March 17, 2025

Odia Express

Leading Odia News Portal of Odisha

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ଚାରୋଟି ରାଶିର ବ୍ୟକ୍ତି ବହୁତ ଶିଘ୍ର କୋଟିପତି ହୋଇଥାନ୍ତି..

ନମସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କର ସ୍ୱାଗତ ଜଣାଉଛୁ, ସାଙ୍ଗମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ଚାରୋଟି ରାଶିର ଲୋକ ବହୁତ ଶିଘ୍ର କୋଟି ପତି ହୋଇଥାନ୍ତି।ଆଜ୍ଞା ହଁ ସାଙ୍ଗମାନେ ସେ କେଉଁ ରାଶି ଅଟେ ଯିଏ ବହୁତ ଶିଘ୍ର କୋଟିପତି ହେବ ଆସନ୍ତୁ ସେ ବିଷୟରେ ଜାଣିବା।ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସେ ରାଶି ବହୁତ ଶୁଭ ହୋଇଥାଏ।ଆସନ୍ତୁ ଜାଣିବା କାଳେ ହେଇପାରେ ସେ ରାଶି ଭିତରୁ ଆପଣଙ୍କ ରାଶି ଆସିପାରେ ଓ ଆପଣ ବହୁତ ଶିଘ୍ର କୋଟିପତି ହେବାକୁ ଯାଉଛନ୍ତି।

ଆଜି କାଲି ଦୁନିଆରେ ପଇସା ହିଁ ସବୁକିଛି।ଯାହାପାଖରେ ପଇସା ଅଛି ତାକୁ କେବେ ଭୋକ ଓ ଅଭାବ ଅନାଟନ ଦୁଃଖର ସାମ୍ନା କରିବାକୁ ପଡିବ ନାହିଁ।ସାଙ୍ଗମାନେ କିଏ ନଚାହେଁ ନିଜ ଘରକୁ ପଇସା ଆସୁବୋଲି,ଯଦି ଆପଣବି ଚାହୁଁଛନ୍ତି ଆପଣ ମଧ୍ୟ କୋଟିପତି ହୁଅନ୍ତୁ ଆପଣଙ୍କ ଘରକୁ ପଇସା ଆସୁ ଓ ମା ଲକ୍ଷ୍ମୀଙ୍କ ଅପାର କୃପା ହେଉ ଆପଣ ମା ଲକ୍ଷ୍ମୀଙ୍କ ଧ୍ୟାନ ଓ ବନ୍ଦନା କରିବା ସହ ନୀତି ନିୟମରେ ରହିବା ନିହାତି ଆଵଶ୍ୟକ।

ସାଙ୍ଗମାନେ ଆଚାର୍ଯ୍ୟ ଚାଣକ୍ୟ ଶାସ୍ତ୍ର ଅନୁସାରେ କହିଛନ୍ତି କି ୧୨ ଟି ରାଶି ଭିତରୁ ମକର,ଧନୁ,ସିଂହ ଆଉ ମିଥୁନ ଏହି ଚାରୋଟି ଏମିତି ରାଶି ଅଟେ ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷିବ।ଏମାଙ୍କୁ କୃପା ମିଳିବା ସହ ଏମିତି ବରଦାନ ମିଳିଥାଏକି ଏମାନଙ୍କ ଜୀବନରେ କେବେବି ପଇସାର ଅଭାବ ଦେଖିବାକୁ ମିଳିନଥାଏ।ସାଙ୍ଗମାନେ ମକର,ଧନୁ,ସିଂହ ଓ ମିଥୁନ ଏମିତି ଅପାର ଶକ୍ତିରେ ଭରି ରହିଥାନ୍ତିକି ସେମାନଙ୍କ ଭାଗ୍ୟ ବହୁତ ଶିଘ୍ର ପରିବର୍ତ୍ତନ ହୋଇଯିବ।

