March 15, 2025

Odia Express

Leading Odia News Portal of Odisha

୪ ବର୍ଷରେ କେତେ ବଦଳି ଯାଇଛନ୍ତି ‘ବଜରଙ୍ଗି ଭାଇଯାନ’ର ମୁନୀ – ଏବେ ଏପରି ଦେଖା ଯାଉଛନ୍ତି ..

ତେବେ ଆସନ୍ତୁ ଜାଣିବା ଫିଲ୍ମ୍ “ବଜରଙ୍ଗୀ ଭାଇଯାନ୍” ର ଜଣେ ଆଦରଣୀୟା ମୁଖ୍ୟ ଚରିତ୍ର ଭାବେ କାର୍ଯ୍ୟ କରିଥିବା ଏକ ବାଳିକା ମୁନୀ ର ୪ ବର୍ଷ ଭିତରେ କିଭଳି ନିଜକୁ ପରିବର୍ତ୍ତନ କରି ପାରିଛନ୍ତି ତାହାର ଏକ ଝଲକ।୨୦୧୫ ରେ ବଲିଉଡ ଜଗତ ରେ ମୁକ୍ତିଲାଭ କରିଥିଲା ଫିଲ୍ମ୍- “ବଜ୍ ରଙ୍ଗୀ ଭାଇଯାନ୍” ଯେଉଁଥିରେ ମୁନୀ ଯାହାଙ୍କର ସମ୍ପୂର୍ଣ୍ଣ ନାମ ହର୍ଶାଳୀ ମଲ୍ହୋତ୍ରା ପ୍ରଥମ ଥର ପାଇଁ ବଲିଉଡ ର ଜଣେ ଲୋକପ୍ରିୟ କଳାକାର ତଥା ନିର୍ଦ୍ଦେଶକ ସଲମାନ୍ ଖାନ୍ ଙ୍କ ସହ ଅଭିନୟ କରିବାକୁ ସୁଯୋଗ ପାଇଥିଲେ।ଫିଲ୍ମ୍ ଟି ବହୁତ୍ ଭଲ ହୋଇଥିଲା ଏବଂ ଏହା ବଲିଉଡ ର ବୋକ୍ସ ଅଫିସ୍ ରେ ପାଖା ପାଖି ୯୦୦ କୋଟି ଟଙ୍କାର ରୋଜଗାର କରିପାରିଥିଲା।ସଲମାନ୍ ଖାନ୍ ଙ୍କ ସହ ହିରୋଇନ୍ ଭାବେ କରିଁନ୍ନା କାପୂର୍ ଅଭିନୟ କରିଥିଲେ।ଫିଲ୍ମ୍ ରେ ଥିବା ମୁନୀ ସଲମାନ୍ ଖାନ୍ ଙ୍କ ସହ ଅଭିନୟ କରିଥିଲେ ଏବଂ ତାଙ୍କୁ ଲୋକେ ବହୁତ୍ ଲୋକେ ପସନ୍ଦ କରିଥିଲେ।

ସେହି ମୁନୀ ଆଜି କାଲି ବହୁତ୍ ଭଲ କଳକାରିତା ଯୋଗୁଁ ବଲିଉଡ ଚଳଚ୍ଚିତ୍ର ଜଗତରେ ବହୁତ୍ ସୁନାମ ଅର୍ଜନ କରିପାରିଛନ୍ତି। ସେ ଏବେ ବହୁତ୍ ସୁନ୍ଦର ଏବଂ ଭଲ କଳକାରୀ ଯୋଗୁଁ ଲୋକ ମାନେ ତାଙ୍କୁ ବହୁତ୍ ପସନ୍ଦ କରୁଛନ୍ତି।ଏବେ ତାଙ୍କୁ ୧୧ ବର୍ଷ ଏବଂ ୭ ବର୍ଷ ବୟସରେ ସେ ବଜ ରଙ୍ଗି ଭାଇଜନ୍ କରିଥିଲେ। ୪ ବର୍ଷ ପରେ ସେ ଏତେ ବଦଳି ଯିବା ର ଲକ୍ଷ୍ୟ କରି ଲୋକେ ତାଙ୍କ ଆଡ଼କୁ ବହୁତ୍ ଆକୃଷ୍ଟ ହୋଇ ଯାଇଛନ୍ତି।

ସେ ଏହି କିଛି ଦିନ ମଧ୍ୟରେ ନିଜକୁ ଏତେ ପରିବର୍ତ୍ତିତ କରିଛନ୍ତି ଯେ ସେ ୧୧ ବର୍ଷ ବୋଲି ଜଣା ପଡୁ ନାହାନ୍ତି।ସେ ତାଙ୍କର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ରଖିବା ସହ ନିଜକୁ ଏକ ହିରୋଇନ୍ ହେବେ ବୋଲି ମିଡ଼ିଆ ରେ ପ୍ରକାଶ କରିଛନ୍ତି

https://www.instagram.com/p/CAMWu-XFT6H/

ସେ ବଜରଂଗି ଭାଇଯନ୍ ରେ ବହୁତ୍ କ୍ୟୁଟ୍ ଥିଲେ ଯାହାକି ସଲମାନ୍ ଖାନ୍ ଙ୍କୁ ତାଙ୍କୁ ଫିଲ୍ମ୍ ରେ ସ୍ଥାନ ଦେବା ପାଇଁ ବାଧ୍ୟ କରିଥିଲା।ସେଇ ସଲମାନ୍ ତାଙ୍କର ବଜରଙ୍ଗି ଫିଲ୍ମ୍ ପରେ ମୁନୀ କୁ ନିଜ ଝିଅ ଭଳି ଦେଖୁଥିଲେ ଏବଂ ଏବେ ବି ସଲମାନ୍ ତାଙ୍କ ଫୋନ୍ ରେ ମୁନୀ ଙ୍କ ଫଟୋ ରଖିଛନ୍ତି ଯାହା ଦ୍ଵାରା ସେ ତାଙ୍କୁ ସ୍ନେହ କରୁଥିବା ଆଉ ତାଙ୍କ ଝିଅ ଭାବେ ତାଙ୍କୁ ଭଲ ପାଇବାର ଜଣା ପଡେ।
ଏହି ସବୁ ରୁ ହର୍ଶାଳୀ ବଡ଼ ହେଲେ ବଲିଉଡ ରେ ନିଶ୍ଚୟ ଏକ ହିରୋଇନ୍ ହୋଇ ନାମାର୍ଜନ କରିବେ ଏଥିରେ କୌଣସି ଅତ୍ୟୁକ୍ତି ନାହିଁ।

ତେବେ ଏହା ଥିଲା ବଜରଙ୍ଗି ଭାଇଯାନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁନୀ। ତେବେ ଏହା କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ ଏବଂ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *