଣା ବିଷୟରେ କହିବୁ ଯାହା ଜାଣିବାପରେ ଆପଣ ଏହି ଲୋକକଥା ଉପରେ ବିଶ୍ୱାସ କରିବାକୁ ଲାଗିବେ , ଏହି କାହାଣୀ ଏକ ଗରୀବ ମୁଲିଆର ଅଟେ ଯିଏ ଦିନ ରାତି ଏକ କରି ଘର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଉଥିଲା , ଓ ନିଜ ପରିବାର ସହ ଜୀବନଯାପନ କରୁଥିଲା , ସବୁଦିନ ଶିବଦାସ ରାଣା ସକାଳ ୬ ଟା ସମୟରେ ମୁଲିଆ କାମ କରିବାପାଇଁ ବାହାରିଯାଉଥିଲା , ଓ ସଂନ୍ଧ୍ୟାରେ ଘରକୁ ଫେରିଆସୁଥିଲା , କେବେ କେବେ ଶିବଦାସ ବହୁତ ରାତିରେ ଫେରୁଥିଲା , ଶିବଦାସଙ୍କ ପରିବାରରେ ତାର ସ୍ତ୍ରୀ ଓ ଦୁଇଟି ଛୋଟ ଛୁଆ ଥିଲେ ।

ସବୁଦିନ ପରି ଶିବଦାସ ସଂନ୍ଧ୍ୟାରେ ନିଜ କାମ ସାରି ଗାଁକୁ ଫେରୁଥିଲା , ସବୁଦିନ ତିନିଜଣ ସାଙ୍ଗଙ୍କ ସହ ସେ ଆସୁଥିଲା<  କିନ୍ତୁ ସେହି ଦିନ ତାକୁ ବହୁତ କାମ ପଡିଯାଈଥିଲା , ଏଥିପାଇଁ ସେ ରାତି ୯ ଟାରେ ଫେରିଲା , ସେ ନିଜ ସାଇକେଲ୍ ରେ ଆସୁଥିଲା କୋଲାର୍ ରୁ ପାଞ୍ଚ କିଲୋମିଟର ବାହାରିବାପରେ ସେ ଦେଖିଲା କି ରୋଡ୍ ବାଟରେ ଖେତରୁ ଆବାଜ୍ ଆସୁଛି , ଆବାଜ୍ ଶୁଣିକରି ଶିବଦାସ ଅଟକିଗଲା , ସେ ଅଟକିବାପରେ ଏକ ଝିଅର ଚିତ୍କାର ଆସିଲା,  ଓ ଶିବଦାସ ନିଜ ବିଷୟରେ ନ ଭାବି ଖେତଆଡକୁ ଦୌଡିବାକୁ ଲାଗିଲା , ଯେଉଁ ସ୍ଥାନରୁ ଝିଅର ଆବାଜ୍ ଆସୁଥିଲା ସେଠାରେ ପହଞ୍ଚିଦେଖିଲା ବେଳକୁ ସେଠାରେ କିଛି ଯୁବକ ଝିଅ ସହ ଜବରଦସ୍ତି କରୁଛନ୍ତି , ଯେବେ ଶିବଦାସ ସେଠାରେ ପହଞ୍ଚିଲା ସେହି ଯୁବକ ତାକୁ ମାରିବାକୁ ଉଦ୍ୟମ କଲେ କିନ୍ତୁ ଶିବଦାସ ହାର୍ ମାନିନଥିଲା,  ସେ ସେହି ବଦମାସ୍ ଙ୍କ ସହ ଲଢିଲା ,

ସେ ଲୋକ ଶିବଦାସଙ୍କୁ ଏତେ ମାରିଥିଲେ କି ସେ ପୁରା ଖଣ୍ତିଆ ଖାବରା ହୋଇଯାଇଥିଲା,  ସେହି ସମୟରେ ସେହି ବଦମାସ୍ ମାନେ ସେହି ଜାଗାରୁ ପଳାଇଥିଲେ କାରଣ ତାଙ୍କୁ ଡରଥିଲା କି ସେ ମରିଗଲେ ତାଙ୍କ ଉପରେ ବିପଦ ଆସିପାରେ,  ଯେବେ ସେ ବଦମାସ୍ ଚାଲିଗଲେ ଶିବଦାସ୍ ଉଠିଲା ଓ ସେ ଝିଅକୁ ନିଜ ସାଇକେଲ୍ ରେ ବସାଇ ଘରକୁ ନେଇ ଆସିଲା,  ଓ ଘରେ ପହଞ୍ଚିବାପରେ ସେହି ଝିଅ ସେଠାରେ ବେହୋସ୍ ହୋଇଗଲା , ଯେବେ ଏହି ଝିଅକୁ ପରିବାର ଲୋକେ ଦେଖିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରେ ଝିଅ ହୋସ୍ ଆସିବାପରେ ସବୁ ଘଟଣା ଖୋଲିକରି କହିଲା , ତାପରେ ରାମଦାସ୍ ପାଖ ମେଡିକାଲ୍ ରେ ନେଇ ଭର୍ତ୍ତି କରାଇଲେ , ସେହି ଝିଅର ନାଁ ରଶ୍ମୀ ଗୁପ୍ତା ଥିଲା , ତାର ବାପା ସେନାରେ ଜଣେ ଅଧିକାରୀ ଥିଲେ,

