March 12, 2025

Odia Express

Leading Odia News Portal of Odisha

ମୁଣ୍ଡର ଉକୁଣୀ କୁ ଗୋଟେ ଥରରେ ସମାପ୍ତ ହେଇଯିବ ଏହି ଉପାୟ ଦ୍ୱାରା – ଆଜି ଜାଣି ଜାଣିରଖନ୍ତୁ…

ପ୍ରାୟତଃ ସମସ୍ତ ଲୋକଙ୍କର ସମସ୍ୟା ଏହା ହେଇ ଥାଏ କି ଆମେ କେଉଁ ଜାଗା ରେ ବସିଛୁ ଆଉ ଯଦି ଅଚାନକ ଆମ ମୁଣ୍ଡ କୁଣ୍ଡେଇ ହୁଏ ଆଉ ତାହା ଭିତରୁ ଛୋଟ ଛୋଟ ଉକୁଣୀ ତଥା ନିଖି ବାହାରି ଯାଇକି ବାହାରକୁ ଆସି ଯାଆନ୍ତି ତ ଆମ ବ୍ୟକ୍ତିତ୍ତ୍ୱ ଉପରେ ଏକ ଦାଗ ଲାଗିପାରେ। ତ ଆମକୁ କିଛି କାମ ହି କରିବାକୁ ହେବ ଯାହା କି ଆମକୁ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ଦେଇ ପାରିବ। ତ ଆଜିର ଏହି ଲିଖନ ରେ ଆମେ ଆପଣଙ୍କ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆମକୁ ସମସ୍ତ ସମସ୍ୟା ରୁ ମୁକ୍ତି ଦେବ। ତ ଆସନ୍ତୁ ଜାଣିବା କି ଏହା କି କି ଉପାୟ କରିବାକୁ ହେବ।

ଆପଣଙ୍କୁ ଏହି ଉପାୟ କରିବାକୁ ପ୍ରଥମେ ଏକ ବାଟି ରେ କିଛି ଲୁଣ ଦରକାର। ତା ପରେ ଆପଣ ଏକ କପ ରେ ଅଧାର ଅଧା ପାଣି ଅର୍ଥାତ ଚାରି ଭାଗ ରୁ ଭାଗେ ପାଣି ନିଅନ୍ତୁ। ତା ପରେ ଆପଣ ଏଥିରେ ପ୍ରାୟ ଗୋଟେ ଚାମଚ ଲୁଣ ମିଶାନ୍ତୁ। ଏହା ପରେ ଆପଣ ସେହି ମିଶ୍ରଣ କୁ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। ଏହାଦ୍ୱାରା ସେହି ମିଶ୍ରଣ ଭଲ ଭାବେ ଗୋଳେଇ ହେଇଯିବ।

ଏହାପରେ ଆପଣ ନିଅନ୍ତୁ ଧଳା ଭିନେଗାର। ଅର୍ଥାତ ଧଳା ସୀରକା। ଏହି ଭିନେଗାର ଆମ ଚୁଟି ରେ ଉକୁଣୀ ତଥା ନିଖି ମାନଙ୍କୁ ମାରିବା ପାଇଁ ବହୁତ ଭଲ ହେଇଥାଏ। ଆୟୁରଭେଦ ରେ ଏହାଠାରୁ ଭଲ ଔଷଧି ହୁଏତ ଆଉ ମିଳିବନି। ତ ଆପଣ ଏହାକୁ ବି ପ୍ରାୟ ପାଣି ମାତ୍ରା ରେ ହି ନିଅନ୍ତୁ। ଅର୍ଥାତ ଚାରି ଭାଗ ରୁ ଭାଗେ ଭିନେଗାର ନିଅନ୍ତୁ। ତାକୁ ଆପଣ ମାଇକ୍ରୋ ୱେଭ ଓଭାନ ରେ ଗରମ କରନ୍ତୁ ନହେଲେ ଗ୍ୟାସ ରେ ହାଲକା ଆଞ୍ଚ ରେ ଗରମ କରନ୍ତୁ। ଏହାକୁ ଆପଣ ସପ୍ତାହ ରେ ଗୋଟେ ଥର ବ୍ୟବହାର କରିବା ଦ୍ୱାରା ବି ଆପଣଙ୍କ ଉକୁଣୀ ଯାଇପାରିବ ମାତ୍ର ଯଦି ଆପଣଙ୍କ ଉକୁଣୀ ବହୁତ ଜିଦ୍ଧି ଅଟନ୍ତି ତ ଆପଣ ସପ୍ତାହ ରେ ଦୁଇ କି ତିନି ଥର ବି ବ୍ୟବହାର କରିପାରିବେ।

ଆପଣଙ୍କୁ ଏହାକୁ ଟିକେ ଉଷୁମ କରିବା ପରେ ତାକୁ ସେହି ମିଶ୍ରଣ ରେ ମିସେଇବାର ଅଛି। ତା ପରେ ଆପଣଙ୍କୁ ସେହି ମିଶ୍ରଣ ରେ ଲୁଣ କୁ ଗୋଳେଇ ଦେବାର ଅଛି। ତା ପରେ ଏହାକୁ ଲଗେଇବା ର ତରିକା ବହୁତ ସହଜ ଅଟେ। ତାକୁ ଆପଣ ହୁଏତ ଏକ ସ୍ପ୍ରେ ବୋତଲ ରେ ଆଣିକି ସ୍ପ୍ରେ କରିବାର ଅଛି ଅଥବା ଏକ କଟନ କପଡା ରେ ଆଣିକି ତାକୁ ବୁଡ଼େଇକି ନିଜ ଚୁଟି ରେ ଲଗେଇବାର ଅଛି। ତା ପରେ ଆପଣଙ୍କୁ ଏହାକୁ ଶୁଖିବାକୁ ଛାଡି ଦେବାର ଅଛି। ଆଉ ଶୁଖିଗଲା ପରେ ଆପଣଙ୍କୁ ନିଜ ମୁଣ୍ଡ ଧୋଇଦେବାର ଅଛି। ତ ଏହି ଉପାୟ ଅତ୍ୟନ୍ତ ଉପକାରୀ ତଥା ତାହା ବହୁତ ପ୍ରଭାବିଶାଳୀ ବି।

ଏହି ଉପାୟ ଦ୍ୱାରା ଆପଣଙ୍କ ମୁଣ୍ଡ ର ସମସ୍ତ ନିଖି ବି ମରି ଯାଇପାରିବେ।ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *