କେବଳ ଏହି ଗୋଟେ ଜିନିଷ ଖାଇବା ଦ୍ୱାରା ଆପଣ ନିଜର ହରେଇଥିବା ଦୃଷ୍ଟି ଶକ୍ତି ପୁନର୍ବାର ଫେରି ପାଇବେ

ସାଙ୍ଗମାନେ ଆଖିର ରଶ୍ମି କମିବାର ସବୁଠାରୁ ବଡ଼ କାରଣ ହେଉଛି ମ୍ୟାକୁଲାର ଡିଜେନେରେସନ୍।ମାକ୍ୟୁଲା ଆମ ଆଖିର ରେଟିନାର ମଝି ଅଂଶକୁ କୁହାଯାଏ।ଏହା ଆମ ଆଖିର ପଛପଟରେ ଥାଏ।ଏହା ଆମ ଦୃଷ୍ଟିର ମଝି ଅଂଶକୁ ନିୟନ୍ତ୍ରଣ କରିଥାଏ।ମ୍ୟାକୁଲା କାରଣରୁ ଆମେ କୌଣସି ଜିନିଷ ଉପରେ ଫୋକସ କରିପାରୁ।ଏହାଦ୍ୱାରା ଆମେ ପଢିପାରୁ,ଗାଡି ଚଲେଇ ପାରୁ ଓ ରଙ୍ଗ ଚିନ୍ହି ପାରୁ।ବୟସ ବଢିବା ସହ ବା କମ ବୟସରୁ ମ୍ୟାକୁଲାରେ ଖରାପ ହୋଇପାରେ।ଏହା ଖରାପ ହେବା କାରଣରୁ ଆମକୁ କିଛି ସ୍ପଷ୍ଟ ଦେଖାଯାଏ ନାହିଁ ବା ଆମକୁ ସବୁ ଝାପ୍ସା ଝାପ୍ସା ଦେଖାଯାଏ।ଏହା ଖରାପ ହେବା କାରଣରୁ ଆପଣ ଜାହାବି ଦେଖିବେ ଆପଣଙ୍କୁ ମଝିରେ ଗୋଟେ କଳା ଦାଗ ଦେଖାଯିବ।ଏହାକୁ ଲେଜର ପଦ୍ଧତିରେ ବା ଆଖିରେ ଅସ୍ତ୍ରୋପଚାର ଦ୍ୱାରା ଲେନ୍ସ ଲଗେଇ କରାଯାଇଥାଏ।ଆପଣ ଏହାକୁ କେଶର ଦ୍ୱାରା ଠିକ କରି ପାରିବେ।ଵିଜ୍ଞାନ ଏହାକୁ ପ୍ରମାଣିତ କରିଛିକି କେଶର ଭିତରେ ଏମିତି କିଛି ଔଷଧି ଥାଏ ଯାହାଦ୍ୱାରା ଆପଣ ନିଜ ଆଖିକୁ ଠିକ କରି ପାରିବେ।
ଯେଉଁମାନେ ଅଧିକ ଆଲୋକ ଦେଖି ପାରନ୍ତି ନାହିଁ କେଶର ଖାଇବା ଦ୍ୱାରା ସେମାନଙ୍କ ଆଖି ଭଲ ହୋଇଯାଇଥାଏ।କେଶର ଖାଇ ଆପଣ ନିଜ ଆଖିକୁ ବୁଢା ହେବାରୁ ବଞ୍ଚେଇ ପାରିବେ।କେଶର ଆପଣଙ୍କ ଆଖି ଭିତରେ ଥିବା ମେକୁଲାର କୋଷକୁ ଠିକ କରିଥାଏ।କେଶର ଖାଇବା ଦ୍ୱାରା ଆପନମାନଙ୍କ ଆଖିରେ ଥିବା ବୈଦ୍ୟୁତିକ ସଙ୍କେତରେ ସୁଧାର ଆସିଥାଏ ଯେଉଁ କାରଣରୁ ଆଖି ଅଳ୍ପ ରଶ୍ମିରେ ଦେଖୀ ପାରେ ଓ ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।
