March 17, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ଓଡ଼ିଆ ଜୋକ୍ସସ୍ : ପପୁ ଉଦାସ ହୋଇକରି କୋର୍ଟରେ – ପପୁ : ଛୁଆ ବେଳରୁ ଯଦି ମା କଥା ଶୁଣିଥାନ୍ତି ତେବେ ଆଜି ଏହି ଦିନ ଆସିନଥାନ୍ତା କାରଣ ଜାଣିଲେ ହସି ହସି ଗଡ଼ିଯିବେ ଆପଣ..

କେବେ କେବେ ମନ ଖୁସ୍ କରିବାପାଇଁ ବାହାନାର ଆବଶ୍ୟକତା ପଡିଥାଏ , କାରଣ ସବୁ ସମୟରେ ଏମିତି ବିନା କେଉଁ କାରଣରୁ ଖୁସି ହୋଇରହିପାରିବେ ନାହିଁ , ଆଜି କାଲି ଏହି କର୍ମବହୁଳ ଭରା ଜୀବନରେ ଖୁସି ରହିବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଖୁସ୍ ରହିବାର କାରଣ ବିଷୟରେ ଜଣାଇବାକୁ ଆସିଛୁ , ଆଜି ଆମେ ମଜାଦାର୍ ଚୁଟକୁଲା ନେଇକରି ଆସିଛୁ ଯାହାକୁ ପଢି ଆପଣଙ୍କ ମନ ଖୁସି ହୋଇଯିବ , ତେବେ ଡେରି ଆଉ କଣ ପାଇଁ ଚାଲନ୍ତୁ ଆରମ୍ଭ କରିବା

ପପୁ ଉଦାସ ହୋଇକରି ହାଇକୋର୍ଟରେ କହିଥାଏ ପପୁ : ଛୁଆ ବେଳେ ଯଦି ମୁଁ ମା କଥା ଶୁଣିଥାନ୍ତି ତେବେ ଆଜି ଏହି ଦିନ ଦେଖିବାକୁ ପଡିନଥାନ୍ତା । ଜର୍ଜ : କଣ କହୁଥିଲେ ତୁମ ମା ? ପପୁ : ଜର୍ଜ ସାହେବ ତୁମେ ବି ମଫସଲ ଲୋକଙ୍କ ପରି କଥା କହୁଛ , ଯେବେ ଶୁଣି ହିଁ ନାହିଁ କହିବି କିପରି ?

ସ୍ତ୍ରୀ : ସତ କହିବ ଏଇ ଆମ ପଡୋଶୀ ଶୀଲା ସହ ଆପଣଙ୍କ ଚକ୍କର ଚାଲୁନି ତ ? ସ୍ୱାମୀ : ଏମିତି କଣ କହୁଛ । ସ୍ତ୍ରୀ : ପ୍ରଥମେ ମୋତେ କହୁଥିଲେ କି ରାଜୁର ବାପା କେମିତି ଅଛନ୍ତି , ଓ ଏବେ ଡାଇରେକ୍ଟ୍ କହୁଛି ରାଜୁ କେଉଁଠି ଅଛି ?

ପୋଲିସ୍ ବାଲା ପଚାରିଲେ ଏତେ କଣ ପାଇଁ ପିଇଥିଲୁ , ମଦୁଆ : କଣ କରିବି ବାଧ୍ୟ ଥିଲି, ପୋଲିସ୍ କଣ ଅସୁବିଧା ମଦୁଆ –ବୋତଲର ଠିପି ହଜିଯାଇଥିଲା ।

ଯେବେ ଆପଣଙ୍କୁ ଏକ ମହିଳା ପସନ୍ଦ କରେ ତେବେ ଆପଣ ଏକ ସ୍ୱାମୀ ଅଟନ୍ତି , ଯେବେ ଆପଣଙ୍କୁ ବହୁତ ସାରା ମହିଳା ପସନ୍ଦ କରନ୍ତି ତେବେ ଆପଣ ଏକ ଆଦର୍ଶ ବ୍ୟକ୍ତି ଅଟନ୍ତି । ଯେବେ ଆପଣଙ୍କୁ ହଜାର ସଂଖ୍ୟକ ପସନ୍ଦ କରନ୍ତି , ତେବେ ଆପଣ ଏକ ଲିଡର୍ ଅଟନ୍ତି , ଓ ଯେବେ ଆପଣଙ୍କୁ ସହରର ପୁରା ମହିଳା ପସନ୍ଦ କରନ୍ତି , ତେବେ ଆପଣ ଏକ ଗୁପଚୁପ୍ ବାଲା ଅଟନ୍ତି ।