ସେହି ଦିନ ସେ ନିଜ ସାଙ୍ଗଙ୍କ ସହ ବୁଲିବାକୁ ଆସିଥିଲା ଓ ସେହି ସମୟରେ ତିନିଜଣ ଯୁବକ ତାକୁ ଧରିପକାଇଲେ , ଏହି ସବୁ ଦେଖି ତାର ସାଙ୍ଗ ସେଠାରୁ ଦୌଡିପଳାଇଲେ , କିନ୍ତୁ ସେହି ସମୟରେ ଶିବଦାସ ହିଁ ତାକୁ ସାହାଯ୍ୟ କଲେ , ରଶ୍ମୀ ସେହି ସମୟରେ ହୋଟେଲ୍ ମ୍ୟାନେଜମେଣ୍ଟର ପାଠ ପଢୁଥିଲେ,  ଶିବଦାସ ତିନିଦିନ ମେଡିକାଲ୍ ରେ ରହିଲା , ଓ ରଶ୍ମୀଙ୍କ ଭଲ ଭାବେ ଦେଖାଶୁଣା କରିଥିଲେ,  ଶିବଦାସ  ଠିକ୍ ହୋଇଗଲେ , ଓ ନିଜ ଘରକୁ ଫେରିଆସିଲେ ,

ଏବେ ଏହି ଘଟଣା ପ୍ରାୟ ତିନି ବର୍ଷ ହୋଇଯାଇଥିଲା,  ଶିବଦାସ ସବୁଦିନ ପରି ନିଜ କାମ କରିବାପାଇଁ ସହର ଆସିଥିଲା , ଓ ରଶ୍ମୀ ଓ ତାଙ୍କ ବାପା ଅବିନାଶ ଗୁପ୍ତା ତାଙ୍କ ଘରେ ପହଞ୍ଚିଲେ , ଶିବଦାସଙ୍କ ସ୍ତ୍ରୀ କହିଲେ କି ସେ ସଂନ୍ଧ୍ୟା ଭିତରେ ଘରେ ପହଞ୍ଚିଯିବେ , ରଶ୍ମୀ ଓ ତାଙ୍କ ବାପା ତାଙ୍କ ଅପେକ୍ଷା କରିଥିଲେ , ସଂନ୍ଧ୍ୟାକୁ ଶିବଦାସ ଯେବେ ଘରକୁ ଫେରିଲେ ତେବେ ସେ ଘର ପାଖରେ ପୋଲିସ୍ ଦେଖି ଡରିଗଲା , ସେ ମନରେ କିଛି ବିପଦ ଆଶଙ୍କା ଅଛି ବୋଲି ଭାବିବାକୁ ଲାଗିଲା , ତାପରେ ସେ ଯେତେବେଳେ ଘର ଭିତରକୁ ଗଲା ଦେଖିଲା ଜଣେ ସେନାର ଅଧିକାରି ସହ ଏକ ସୁନ୍ଦର ଝିଅ ତାଙ୍କ ଘରେ ବସିଛନ୍ତି , ରଶ୍ମୀ ଙ୍କ ବାପାଙ୍କ ସହ ତିନିଜଣ ଫୌଜି ତାଙ୍କ ସାଥିରେ ଥିଲେ,  ଶିବଦାସ କିଛି ବୁଝିପାରୁନଥିଲା,

ଏତିକି ବେଳେ ଶିବଦାସଙ୍କ ପାଦ ରଶ୍ମୀ ଛୁଇଁଲା , ଓ ସାତବର୍ଷ ତଳର ପୁରୁଣା କାହାଣୀ ଶୁଣାଇଲା ଶିବଦାସ ସେହି ଘଟଣାକୁ ଏକ ସ୍ୱପ୍ନ ବୋଲି ଭାବି ଭୁଲିଯାଈଥିଲା  କିନ୍ତୁ ରଶ୍ମୀ ସେହି ଘଟଣାକୁ କିପରି ଭୁଲିପାରିଥାନ୍ତା , ଯାହାଦ୍ୱାରା ତାକୁ ନୁଆ ଜୀବନ ମିଳିଥିଲା, ରଶ୍ମୀଙ୍କ ବାପା କୋଲାରରେ ଏକ ଘର କିଣିକରି ଶିବଦାସକୁ ଦେଲେ , ଓ ଏକ ଅଟୋ ରିକ୍ସା ବି , ଆଜିର ଦିନରେ ଶିବଦାସ ଆଉ ମୁଲିଆ କାମ କରୁନାହାନ୍ତି , ସେ ଅଟୋରିକ୍ସା ଚଲାଉଛନ୍ତି , ରଶ୍ମୀ ବାଙ୍ଗାଲୋରରେ ଏକ ହୋଟେଲ୍ ଖୋଲିଛନ୍ତି , ଓ ବହୁତଥର ଶିବଦାସଙ୍କୁ ଦେଖାକରିବାଆଇଁ ସେ ଆସନ୍ତି , ରଶ୍ମୀ ଏବେ ବି ଅବିବାହିତ ଅଛନ୍ତି , ଓ ବାଙ୍ଗାଲୋରରେ ଶିବଦାସଙ୍କ ଦୁଇଟି ଛୁଆଙ୍କୁ ପାଖରେ ରଖି ପାଠ ପଢାଉଛନ୍ତି , ଆପଣଙ୍କୁ କହିଦେବୁ କି ଏହି ଘଟଣା ଆମର ବାଙ୍ଗାଲୋରରୁ ରଶ୍ମୀଙ୍କ ଏକ ସାଙ୍ଗ ଅନୁଷ୍କା ଠାକୁର୍ ଆମର ବ୍ଲଗ୍ ରେ ଇମେଲ୍ କରି ପଠାଇଥିଲେ,  ପ୍ରକୃତରେ ମନୁଷତ୍ୱର କୌଣସି ଧର୍ମ ନଥାଏ

Leave a Reply

Your email address will not be published. Required fields are marked *