ପ୍ରସିଦ୍ଧ ଅଭିନେତ୍ରୀ ଜୟପ୍ରଦାଙ୍କର ପୁଅ ଅଟେ ବହୁତ ସ୍ମାର୍ଟ ଏବଂ ହାଣ୍ଡସମ, କରିସାରିଛି ଫିଲ୍ମରେ ଏଣ୍ଟ୍ରି – ଦେଖନ୍ତୁ କିଏ ତାଙ୍କ ପୁଅ..

ଯାହାକି ଆମେ ସମସ୍ତଙ୍କୁ ଜଣା ଯେ ଆମର ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଅଧିକ ବଡ ଅଟେ ଯେଉଁଥିରେ ପ୍ରାୟଦିନ କୌଣସି ନା କୌଣସି ନୂଆ ଅଭିନେତା କିମ୍ବା ଅଭିନେତ୍ରୀଙ୍କର ଏଣ୍ଟ୍ରି ହୋଇଥାଏ। ସେମାନଙ୍କ ମଧ୍ୟରୁ କିଛି କଳାକାର ତ ଏପରି ହୋଇଥାନ୍ତି ଯେଉଁମାନେ କିଛିଦିନରେ ନିଜର କିମିଆ ଦେଖାନ୍ତି ଏବଂ ଷ୍ଟାର ହୋଇଯାନ୍ତି। ସେଠାରେ କିଛି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଲକ୍ଷେ ଚେଷ୍ଟା ପରେ ମଧ୍ୟ ସେହି ସ୍ଥାନ ହାସିଲ କରିପାରନ୍ତି ନାହିଁ। କିନ୍ତୁ ଆମର ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏପରି ମଧ୍ୟ ଅନେକ କଳାକାର ସାମିଲ ହୋଇଛନ୍ତି ଯେଉଁମାନେ ସଫଳତା ତ ମିଳିଛି କିନ୍ତୁ କିଛି ସମୟ ପରେ ସେମାନେ ନିଜେ ହିନ ଏହି ଇଣ୍ଡଷ୍ଟ୍ରିରୁ ଅପସରି ଯାଇଛନ୍ତି ଏବଂ ଏଭଳି ମଧ୍ୟ ଅଭିନେତା କିମ୍ବା ଅଭିନେତ୍ରୀ ଅଛନ୍ତି ଯାହାଙ୍କ ବିଷୟରେ ତ ଲୋକଙ୍କୁ ଜଣା ପଡିଲା ନାହିଁ ଯେ ସେମାନେ କେବେ ଫିଲ୍ମରୁ ଦୂର ହୋଇଗଲେ ।
ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଗୁଡିଏ ପୁରାତନ କଳାକାର ଅଛନ୍ତି ଯେଉଁମାନେ ଏକ ସମୟରେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ କଳାକାର ତାଲିକାରେ ସାମିଲ ଥିଲେ ଏବଂ ଲକ୍ଷ କୋଟି ହୃଦୟରେ ରାଜୁତି କରୁଥିଲେ। ଜୟପ୍ରଦାଙ୍କୁ ଛୋଟ ସମଯରୁ ନୃତ୍ୟ ଏବଂ ଅଭିନୟରେ ଅଧିକ ରୁଚି ଥିଲା। ଜୟପ୍ରଦା ଯେବେ ଯେବେ ଫିଲ୍ମରେ ଏଣ୍ଟ୍ରି କଲେ ତାପରେ ସେ ଅନେକ ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେବାରେ ଲାଗିଥିଲେ। ଏହି କାରଣ ଅଟେ ଯେ ସେ ଶ୍ରୀଦେବୀ ଙ୍କ ଠାରୁ ନେଇ ହେମମାଳିନୀ ପର୍ଯ୍ୟନ୍ତ ଜୟପ୍ରଦାଙ୍କ ସହିତ କାମ କରିବାରୁ ପଛଘୁଞ୍ଚା ଦେଉଥିଲେ ।