ପପୁର ନୁଆ ନୁଆ ବାହାଘର ହୋଇଥିଲା , ପ୍ରଥମ ରାତିର ପରେ , ରୁମ୍ ରୁ ବାହାରିଲା , ଓ ଶାଶୁ ଆଗରେ କାନ୍ଦିବାକୁ ଲାଗିଲା , ବୋହୁ କାନ୍ଦୁଥିଲା, ଶାଶୁ ପଚାରିଲା କଣ ପାଇଁ ଝିଅ କାହିଁକି କାନ୍ଦୁଛୁ , ବୋହୁ କଣ ମୁଁ ରାକ୍ଷାଶୁଣୀ ପରି ଦେଖାଯାଉଛି କି , ଶାଶୁ ନା ବିଲକୁଲ୍ ନୁହେଁ , ବୋହୁ : କଣ ମୋର ଆଖି ବେଙ୍ଗ ପରି ଅଟେ । ଶାଶୁ ନାହିଁ ତ , ବୋହୁ : ମୁଁ କଣ କଳା ମଇଁଷି ପରି ଦିଶୁଛି , ନା ଝିଅ କେବେ ନୁହେଁ କିଏ କହୁଛି , ବୋହୁ : ତେବେ କାହିଁକି ଆପଣଙ୍କ ପୁଅ ମୋତେ କହୁଛନ୍ତି ତୁ ମୋର ମା ପରି ଦିଶୁଛୁ ।

ରୋଗୀ ଡାକ୍ତର ସାହେବ ମୋର ଡାହାଣ ଗୋଡ ବିନ୍ଧା ହେଉଛି , ଡାକ୍ତର ଏହା ବଢୁଥିବା ବୟସର କାରଣରୁ ହୋଇଥାଏ , ରୋଗୀ କିନ୍ତୁ ଡାକ୍ତର ସାହେବ ମୋର ଡାହାଣ ପାଦର ବୟସ ବରାବର ଅଟେ ।

ସ୍ତ୍ରୀ ଲାଗୁଛି ମୁଁ ଏବେ ଆଉ ବଞ୍ଚିବି ନାହିଁ । ସ୍ୱାମୀ : ଲାଗୁଛି ମୁଁଏବେ ମରିଯିବି , ସ୍ତ୍ରୀ : ତୁମେ କଣ ପାଇଁ ମରିବ , ସ୍ୱାମୀ : ଏତେ ବଡ ଖୁସି ମୁଁ ଆଉ ସହ୍ୟ କରିପାରିବି ନାହିଁ , ସ୍ତ୍ରୀ କାରଣରୁ ଏବେ ସ୍ୱାମୀ ବେଡ୍ ରେ ଅଛି ।

ପପୁ ଏକ କାନ୍ଥ ପାଖରେ ପରିଶ୍ରା କରୁଥିଲା , ଅଚାନକ ପୋଲିସ୍ ବାଲା ଧରିନେଲେ , ପୋଲିସ୍ ବାଲା କହିଲା : କଣ କରୁଛୁ ଚାଲ୍ ଥାନା , ପପୁ : ଆରେ ସାର୍ ଜୋର୍ ରେ ଆସୁଥିଲା ସେଥିପାଇଁ ଏଠାରେ କରିଦେଲି  ପୋଲିସ୍ : ବାହାର କର ୧୦୦ ଟଙ୍କା , ପପୁ : ମୋର ପକେଟ୍ ରେ ୫ ଟଙ୍କା ଅଛି , ପୋଲିସ୍ : ଛାଡ ସେଇଟା ଦେ ବଇନି କରିଦେ , ପପୁ : ୫ ଟଙ୍କା ଦେଇଦେଲା , ପୋଲିସ୍ ବାଲା ୫ ଟଙ୍କା ନେଇକରି ଚାହାବାଲା ପାଖକୁ ଗଲା , ଏକ ବଢିଆ ଚାହା ବନାଇବୁ , ମଲାଇ ମାରିକି , ପପୁ ;ଦେଖ ଯାହା ବି ହେବ ଭଲ ହିଁ ହେବ , ମୁଁ ମୁତି ନଥିଲେ ଚାହା କଣ ପାଇଁ ପିଇଥାନ୍ତ । ପୋଲିସ୍ ବାଲା ଏପର୍ଯ୍ୟନ୍ତ ଭାବିକରି ବସିଛନ୍ତି ।

ଲେଡିସ୍ ଗାରମେଣ୍ଟ ସପ୍ ରେ ପପୁକୁ ସେଲ୍ସମ୍ୟାନ୍ ଚାକିରି ମିଳିଗଲା , ଜଣେ ଝିଅ ସେଠାକୁ ଆସିଲା , ଓ ପପୁକୁ କହିଲା ଅନ୍ତବସ୍ତ୍ର ଦେଖାଅ , ପପୁ ଲାଜେଇ କରି : ଆଜି ପିନ୍ଧିବ ନାହିଁ କାଲି ଦେଖାଇଲେ ଚଳିବ ତ ।

ପାଗଳର ମେଡିକାଲ୍ ରେ ଏକ ରୁମ୍ ରେ ସବୁ ପାଗଳ ଡ୍ୟାନ୍ସ କରୁଥିଲେ , ଖାଲି ଗୋଟେ ପାଗଳ ଚୁପ୍  ବସିଥିଲା , ଡାକ୍ତର ବୁଝିଲେ ଯେ ସେ ଠିକ୍ ହୋଇଯାଇଛି , ଓ ପଚାରିଲେ ତୁମେ ଡ୍ୟାନ୍ସ କଣ ପାଇଁ କରୁନ , ପାଗଳ : ଆରେ ମୁର୍ଖ ମୁଁ ବର ଅଟେ ।

Leave a Reply

Your email address will not be published. Required fields are marked *