March 17, 2025

Odia Express

Leading Odia News Portal of Odisha

କେମିତି ଘରୋଇ ଉପଚାରରେ ଡାଇବେଟିସକୁ ଆୟତ ରେ ରଖିବା ତାହାବି କେବଳ ଗୋଟିଏ ପତ୍ର ସାହାଯ୍ୟରେ

ସ୍ୱାଗତମ ସାଙ୍ଗମାନେ, ଯଦି ଆପଣଙ୍କର ଡାଇବେଟିସ କଂଟ୍ରୋଲରେ ରହୁ ନାହିଁ , ଆପଣ ଔଷଧ ବି ଖାଉଛନ୍ତି ସବୁ ପ୍ରକାର ଘରେଇ ଉପଚାର କରିକି ମଧ୍ୟ ଦେଖି ସାରିଲେଣି କିନ୍ତୁ ଆପଣଙ୍କୁ କିଛି ଫାଇଦା ହଉନି ତ ଚିନ୍ତା କରନ୍ତୁ ନାହିଁ ମୁଁ ଏବେ ଆପଣଙ୍କୁ ଏକ ଏମିତି ପତ୍ର ବିଷୟରେ କହିବାକୁ ଯାଉଛି ଯେଉଁ ପତ୍ରର ରସ ଆପଣ ସବୁଦିନ ପିଇବେ ତ ଆପଣଙ୍କ ଡାଇବେଟିସ ସମ୍ପୂର୍ଣ୍ଣ ଭଲ ହୋଇଯିବ ଆପଣଙ୍କ ସୁଗାର ମାତ୍ର ବିଲକୁଲ କଂଟ୍ରୋଲ ହେଇଯିବ । ଆଉ ଡାଇବେଟିସ ରେ ଯୋଡି ହେଇଥିବ ଅନ୍ୟ ସମସ୍ୟା ମଧ୍ୟ ଦୁର ହେବ । ଏହି ପତ୍ର ହେଉଛି ଭଣ୍ଡା ପତ୍ର, ଏହି ପତ୍ର ଡାଇବେଟିସ ପାଇଁ ଏକ ଚମତ୍କାର ଔଷଧ । ଏହି ପତ୍ରର ରସରେ ତିନି ପ୍ରକାର ଡାଇବେଟିସ ସମସ୍ୟା ଦୂର ହୁଏ ।

୧. ଏହି ରସ ଶରୀରରେ ଇନସୁଲିନ ର ଉତ୍ପନ୍ନ କରିଥାଏ। ଯଦି ଆପଣଙ୍କ ଶରୀର ରେ ଇନସୁଲିନ ମାତ୍ର ବଢିଯିବ ତେବେ ସୁଗାର ମାତ୍ର ଆୟତ ରେ ରହିବ।

୨. ଶରୀର ରେ ଯେଉଁ pencriyas ଯୋଉ କୋଷ ଅଛି ତାକୁ ରକ୍ଷା କରେ ଏବଂ ସମୟ ପୂର୍ବରୁ ମରିବା ରୁ ବଞ୍ଚେଇଥାଏ pencriyas ସେହି ଅଙ୍ଗ ଯିଏ କି ଇନସୁଲିନ ଯିଏ କି ତିଆରି କରି ଥାଏ, ଯଦି pencriyas ସମୟ ପୂର୍ବରୁ ମରିଯିବ ତାହେଲେ ଏହା ଇନସୁଲିନ ତିଆରି କରି ପାରିବନି ଯାହା ଫଳରେ ଡାଇବେଟିସ ଆୟତ ରେ ରହିବ ନାହିଁ ।

୩. ଏହି ରସ ଶରୀରକୁ ଯାଇ ସୁଜନ କମ କରିଥାଏ, ସୁଜନ ହେଉଛି ଡାଇବେଟିସ କିମ୍ବା ଅନ୍ୟ ରୋଗ ହେବାର ମୁଖ୍ୟ କାରଣ, ଶରୀର ରେ ସୁଜନର ମାତ୍ର ଅଧିକ ହେଲେ ଡାଇବେଟିସ ଓ ଅନ୍ୟ ରୋଗ ମଧ୍ୟ ହେଇ ଥାଏ, ତା ଭଣ୍ଡା ପତ୍ର ରସ ଏହି ସୁଜାନ କୁ କମ କରିଥାଏ । ଏହାକୁ ଛାଡି ଏହି ରସ ଆଉ ଏକ କାମ କରିଥାଏ ଯାହାକି ଡାଇବେଟିସ ଦ୍ଵାରା ହେଉଥିବା ଅନ୍ୟ ରୋଗ ଯେମିତି କି କିଡନୀ ଆଉ fortylever ର ବେମାରି କୁ ମଧ୍ୟ ରୋକିବାରେ ସାହାଯ୍ୟ କରେ । ଭଣ୍ଡା ପତ୍ର ରସ ଡାଇବେଟିସ ରୋଗୀ ଙ୍କ ପାଇଁ ବହୁତ ଲାଭ ଦାୟକ । ଏହି ରସ ଦୁଇ ପ୍ରକାର ଉପକାର କରେ ଡାଇବେଟିସ ରୋକିବା ସହ ଅନ୍ୟ ରୋଗ କୁ ମଧ୍ୟ ରୋକି ଥାଏ ।

ତା ଯେତେ ବି ଡାଇବେଟିସ ରୋଗୀ ଅଛନ୍ତି ସମସ୍ତେ ଏହି ଭଣ୍ଡା ରସ କୁ ସେବନ କରନ୍ତୁ, ଆପଣଙ୍କ ରୋଗ ଧୀରେ ଧୀରେ କମ ହେଇଯିବ ଆଉ ଆପଣଙ୍କୁ ଡାଇବେଟିସ ଯୋଗୁ ହେଉଥିବା ଅନ୍ୟ ସମସ୍ୟା ମଧ୍ୟ ଦୁରେଇ ଯିବ । ଅମୃତ ଭଣ୍ଡା ରସ ଖାଦ୍ୟ ପାଚନ ରେ ମଧ୍ୟ ଉପକାର କରି ଥାଏ ।

ଯଦି ଆପଣଙ୍କ ପେଟରେ ଗ୍ୟାସ ହୁଏ ଜଳ ପୋଡା ମଧ୍ୟ ହୁଏ ଯେତେବେଳେ ଆପଣ ଅମୃତ ଭଣ୍ଡା ରସ ସେବନ କରିବେ ତା ଏହି ସବୁ ସମସ୍ୟା ମଧ୍ୟ ଦୂର ହେଇ ଯିବ ।

Leave a Reply

Your email address will not be published. Required fields are marked *