March 25, 2025

Odia Express

Leading Odia News Portal of Odisha

କଥା କଥାରେ ଚିତ୍କାର କରୁଥିବା ଓ କାନ୍ଦୁଥିବା ଝିଅ ସ୍ୱଭାବରେ କିପରି ହୋଇଥାନ୍ତି..

କଥା କଥାରେ ଚିତତ୍କାର କରୁଥିବା ଓ କାନ୍ଦୁଥିବା ଝିଅ ମାନେ କେମିତି ହୋଇଥାନ୍ତି ?ଯଦି ଆପଣ ଏ କଥାକୁ ଜାଣିଯାନ୍ତି ତାହେଲେ ଆପଣ ହୁଏତ ରାତିରେ ଶୋଇନପାରନ୍ତି ଓ ହୁଏତ ଆପଣ ଭାବିବାକୁ ଲାଗିପାରନ୍ତି।ଏମିତି ସ୍ତ୍ରୀଲୋକ ବହୁତ ଅଦ୍ଭୁତ ହୋଇଥାନ୍ତି,କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏମିତି ସ୍ତ୍ରୀଲୋକ ବହୁତ ନରମ କଣ୍ଡେଇ ଭଳି ହୋଇଥାନ୍ତି।ଏମିତି କ୍ଷେତ୍ରରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କାହାଠାରୁ କମ ହୋଇନଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଚିଲ୍ଲେଉଥିବା ମହିଳା ଓ କାନ୍ଦୁଥିବା ମହିଳାଙ୍କ ଚରିତ୍ର ବହୁତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ।ଏମିତି ଝିଅ ମାନଙ୍କ ପାଖରୁ ଲୋକମାନେ ବଞ୍ଚିବାକୁ ଚାହିଁଥାଆନ୍ତି ଓ ସେମାନଙ୍କ ବିଷୟରେ ବହୁତ ଅପଶବ୍ଦ କହିଥାନ୍ତି।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି ଆପଣଙ୍କ ଘରେ ଏମିତି କୌଣସି ଝିଅ ଅଛନ୍ତି ତାହେଲେ ଆପଣ ଏ ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ ନିଶ୍ଚିତ ଜାଣିବା ଆଵଶ୍ୟକ।

୧.ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମହିଳା ମାନଙ୍କ ପାଖରେ ସହିବା ଶକ୍ତି ପୁରୁଷ ମାନଙ୍କ ପାଖରେ ବହୁତ ଅଧିକ ଥାଏ।ଏମିତିରେ ଯେକୋୖଣସି ସ୍ତ୍ରୀ କଥା କଥାରେ କାନ୍ଦି ଥାଏ ଆପଣ ତାର ଯତ୍ନ ନେବା ଆଵଶ୍ୟକ।ଏମିତି ମହିଳା ଜୀବନରେ କେବେ ମିଳିବେ ନାହିଁ।ଏମିତି ସ୍ତ୍ରୀ ଲୋକ ବହୁତ ସତ ବିଚାର ଧାରର ହୋଇଥାନ୍ତି।

୨.ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ଲୋକ କଥା କଥାରେ କାନ୍ଦି ପକାନ୍ତି ତ ସେ ନିଜ ସାଥି ଠାରୁ କେବେ ଦୁରେଇ ଯିବାକୁ ଚାହାନ୍ତି ନାହିଁ।ଏମିତି ସ୍ତ୍ରୀ ନିଜ ପରିବାର ପାଇଁ ବହୁତ ଭଲ ବୋଲି ବିବେଚିତ ହୁଅନ୍ତି।ଏମାନଙ୍କ ହୃଦୟ କୋମଳ ହେବା ସହିତ ସମସ୍ତଙ୍କ ପାଇଁ ଚିନ୍ତା କରନ୍ତି।କୌଣସି ଭୁଲ ନଥାଇ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାଭିତରେ ମମତା ଅଧିକାଂଶ ଭାବରେ ଭରି ରହିଥାଏ।

୩.ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳା ମାନଙ୍କର କାନ୍ଦିବା ବା ଚିତତ୍କାର କରିବା ଦ୍ୱାରା ବହୁତ ଘାତକ ରୋଗ ଭଲ ହୋଇଯାଇଥାଏ।ଆଉ କାନ୍ଦିବା ଦ୍ୱାରା ସେମାନଙ୍କ ମନ ମଧ୍ୟ ହାଲୁକା ହୋଇଯାଇଥାଏ।ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ କାନ୍ଦିବା ଦ୍ୱାରା ଚିନ୍ତା ଅଧା ହୋଇଯାଇଥାଏ।

୪.କଥା କଥାରେ କାନ୍ଦୁଥିବା ଝିଅ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି,ଏମାନଙ୍କ ହୃଦୟ ବହୁତ ନରମ ହୋଇଥାଏ।ସେ କାହାର ହୃଦୟ ଭାଙ୍ଗି ନଥାନ୍ତି ପଛେ ସେ ନିଜ ହୃଦୟ ଭାଙ୍ଗିବାକୁ ପଡେ ନା କାହିଁ।ସେ ଅନ୍ୟ ମାନଙ୍କ ଭାବନାର ଯତ୍ନ ନେଇଥାନ୍ତି।ସେ ନିଜେ ପଛେ ଭୋକରେ ରୁହନ୍ତି କିନ୍ତୁ ଅନ୍ୟର ପେଟକୁ ଭଲ ଭାବରେ ପୋଷିଥାନ୍ତି।ବେସି କାନ୍ଦୁଥିବା ମହିଳା ସବୁ ଦ୍ରୁଷ୍ଟିରୁ ଘାତକ ହୋଇନଥାନ୍ତି।ତାଙ୍କ ହୃଦୟ ଭିତରେ ଦେଖାଯାଏତ ବହୁତ ଦୁଃଖ ଭରିରହିଥାଏ।ଆପଣଙ୍କୁ ସେମାନଙ୍କର ଯତ୍ନ ନେବାର ଅଛି।

ଏମିତିରେ ସେମାନଙ୍କ ମାନ ସନ୍ନମାନ ଆପଣଙ୍କୁ ବଢେଇବାର ଅଛି।ସେମାନଙ୍କ ହୃଦୟ ଆପଣ କେବେ ଭାଙ୍ଗୀବେ ନାହିଁ,ତାଙ୍କ ହୃଦୟ ଭାଙ୍ଗିବା ପାପ ବୋଲି ମଣାଯାଇଥାଏ।୫.ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବେଶି କାନ୍ଦୁଥିବା ଓ ଚିତତ୍କାର କରୁଥିବା ମହିଳା ଆପଣଙ୍କ ବିନାଶ ମଧ୍ୟ କରି ପାରନ୍ତି।ଏମିତି ମହିଳା ଆପଣଙ୍କ ମୃତ୍ୟୁର କାରଣ ହୋଇ ପାରନ୍ତି।ଯେତେବେଳେ କୌଣସି ମହିଳା ଭୁଲ କଲାପରେ ଚିତତ୍କାର କରିବାକୁ ଲାଗେ ଆପଣଙ୍କୁ ସେତେବେକେ ସାବଧାନ ରହିବାକୁ ପଡେ।ଏମିତି ମହିଳା ବହୁତ ଚାଲାଖ ହୋଇଥାନ୍ତି ଯାହା ଆପଣଙ୍କୁ ନଷ୍ଟ କରି ଦିଅନ୍ତି ଓ ଆପଣ ମାନେ ସେମାନଙ୍କ ଠାରୁ ଦୁରେଇ ରହିବା ଆଵଶ୍ୟକ।

Leave a Reply

Your email address will not be published. Required fields are marked *