ଏହି ସବୁ ଲାଭ ସେତେବେଳେ ମିଳେ ଯେତେବେଳେ ଆପଣ ୨୦ ଏମ.ଜି କେଶର ସବୁଦିନ ୩ ମାସ ପର୍ଯ୍ୟନ୍ତ ଖାଇ ପାରିବେ।ଆପଣ କେଶରର ୮-୧୦ ପାଖୁଡାକୁ ଗୋଟେ କପ ପାଣିରେ ଫୁଟେଇ ନେବେ ଓ ସେ ପାଣିକୁ ପିନେବେ।ଆପଣ ଏହାକୁ ଦିନରେ କୌଣସି ସମୟରେ କରି ପାରିବେ।ପାଣି ନହେଲେ ଆପଣ କ୍ଷୀର ଦ୍ୱାରା ପିପାରିବେ।ଆପଣ ଗରମ ଖୀରରେ ୮-୧୦ ପାଖୁଡା କେଶର ମିସେଇବେ ଓ ଦିନରେ କୌଣସି ସମୟରେ ଏହାକୁ ପିନେବେ।ଆପଣ କେଶରର ଲଗାତାର ୨୨ ସପ୍ତାହ ସେବନ କରିବା ଦ୍ୱାରା ଆପଣଙ୍କ ଅଲଜାଇମର ରୋଗ ଭଲ ହୋଇଯିବ।
କେଶରକୁ ଲଗାତାର ୬-୮ ମାସ ଖାଇବା ଦ୍ୱାରା ଉଦାସୀନତାକୁ ଠିକ କରିଥାଏ।ମହିଳା ମାନଙ୍କ ହେଉଥିବା ମାସିକ ଶ୍ରାବକୁ ଠିକ କରିଥାଏ।ଏହା ଅସ୍ତମାକୁ ଠିକ କରିଥାଏ।ଆପଣ କେଶରରେ,ଗୁଜୁରାତି,ଲବଙ୍ଗ ଭଳି ଜିନିଷର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ହେଉଥିବା ଆଲଅର୍ଜିକକୁ ଠିକ କରିଥାଏ।କେଶର ଭିତରେ ଥିବା ପଦାର୍ଥ ଯାହା ହୋଇଥାଏ କରୋସିଟିନ ଖେଳାଳି ମାନଙ୍କ ଶାରିରିକ କ୍ଷମତାକୁ ବଢ଼େଇ ଦେଇ ଥାଏ।
କେଶର ପୁରୁଷ ମାନଙ୍କ ଭିତରେ ଥିବା ଇରେକ୍ଟାଇଲ୍ ଡିସଫଙ୍କସନ କୁ ଠିକ କରିଥାଏ।ଏହା ପୁରୁଷ ମାନଙ୍କ ଭିତରରେ ଥିବା ପୁରୁଷ ବନ୍ଧ୍ୟାକରଣ କୁ ଠିକ କରିଥାଏ।ଏହା ଅନିଦ୍ରାତାକୁ,କରକ୍ତକୁ ଠିକ କରିଥାଏ।ଏହା ଧମନିକୁ ଶକ୍ତ ହେବାରୁ ରକ୍ଷା କରିଥାଏ,କାଶ,ଗ୍ୟାସ ରୋଗ,ପୁରୁଷଙ୍କ ଭିତରେ ଥିବା ଅକାଳ ଇଜାକ୍ୟୁଲେସନ୍,ଚୁଟି ଉପୁଡିବାରୁ ରକ୍ଷା କରିଥାଏ,ମୋଟାପଣ କମେଇଥାଏ।ସେଥିପାଇଁ ଆପଣ କେଶର ସେବନ କରିବା ଦ୍ୱାରା ଆପଣଙ୍କ ଆଖିର ରଶ୍ମି ବଢ଼େଇବା ସହିତ ଆପଣଙ୍କ ସମସ୍ତ ଶରୀରର ରୋଗକୁ ଭଲ କରିଥାଏ।
