March 15, 2025

Odia Express

Leading Odia News Portal of Odisha

ନିଜେ ଚତୁର୍ଥ ପାସ୍ ବ୍ୟକ୍ତି ନିଜ ପରିବାରକୁ ବନାଇଲା ଅଫିସରଙ୍କ ଘର, ଗୋଟେ ଘରୁ IAS, IPS ସମେତ ୧୧ ଜଣ ଅଫିସର୍ ତିଆରି କରିଦେଲେ – ପଢନ୍ତୁ ତାଙ୍କ ବିଷୟରେ…

ନମସ୍କାର ବନ୍ଧୁଗଣ | ଆପଣ ଜୀବନରେ ଅନେକ ସଫଳ ଲୋକଙ୍କ କାହାଣୀ ଶୁଣିଥିବେ | ତେବେ ଆଜି ଆମେ ଆପଣାକୁ ଯେଉଁ କଥା କହିବୁ ତାହା ଜାଣିଲେ ଆପଣଙ୍କ ମନ ଏକଦମ ଖୁସି ହେଇଯିବେ | ଭାରତ ମଧ୍ୟରେ ଗୋଟିଏ ପରିବାର ଏମିତି ଅଛି , ଯେଉଁଠି ଆଇଏଏସ୍ ଓ ଆଇପିଏସ୍ ସମେତ ୧୧ ଫାଷ୍ଟ କ୍ଲାସ୍ ଅଫିସର୍ ମହଜୁତ୍ ଅଛନ୍ତି । ମୁଳ ରୁପରୁ ଏହି ପରିବାର ହରିଆଣାର ଜିନ୍ଦ୍ ଜିଲ୍ଲାର ଏକ ଗାଁ ଡୁମରଖାଁ କଳା ର ଅଟେ ,ଏହି ସମସ୍ତଙ୍କ ସଫଳତାର ବଡ କ୍ରେଡିଟ୍ ଯାଇଥାଏ ଚୌଧୁରୀ ବସନ୍ତ ସିଂହ ଶ୍ୟୋଂକନ୍ଦ ଏକ ଏପରି ବ୍ୟକ୍ତି ଯିଏ କଲମର ପାୱରର ବହୁତ ପାୱାର୍ ଦେଖାଇଲେ , ମିଡିଆ ରିପୋର୍ଟ୍ସ ଅନୁସାରେ ଚୌଧୁରୀ ବସନ୍ତ ସିଂ ଶ୍ୟୋଂକନ୍ଦ ନିଜେ ଚତୁର୍ଥ କ୍ଲାସ୍ ପାସ୍ ଥିଲେ , ଗତ ମାସର ମଇ ରେ ସେ ୯୯  ବୟସରେ ଦୁନିଆଁକୁ ଅଲବିଦା କହିଦେଲେ , କିନ୍ତୁ ସେ ନିଜ ପରିବାରକୁ ଏହି ଜାଗାରେ ପହଞ୍ଚାଇବା ପାଇଁ ସବୁବେଳେ ମନେ ରୁହନ୍ତି

ଏକେଲା ବସନ୍ତ ସିଂ ପରିବାର ଦେଶର ଦୁଇଟି ଆଇଏଏସ୍ ଏକ ଆଇପିଏସ୍ ସମେତ ୧୧ କ୍ଲାସ ୱାନ୍ ଅଫିସର୍ ଅଛନ୍ତି , କୁହାଯାଏ କି କମ୍ ପାଠ ପଢିଥିବା ବସନ୍ତଙ୍କ ବନ୍ଧୁତା ସବୁବେଳେ ଅଫିସରଙ୍କ ସହ ରହିଆସିଛି , ସେ ଏହି ସବୁ ଦେଖିକରି ନିଜ ଛୁଆଙ୍କୁ ଶିକ୍ଷା ଦେଲେ ଓ ଏହି ପରି ସେ ତାଙ୍କ ରାସ୍ତାରେ ଚାଲିକରି ପ୍ରେରଣା ଯୋଗାଇଲେ , ବସନ୍ତ ସିଂଙ୍କ ପୁଅ ଝିଅ ବୋହୂ ଓ ନାତୁଣୀ ବି ଅଫିସର୍ ଅଛନ୍ତି , ତାଙ୍କର ଚାରି ପୁଅ କ୍ଲାସ୍ ୱାନ୍ ଅଫିସର୍ ଅଛନ୍ତି , ଯେବେ କି ବୋହୁ ଓ ନାତି ଆଇଏଏସ୍ ଅଛନ୍ତି , ଏହା ସହ ତାଙ୍କର ନାତୁଣୀ ଆଇପିଏସ୍ ଅଛନ୍ତି , ତେବେ ଆଉ ଜଣେ ଆଇଆର୍ ଏସ୍ ଅଫିସର୍ ଅଛନ୍ତି ।

ଦୈନିକ ଜାଗରଣର ଏକ ରିପୋର୍ଟ ମୁତାବିକ ବସନ୍ତ ସିଂଙ୍କ ବଡ ପୁଅ ରାମକୁମାର ଶୌଂକନ୍ଦ କଲେଜରେ ରିଟାୟର୍ଡ ପ୍ରୋଫେସର୍ ଅଛନ୍ତି , ଯାହାଙ୍କ ପୁଅ ୟଶେଂନ୍ଦ୍ର ଆଇଏଏସ୍ ଅଛନ୍ତି ଓ ଝିଅ ସ୍ମିତି ଚୌଧୁରୀ ଅଂମ୍ବାଲାରେ ଜଣେ ରେଲୱେ ଏସ୍ ପି ଭାବେ ନିଯୁକ୍ତ ହୋଇଛନ୍ତି , ସ୍ମିତିଙ୍କ ସ୍ୱାମୀ ବିଏସ୍ ଏଫ୍ ରେ ଆଇଜି ଅଛନ୍ତି ।

Leave a Reply

Your email address will not be published. Required fields are marked *