ଇମ୍ୟୁନିଟି ବଢ଼େଇବା ପାଇଁ ଫାଇଦା ଯୁକ୍ତ ଚା- ମାସ ମାସ ଯାଏ ଆପଣ ବେମାର ହେବେ ନାହିଁ – ଏବେ ଘରେ କରି ପିୟନ୍ତୁ…

ଏବେ ସାରା ଦୁନିଆ ରେ କରୋନା ଭାଇରସ ର ମାହୋଲ ଚାଲିଛି ତେଣୁ ଆମ ସମସ୍ତଙ୍କୁ ଇମ୍ୟୁନିଟି ର ଆବଶ୍ୟକତା ବହୁତ ଅଛି। ତ ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଘରୋଇ ଉପାୟ ନେଇକି ଆସିଛୁ ଯାହାର ବ୍ୟବହାର ପରେ ଆପଣ ନିଜର ଇମ୍ୟୁନିଟି ପାୱାର ବହୁତ ଜଲଦି ବଢ଼େଇ ପାରିବେ। ତ ଚାଲନ୍ତୁ ଜାଣିବା। ପ୍ରଥମ ଚା ବନେଇବା ପାଇଁ ଆମେ ଏକ ସସ୍ପେନ ରେ କିଛି ପାଣି ନେବା ଆଉ ସେଥିରେ ସାତ ରୁ ଆଠ ଖଣ୍ଡ ସରୁ ଅଦା କାଟିକି ପକେଇ ଦେବା। ତା ପରେ ଆମେ ଏକ ଚାମଚ ଚା ପତ୍ତି ପକେଇବା ଆଉ ତା ପରେ କିଛି ଲେମ୍ବୁ ର ଚୋପା କୁ ଛୋଟ ଛୋଟ କାଟିକି ପକେଇବା। ଦୁଇ ଚାମଚ ଚିନି ନେଇକି ଆମେ ତାକୁ ଭଲ ଭାବେ ଫୁଟେଇବା। ତା ପରେ ଆପଣ ସେଥିରେ ଲେମ୍ବୁ ପକେଇକି ତାକୁ ଛାଣି ସେଥିରେ ଲେମ୍ବୁ ରସ ଗୋଳେଇ ଦେବା। ତା ପରେ ଗୋଟେ ଚାମଚ ମହୁ ଗୋଳେଇ ଦେବା। ଏହା ଆମ ଇମ୍ୟୁନିଟି ବୁଷ୍ଟ ପାଇଁ ବହୁତ ଉପଯୋଗୀ ହେଇଥାଏ ଆଉ ମହୁ ଆମ ଶରୀର କୁ ଆହୁରି ନୀରୋଗ କରାଏ। ଏହାକୁ ଆପଣ ସକାଳୁ ନେଇ ପାରିବେ।
ଏହାପରେ ଆପଣଙ୍କୁ ଯେଉଁ ଚା ବାବଦରେ କହିବାକୁ ଯାଉଛୁ ତାହା ପାଇଁ ଆପଣ ସେପରି କିଛି ଅଦା, ଅଳେଇଚ ଏକ ପାତ୍ର ରେ ନିଅନ୍ତୁ। ତା ପରେ ଆପଣ ସେଥିରେ କିଛି ଲବଙ୍ଗ, ତା ପରେ ବଡ ଅଳେଇଚ ଆଉ କିଛି ଡାଲଚିନି ପକାନ୍ତୁ। ତା ପରେ ଆପଣ ତାକୁ ଭଲ ଭାବରେ କୁଟି ଦିଅନ୍ତୁ ଆଉ ତାକୁ ଏକ ପାତ୍ର ରେ ପକେଇକି ଫୁଟାନ୍ତୁ। ତା ପରେ ଆପଣ ସ୍ୱାଦ ଅନୁସାରର ଚିନି ମିଶାନ୍ତୁ ଆଉ ସମୟ ଅନୁସାରେ ତାକୁ ଫୁଟାନ୍ତୁ। ତା ପରେ ଆପଣ ଦେଖିବେ କି ପ୍ରାୟ ଦୁଇ ମିନିଟ ପରେ ଚା ବନିକି ତିଆରି ହେଇଯିବ। ତା ପରେ ଆପଣ ଏକ ଛଣା ନେଇକି ତାକୁ ଭଲ ଭାବରେ ଛାଣି ଦିଅନ୍ତୁ। ଏହି ଚା ଏକ ବହୁତ ହି ସ୍ୱାଦିଷ୍ଟ ଇମ୍ୟୁନିଟି ବୁସ୍ତର ହେଇକି ବାହାରିବ। ଏହାକୁ ଆପଣ ଛୋଟ ପିଲାଙ୍କ ପାଖରେ ବି କମ ପରିମାଣ ରେ ବ୍ୟବହାର କରି ପାରିବେ। ଏହାକୁ ଆପଣ ଦିନର କେଉଁ ବି ସମୟରେ ବ୍ୟବହାର କରି ପାରିବେ।
ଏବେ ଆମେ ଯାହା କହିବାକୁ ଯାଉଛୁ ତାହା ହେଉଛି ପୁରା ଛୋଟ ପିଲାଙ୍କ ପାଇଁ। ବହୁତ ଭାରତୀୟ ବାପା ଆଉ ମା ଏକଥା ଉପରେ ଧ୍ୟାନ ଦେଇ ନଥାନ୍ତି।ମାତ୍ର ଆପଣମାନଙ୍କୁ ନିଜ ପିଲା ମାନଙ୍କୁ କିଛି ନା କିଛି ଇମ୍ୟୁନିଟି ପାଉଡର ଦେବା ଉଚିତ। କାରଣ ଆପଣ ମାନେ ଏହାଦ୍ୱାରା ପିଲାଙ୍କର ସ୍ୱାସ୍ଥ୍ୟ ଭଲ କରି ପାରିବେ। ଆପଣ ବାସ ଇଣ୍ଟରନେଟ ରେ ସର୍ଚ୍ଚ କରନ୍ତୁ ଆଉ ଯେଉଁଟା ବି ଭଲ ତାହା ନିଜ ପିଲାଙ୍କୁ ଦିଅନ୍ତୁ। ଆଉ ଉପରୋକ୍ତ ଚା ପିଇବାକୁ ଭୁଲନ୍ତୁ ନାହିଁ।