କିନ୍ତୁ ଆଜି ସେ ନିଜେ ଫିଲ୍ମରୁ ଦୂର ହୋଇସାରିଛନ୍ତି । ଯାହାଙ୍କ ବିଷୟରେ ବହୁତ ଲୋକଙ୍କୁ ଜଣା ନାହିଁ ଯେ ସେ ଏବେ କଣ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରତିଭାବାନ ଅଭିନେତ୍ରୀଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏ 80ଦଶକର ସବୁଠାରୁ ପ୍ରଶିଧ୍ହ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ଆଜି ଆମେ କାହା ହେଉଛୁ ଅଭିନେତ୍ରୀ ଜୟପ୍ରଦାଙ୍କ ବିଷୟରେ ଯିଏ କି ଏବେ ପୁରା 56ବର୍ଷର ଅଟନ୍ତି। ଜୟପ୍ରଦା ନିଜ ସମୟର ସବୁଠାରୁ ସୁନ୍ଦରୀ ଏବଂ ଉତ୍ତମ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି। ଆପଣଙ୍କୁ ଜଣେଇଦେବୁ ଯେ ଏବେ ଜୟପ୍ରଦା ଫିଲ୍ମ ଛାଡି ରାଜନୀତିକୁ ଆସି ସାରିଛନ୍ତି ।
ସେ ବିଗତ 14ବର୍ଷ ହେବ ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ଅଟନ୍ତି ଏବଂ ସାଂସଦ ମଧ୍ୟ ଅଟନ୍ତି। ନିକଟରେ ଜଣେ ସାଂସଦ ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ଯାହା ପରେ ଖବର ଶିରୋନାମାରେ ଥିଲା। ଆମେ ଆପଣଙ୍କୁ ଜଣେଇଦେବୁ ଯେ ଜୟପ୍ରଦା ନିଜର ସମୟର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଏବଂ ଅନେକ ବଡ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ଜୟପ୍ରଦା 1986ରେ ଶ୍ରୀକାନ୍ତ ନାହଟାଙ୍କୁ ବିବାହ କରିଛନ୍ତି ।
ସୂଚନା ନିମନ୍ତେ ଜଣେଇଦେବୁ ଯେ, ତାଙ୍କର ସ୍ଵାମୀ ଶ୍ରୀକାନ୍ତଙ୍କର ଜୟପ୍ରଦାଙ୍କ ସହିତ ଦ୍ଵିତୀୟ ବିବାହ ହୋଇଥିଲା ଏବଂ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ସେ ବିବାହ କରିଥିଲେ। ଜୟପ୍ରଦା ଏବଂ ଶ୍ରୀକାନ୍ତଙ୍କର ନିଜର କୌଣସି ସନ୍ତାନ ନାହିଁ କିନ୍ତୁ, ସେମାନେ ଗୋଟିଏ ପୋଷ୍ୟସନ୍ତାନ ଗ୍ରହଣ କରିଛନ୍ତି ଯାହାର ନାମ ଶିଦ୍ଦୂ ଅଟେ ।
ଜଣେଇଦେବୁ ଯେ ଅଭିନେତ୍ରୀ ଜୟପ୍ରଦାଙ୍କର ପୁଅ ଶିଡ୍ଡୁ ପରସନାଲିଟି ଏବଂ ଷ୍ଟାଇଲ ମାମଲାରେ କୌଣସି ବଲିଉଡ ଅଭିନେତାଙ୍କ ଠାରୁ କମ ନୁହେଁ, ଯିଏ କି ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତାଙ୍କ ତାଲିକାରେ ସାମିଲ ହୋଇସାରିଛି । ସେ 2016ରେ ରିଲିଜ ହୋଇଥିବା ଫିଲ୍ମ, ଊପୟୟିରେ ରୁ ନିଜର ଫିଲ୍ମ କ୍ୟାରିଆର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ମୁଖ୍ୟ ଅଭିନେତ୍ରୀ ରୂପେ ହଂସିକା ମୋଟ୍ଵାନି କରିଥିଲେ ଯିଏ କି ସାଉଥର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ରୂପେ ଜଣାଯାଆନ୍ତି ।