ଅଧିକ କେଶର ସେବନ କରିବା ଦ୍ୱାରା ଆପଣଙ୍କୁ ଅସ୍ତବ୍ୟସ୍ତ ଲାଗେ,ମୁଣ୍ଡ ବୁଲାଏ,ବାନ୍ତି ଦେଖାଏ,ମୁଣ୍ଡ ବିନ୍ଧା ହେବା ଓ ଆଲଅର୍ଜିକ ହେବା ଭଳି ସମସ୍ୟା ଦେଖାଯାଏ କିନ୍ତୁ ଆପଣ ଅଳ୍ପ ପରିମାଣରେ ସେବନ କଲେ କୌଣସି ଅସୁବିଧା ହେବ ନାହିଁ।ଆପଣ ମାତ୍ର ଗୋଟେ ଦିନରେ ୨୦ ଗ୍ରାମ ଖାଇବା ଉଚିତ ନହେଲେ ଆପଣଙ୍କୁ ବହୁତ ଅସୁବିଧା ହେବ।ଯେମିତି ଜଣ୍ଡିସ ହେବା,ନାକ ଓଠରୁ ରକ୍ତ ପଡିବା ଭଳି ସମସ୍ୟା ଦେଖାଯାଏ।ଏହା ଶରୀରରେ ବିଷ ହୋଇଯାଇଥାଏ।
ଗର୍ଭବତୀ ମହିଳା କେଶର ଖାଇବା ଦ୍ୱାରା ଗର୍ଭ ନଷ୍ଟ ହୋଇପାରେ,ହୃଦୟ ଜନିତ ରୋଗୀ କେଶର ଖାଇବା ଦ୍ୱାରା ହୃଦ ସ୍ପନ୍ଦନ ବନ୍ଦ ହୋଇପାରେ।ଯେଉଁମାନେ ନିମ୍ନ ରକ୍ତ ଚାପରେ ପିଡ଼ିତ ସେମାନେ ଏହାକୁ ଖାଇବା ଉଚିତ ନୁହେଁ କାରଣ ତାଙ୍କର ଆହୁରି ରକ୍ତଚାପ କମିଯାଇ ପାରେ କିନ୍ତୁ ଉଚ୍ଚ ରକ୍ତଚାପ ବ୍ୟକ୍ତି ମାନଙ୍କ ପାଇଁ ଏହା ଲାଭ ଦାଇ ହୋଇଥାଏ।ଆପଣଙ୍କ ଆଖିରେ ଥିବା ମେକ୍ୟୁଲାରେ ଅସୁବିଧା ଆସିଲେ ଆପଣଙ୍କ ଦୃଷ୍ଟି ଶକ୍ତି କମ ହୋଇଯିବ।
ଆପଣଙ୍କୁ ଆଗଭଳି କିଛି ସଫା ଦେଖାଯିବ ନାହିଁ,ସିଧା ଜିନିଷ ଆପଣଙ୍କୁ ବଙ୍କା ଦେଖାଯିବ।ଆପଣଙ୍କୁ ମଝି ଭାଗରେ କଳା କମ୍ଭା ଧଳା ଦାଗ ଦେଖାଯିବ।ଆପଣଙ୍କୁ ରଙ୍ଗର ଚିନ୍ହଟ କରିବାରେ,ଚେହେରା ଚିନ୍ହିବାରେ,ଅଳ୍ପ ରଶ୍ମିରେ ପଢିବାରେ ଅସୁବିଧା ହୋଇପାରେ।ଯଦି ଆପଣଙ୍କୁ ଏହି ଭଳି ସମସ୍ୟା ଦେଖାଯାଏ ତାହେଲେ ଆପଣ ଜାଣିଯାଅନ୍ତୁ ଆପଣଙ୍କ ଆଖିରେ ସମସ୍ୟା ଆସିବାକୁ ଲାଗିବ।ଯଦି ଆପଣଙ୍କ ବୟସ ୪୫ ରୁ ଅଧିକ ଆପଣ ପ୍ରତି ୨ ବର୍ଷରେ ନିଜ ଆଖିର ପରୀକ୍ଷା କରିବା ଆଵଶ୍ୟକ।୫୦ ବର୍ଷ ପରେ,ପରିବାରରେ ଯଦି କାହାକୁ ଏ ରୋଗ ଅଛି,ଧୂମ୍ରପାନ କଲେ,ମୋଟାପଣ,ହୃଦୟ ଜନିତ ରୋଗ ଏହି ସବୁ ପାଇଁ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ଅଭାବରେ ଅସୁବିଧା ଆସିପାରେ।