ଯଦି ଆପଣମାନଙ୍କ ରାଶି ଏହି ଚାରୋଟି ଭିତରୁ ହୋଇଥାଏ ତାହେଲେ ଆପଣଙ୍କ ଭାଗ୍ୟ ବହୁତ ଶିଘ୍ର ପରିବର୍ତ୍ତନ ହେବାକୁ ଯାଉଛି।ସାଙ୍ଗମାନେ ଏ ରାଶିଗୁଡିକ ବହୁତ ଶୁଭ ହୋଇଥାନ୍ତି।ଏହି ରାଶିର ବ୍ୟକ୍ତି ମାନଙ୍କ ପାଖରେ ବହୁତ ଅଧିକ ପଇସା ଥାଏ।ଯଦି ଆପଣ ଗରିବ ଅଟନ୍ତି ବା କୌଣସି କାରଣରୁ ଆପଣଙ୍କ ପାଖରେ ପଇସାର ଅଭାବ ରହୁଛି ଆଉ ଯଦି ଆପଣ ଏ ଚାରୋଟି ରାଶି ମାନଙ୍କ ଭିତରୁ ଗୋଟେ ଅଟେ ତାହେଲେ ଆପଣ ଆଜି ଠାରୁ ଭଲ କର୍ମ କରିବା ଆରମ୍ଭ କରିଦିଅନ୍ତୁ।

ସାଙ୍ଗମାନେ ଆଜି ଠାରୁ ଆପଣ ଭଲ କର୍ମ କରନ୍ତୁ ଓ ଗରିବ ଓ ଅଭାବି ଶ୍ରେଣୀର ଲୋକମାନଙ୍କୁ ଦାନ ଧର୍ମ କରିବା ଆରମ୍ଭ କରିଦିଅନ୍ତୁ।ଯଦି ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଆପଣ ସେମାନଙ୍କର ବଳ ପୂର୍ବକ ସାହାଯ୍ୟ କରି ପାରିବେ।ଆପଣ ନିଜ ଶାରୀରିକ ସାକ୍ଷମତା ଦ୍ୱାରା ଆପଣ ତାଙ୍କର ଯେକୌଣସି ପ୍ରକାରର ସାହାଯ୍ୟ କରି ପାରିବେ।ଆପଣ ସାଙ୍ଗମାନେ ତାଙ୍କୁ ପୁଣ୍ୟ ଦାନରେ ସାହାଯ୍ୟ କରି ପାରିବେ।

ଯଦି ଆପଣ ସାହାଯ୍ୟ କରୁଛନ୍ତି ଗରିବ ମାନଙ୍କର ମଙ୍ଗଳ କାମନା କରୁଛନ୍ତି ଓ ଗରିବ ମାନଙ୍କୁ ଘୃଣ୍ୟ ବୋଲି ମନେକରୁନାହାନ୍ତି ତାହେଲେ ଆପଣଙ୍କ ଉପରେ ଧନ ବର୍ଷି ପାରେ।ସେଥିପାଇଁ ସବୁ ପ୍ରକାରର ଖରାପ କାମ କରିବା ଆଜିଠାରୁହିଁ ଛାଡି ଦିଅ।ଯଦି ଆପଣ କୌଣସି ପ୍ରକାରର ନିଶା ଦ୍ରବ୍ୟର ସେବନ କରୁଛନ୍ତି ତାକୁ ମଧ୍ୟ ବିର୍ଜନ କରନ୍ତୁ।ଏହାମଧ୍ୟ ବହୁତ ଖରାପ ଅଭ୍ୟାସ ଅଟେ।

ସେଥିପାଇଁ ସାଙ୍ଗମାନେ ଆପଣ ଧର୍ମର ରାସ୍ତାରେ ଅଗ୍ରସର ହୁଅନ୍ତୁ ଓ ପୁନ୍ୟ କର୍ମ କରନ୍ତୁ ଓ ଆପଣ ଦେଖିବେ ବହୁତ ଶିଘ୍ର ଭଗବାନଙ୍କ ଅପାର କୃପା ଆପଣଙ୍କ ଉପରେ ବର୍ଷିବ ଓ ଆପଣ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ।ଆପଣଙ୍କ ରାଶି ଯଦି ଏ ଚାରୋଟି ଭିତରୁ ଗୋଟେ ଅଟେ ଆପଣ ନିଶ୍ଚିନ୍ତ ଭାବରେ ପୁଣ୍ୟ କର୍ମ କରନ୍ତୁ ଓ ସମସ୍ତ ପ୍ରକାରର ଖରାପ କାର୍ଯ୍ୟ ଯେପରି ନିଶା ସେବନ,ଈଶ୍ୱରଙ୍କ ପ୍ରାର୍ଥନା ନକରିବା ଓ ହିଂସା ଆଦିର ବର୍ଜନ କରି ଧାର୍ମିକ ରାସ୍ତାରେ ଅଗ୍ରସର ହେଲେ ଆପଣଙ୍କ ଉପରେ ଧନର ବର୍ଷା ହେବ।

Leave a Reply

Your email address will not be published. Required fields are marked *